୭ବର୍ଷ ପରେ ମାଆବାପାଙ୍କ ମୃତ୍ୟୁର କ୍ଷତିପୂରଣ ପାଇଲେ ପୁଅ

ମୁମ୍ବାଇ: ଦୀର୍ଘ  ସାତ ବର୍ଷ ପରେ ମାଆବାପାଙ୍କ ଦୁର୍ଘଟଣାର କ୍ଷତିପୂରଣ ପାଇବାକୁ ଯାଉଛି ପୁଅ। କ୍ଷତିପୂରଣ ବାବଦକୁ ପାଇବେ ୧.୨୦ କୋଟି ଟଙ୍କା।  ମୋଟର ଆକ୍ସିଡେଣ୍ଟ୍ କ୍ଲେମ୍ସ ଟ୍ରିବ୍ୟୁନାଲ  ଏହି ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ ଦୁର୍ଘଟଣା  ଘଟାଇଥିବା ଟ୍ରକ୍‌ ମାଲିକ ଡ୍ରାଇଭର ଓ ବୀମା କମ୍ପାନୀଙ୍କୁ କହିଛନ୍ତି। ସୂଚନାଯୋଗ୍ୟ,୨୦୧୦ ଅକ୍ଟୋବର ୨୮ ତାରିଖରେ  ବିନୀତ ଗାୱାକରଙ୍କ ବାପା ହରିଶ ମାଆ ସଞ୍ଜିବନୀ ଏକ କାରରେ ଯାଉଥିବା ବେଳେ ମୁମ୍ବାଇର ଥାନେ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 01:58 PM IST

Sports

Latest News

ମୁମ୍ବାଇ: ଦୀର୍ଘ  ସାତ ବର୍ଷ ପରେ ମାଆବାପାଙ୍କ ଦୁର୍ଘଟଣାର କ୍ଷତିପୂରଣ ପାଇବାକୁ ଯାଉଛି ପୁଅ। କ୍ଷତିପୂରଣ ବାବଦକୁ ପାଇବେ ୧.୨୦ କୋଟି ଟଙ୍କା।  ମୋଟର ଆକ୍ସିଡେଣ୍ଟ୍ କ୍ଲେମ୍ସ ଟ୍ରିବ୍ୟୁନାଲ  ଏହି ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ ଦୁର୍ଘଟଣା  ଘଟାଇଥିବା ଟ୍ରକ୍‌ ମାଲିକ ଡ୍ରାଇଭର ଓ ବୀମା କମ୍ପାନୀଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ,୨୦୧୦ ଅକ୍ଟୋବର ୨୮ ତାରିଖରେ  ବିନୀତ ଗାୱାକରଙ୍କ ବାପା ହରିଶ ମାଆ ସଞ୍ଜିବନୀ ଏକ କାରରେ ଯାଉଥିବା ବେଳେ ମୁମ୍ବାଇର ଥାନେ ହାଇୱେ ନିକଟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବୀନିତଙ୍କ ପିତାମାତାଙ୍କ ସହ ତାଙ୍କର ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା।  ଏନେଇ ବୀନିତ  ଟ୍ରକ୍‌ ମାଲିକ, ଡ୍ରାଇଭର  ଓ ବୀମା କମ୍ପାନୀ ନାଁରେ ମାମଲା ରୁଜୁ କରିଥିଲେ। ଏହାର ବିଚାର କରି ଟ୍ରିବ୍ୟୁନାଲ ଏହି ରାୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story