ସୋସିଆଲ୍‌ ମିଡିଆରେ ଅଧିକ ସମୟ ଦେଉଛନ୍ତି ସ୍ତ୍ରୀ, ଛାଡ଼ପତ୍ର ପାଇଁ ଆବେଦନ କଲେ ଅତିଷ୍ଠ ସ୍ୱାମୀ

ନୂଆଦିଲ୍ଲୀ: ଯେତେବେଳେ ଦେଖ ସ୍ତ୍ରୀ ଇଣ୍ଟରନେଟ୍‌ ଖୋଲି ବସୁଛନ୍ତି। ସବୁବେଳେ ଫେସ୍‌ବୁକୁ ନହେଲେ ହ୍ୱାଟସ୍‌ଆପ୍‌ରେ ଚାଟିଂ କରୁଛନ୍ତି। ସ୍ତ୍ରୀଙ୍କର ଏହି ଅଭ୍ୟାସରେ ବିରକ୍ତ ହୋଇ ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେବା ପାଇଁ ବାହାରିଛନ୍ତି। ଘଟଣାଟି ଦିଲ୍ଲୀର। ଆବେଦନକାରୀ ହେଉଛନ୍ତି ୩୦ବର୍ଷୀୟ ନରେନ୍ଦ୍ର ସିଂ। ବୃତ୍ତିରେ ସେ ଜଣେ ସଫ୍ଟୱେର ଇଂଜିନିୟର। ଫ୍ୟାମିଲ୍‌ କୋର୍ଟରେ ସେ ଛାଡପତ୍ର ଆବେଦନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ସୋସିଆଲ୍‌ ମିଡିଆରେ ସବୁବେଳେ ବ୍ୟସ୍ତ ରହୁଛନ୍ତି। ପରିବାର ପ୍ରତି ସେ […]

sansara

sansara

Rakesh Mallick
  • Published: Friday, 29 June 2018
  • Updated: 29 June 2018, 02:12 PM IST

Sports

Latest News

ନୂଆଦିଲ୍ଲୀ: ଯେତେବେଳେ ଦେଖ ସ୍ତ୍ରୀ ଇଣ୍ଟରନେଟ୍‌ ଖୋଲି ବସୁଛନ୍ତି। ସବୁବେଳେ ଫେସ୍‌ବୁକୁ ନହେଲେ ହ୍ୱାଟସ୍‌ଆପ୍‌ରେ ଚାଟିଂ କରୁଛନ୍ତି। ସ୍ତ୍ରୀଙ୍କର ଏହି ଅଭ୍ୟାସରେ ବିରକ୍ତ ହୋଇ ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେବା ପାଇଁ ବାହାରିଛନ୍ତି। ଘଟଣାଟି ଦିଲ୍ଲୀର।

ଆବେଦନକାରୀ ହେଉଛନ୍ତି ୩୦ବର୍ଷୀୟ ନରେନ୍ଦ୍ର ସିଂ। ବୃତ୍ତିରେ ସେ ଜଣେ ସଫ୍ଟୱେର ଇଂଜିନିୟର। ଫ୍ୟାମିଲ୍‌ କୋର୍ଟରେ ସେ ଛାଡପତ୍ର ଆବେଦନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ସୋସିଆଲ୍‌ ମିଡିଆରେ ସବୁବେଳେ ବ୍ୟସ୍ତ ରହୁଛନ୍ତି। ପରିବାର ପ୍ରତି ସେ ଟିକେ ବି ଧ୍ୟାନ ଦେଉ ନାହାଁନ୍ତି। ବିବାହର ପ୍ରଥମ ରାତିରେ ମଧ୍ୟ ସେ ସୋସିଆଲ୍‌ ମିଡିଆରେ ଅଧିକ ସମୟ ଦେଇଥିଲେ ବୋଲି ନରେନ୍ଦ୍ର ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ହ୍ୱାଟସ୍‌ଆପ୍‌ରେ ପୁରୁଷ ବନ୍ଧୁ ମାନଙ୍କ ସହ କଥା ହୁଅନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବାରଣ କଲେ ରାଗି ଯାଇ ତାଙ୍କୁ ଧମକ ଦିଅନ୍ତି ବୋଲି ନରେନ୍ଦ୍ର କରିଛନ୍ତି।

ଛାଡ଼ପତ୍ର ପାଇଁ ଦାଏର କରିଥିବା ପିଟିସନ୍‌କୁ କୋର୍ଟ ଗ୍ରହଣ କରିଛି। ତାଙ୍କ ସ୍ତ୍ରୀଙ୍କ ଓକିଲ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ନରେନ୍ଦ୍ରଙ୍କ ଓକିଲ କହିଛନ୍ତି,"ନରେନ୍ଦ୍ରଙ୍କ ସ୍ତ୍ରୀ ତାଙ୍କର ପାରିବାରିକ ଦାୟିତ୍ୱ ଠିକ୍‌ ଭାବେ ତୁଲାଉ ନଥିଲେ। ସେ ଅଧିକ ସମୟ ସୋସିଆଲ୍‌ ମିଡିଆରେ ବିତାନ୍ତି। ବେଳେ ବେଳେ ପରିବାର ଲୋକଙ୍କ ପିଛା ଅର୍ଥ ଖର୍ଚ୍ଚ ନ କରିବାକୁ ସେ ନରେନ୍ଦ୍ରଙ୍କୁ କୁହନ୍ତି।"

ଫ୍ୟାମିଲି କୋର୍ଟରେ ଯୌତୁକ, ପାରିବାରିକ କଳହ, ଆର୍ଥିକ ସମସ୍ୟାକୁ ନେଇ ଅଭିଯୋଗ ହେଉଥିବା ବେଳେ ଏପରି ଅଭିଯୋଗ ବିରଳ ବୋଲି ଦିଲ୍ଲୀର ଜଣେ ଓକିଲ କହିଛନ୍ତି।

ସେ କହିଛନ୍ତି, ଯେତେବେଳେ କୌଣସି ଦମ୍ପତ୍ତି ସୋସିଆଲ୍‌ ମିଡିଆରେ ଅଧିକ ସମୟ ଦିଅନ୍ତି ସେତବେଳେ ସେମାନଙ୍କ ମଧ୍ୟରେ ଦୂରତା ଆରମ୍ଭ ହୁଏ।

ଜୁଲାଇ ମାସରେ ନରେନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ନେଇ କାଉନସେଲିଂ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story