ପରକୀୟା ପ୍ରୀତିକୁ ନେଇ ସନ୍ଦେହ: ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ମଦୁଆ ସ୍ୱାମୀ

ହାଇଦ୍ରାବାଦ: ମଦ୍ୟପ ସ୍ୱାମୀର ଅମାନବୀୟ କାଣ୍ଡ। ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନାରକୀୟ କାଣ୍ଡ ଘଟାଇଲା ସ୍ୱାମୀ। ପରକୀୟା ପ୍ରୀତିକୁ କେନ୍ଦ୍ର କରି ସ୍ତ୍ରୀକୁ ନିଆଁରେ ଜାଳି ହତ୍ୟା କଲା ସ୍ୱାମୀ। ଏମିତି ଏକ ବୀଭତ୍ସକାଣ୍ଢ ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରେ ଘଟିଛି। ପରକୀୟା ପ୍ରୀତିକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଘଟିଥିବା କଳହର କରୁଣ ପରିଣତି ସୂରୂପ ସ୍ତ୍ରୀର ଜୀବନ ଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଝିଅ ଘର ପରିବାର […]

j-111

j-111

Ordigital Desk
  • Published: Sunday, 05 August 2018
  • Updated: 05 August 2018, 11:02 PM IST

Sports

Latest News

ହାଇଦ୍ରାବାଦ: ମଦ୍ୟପ ସ୍ୱାମୀର ଅମାନବୀୟ କାଣ୍ଡ। ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନାରକୀୟ କାଣ୍ଡ ଘଟାଇଲା ସ୍ୱାମୀ। ପରକୀୟା ପ୍ରୀତିକୁ କେନ୍ଦ୍ର କରି ସ୍ତ୍ରୀକୁ ନିଆଁରେ ଜାଳି ହତ୍ୟା କଲା ସ୍ୱାମୀ।

ଏମିତି ଏକ ବୀଭତ୍ସକାଣ୍ଢ ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରେ ଘଟିଛି। ପରକୀୟା ପ୍ରୀତିକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଘଟିଥିବା କଳହର କରୁଣ ପରିଣତି ସୂରୂପ ସ୍ତ୍ରୀର ଜୀବନ ଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଏନେଇ ଝିଅ ଘର ପରିବାର ପକ୍ଷରୁ ଥାନାରେ ଏକ ଏତଲା ଦିଆଯାଇଛି। ଅଭିଯୁକ୍ତ ଜଣକ ହେଲେ ବାଲୁ।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବାଲୁ ଦୀର୍ଘଦିନ ଧରି ନିଜ ସ୍ତ୍ରୀକୁ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଅନେକ ସମୟରେ ସ୍ତ୍ରୀକୁ ଅତି ନିଷ୍ଠୁର ଭାବେ ମାଡ଼ ମାରୁଥିଲେ। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ ସ୍ୱାମୀ।

ତେବେ ଗତକାଲି ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଘଟିଥିବା କଳହ ବିସ୍ଫୋରକ ରୂପ ନେଇଥିଲା। ସ୍ତ୍ରୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିବା ଅଭିଯୋଗ ଆଣି ସ୍ୱାମୀ ବାଲୁ ତାଙ୍କୁ ଗାଳିଗୁଲଜ କରିଥିଲେ। ସ୍ତ୍ରୀ ଜବାବ ଦେବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ସ୍ୱାମୀ ତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ।

ଅର୍ଦ୍ଦଦଗ୍ଧ ଅବସ୍ଥାରେ ସ୍ତ୍ରୀକୁ ସ୍ଥାନୀୟ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ମହିଳାଙ୍କ ଶରୀରରେ ୯୫ ପ୍ରତିଶତ ପୋଡ଼ି ଯାଇଥିଲା।

ସେହିପରି ସ୍ୱାମୀଙ୍କ ଶରୀର ମଧ୍ୟ ୩୦ ପ୍ରତିଶତ ପୋଡ଼ି ଯାଇଥିବାରୁ ସେ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ମଦ୍ୟପାନ କରି ସ୍ୱାମୀ ଏଭଳି ନୃଶଂସକାଣ୍ଡ ଘଟାଇଥିବା ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଯୁବତୀଙ୍କ ମା’ଙ୍କ କହିବା ଅନୁଯାୟୀ, ନିଜ ଝିଅ ନୁହଁ ତାଙ୍କ ଜ୍ୱାଇଁଙ୍କର ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ଥିଲା। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story