କେତେ ଭୟଙ୍କର ହୋଇପାରେ ପୁରୁଣା ପ୍ରେମିକ: ପ୍ରେମିକାଙ୍କ ସ୍ୱାମୀଙ୍କୁ ୨୦ ଥର ହାଣିଲେ

ମୁମ୍ବାଇ: କୁହାଯାଏ ପ୍ରେମ ସତ୍ୟ ଶିବ ସୁନ୍ଦର। କିନ୍ତୁ ଏହା ଯେ, ଏତେ ଭୟଙ୍କର ହୋଇପାରେ ତାହା ମୁମ୍ବାଇର ଏହି ଘଟଣାକୁ ଦେଖିଲେ ଜାଣିହେବ। ପରକୀୟା ପ୍ରୀତି ନେଲା ଭୟଙ୍କର ରୂପ। ପ୍ରେମିକାର ସ୍ୱାମୀକୁ ୨୦ ଥର ହାଣିଲା ପୁରୁଣା ପ୍ରମିକ। ଏମିତି ଏକ ଲୋମହର୍ଷଣ ଘଟଣା ଘଟିଛି ମୁମ୍ବାଇର ଭିରାର ଅଞ୍ଚଳରେ। ବୁଧବାର ଏହି ଅଭିଯୋଗରେ ଅର୍ନାଲ୍‌ ପୋଲିସ୍ ସମୀର ଅଲ୍‌ତାଫ୍‌ ବାଇଗ୍‌ ମିର୍ଜା(୨୪) ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ପୋଲିସ୍‌ର କହିବାନୁସାରେ ଭୁସୱଲ୍‌ରେ […]

thumb

thumb

Ordigital Desk
  • Published: Saturday, 19 May 2018
  • Updated: 19 May 2018, 05:59 PM IST

Sports

Latest News

ମୁମ୍ବାଇ: କୁହାଯାଏ ପ୍ରେମ ସତ୍ୟ ଶିବ ସୁନ୍ଦର। କିନ୍ତୁ ଏହା ଯେ, ଏତେ ଭୟଙ୍କର ହୋଇପାରେ ତାହା ମୁମ୍ବାଇର ଏହି ଘଟଣାକୁ ଦେଖିଲେ ଜାଣିହେବ। ପରକୀୟା ପ୍ରୀତି ନେଲା ଭୟଙ୍କର ରୂପ। ପ୍ରେମିକାର ସ୍ୱାମୀକୁ ୨୦ ଥର ହାଣିଲା ପୁରୁଣା ପ୍ରମିକ। ଏମିତି ଏକ ଲୋମହର୍ଷଣ ଘଟଣା ଘଟିଛି ମୁମ୍ବାଇର ଭିରାର ଅଞ୍ଚଳରେ। ବୁଧବାର ଏହି ଅଭିଯୋଗରେ ଅର୍ନାଲ୍‌ ପୋଲିସ୍ ସମୀର ଅଲ୍‌ତାଫ୍‌ ବାଇଗ୍‌ ମିର୍ଜା(୨୪) ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ପୋଲିସ୍‌ର କହିବାନୁସାରେ ଭୁସୱଲ୍‌ରେ ରହୁଥିବା ଅଲ୍‌ତାଫ୍‌ ମିର୍ଜା ଫିରୋଜ୍‌ ସେହମଦ ଶେଖ୍‌ଙ୍କ(୨୯) ପତ୍ନୀଙ୍କୁ ଭଲ ପାଉଥିଲେ। ଦୁହେଁ ମିଶି ପୁଣେର ଏକ କ୍ୟାଟେରିଂ ଫାର୍ମରେ କାମ କରୁଥିଲେ। ଦୁହିଁଙ୍କର ସମ୍ପର୍କ ୯ ବର୍ଷ ଧରି ରହିଥିଲା। ଦୁହେଁ ବିବାହ କରିବାକୁ ମଧ୍ୟ ଚାହିଁଥିଲେ। କିନ୍ତୁ ପ୍ରେମିକା ଜଣକ ଶେଖ୍‌ଙ୍କୁ ବିବାହ କରି ଭିରାର୍‌ ଚାଲିଆସିଥିଲେ। ବିବାହ ପରେ ମଧ୍ୟ ପ୍ରେମିକା ସହିତ ସମ୍ପର୍କ ସ୍ଥାପନ କରୁଥିଲା ମିର୍ଜା। କିନ୍ତୁ ଲୁଚି ଲୁଚି ଏମିତି କେତେ ଦିନ ବା ଚାଲିଥାନ୍ତା। ଶେଷରେ ଶେଖ୍‌କୁ ମାରି ସବୁଦିନ ପାଇଁ ବାଟରୁ କଣ୍ଟା ସଫା କରିଦେବାକୁ ମଉକା ଖୋଜୁଥିଲା ମିର୍ଜା।

ବୁଧବାର ରାତିରେ ଶେଖ୍‌ଙ୍କୁ ଏକୁଟିଆ ପାଇ ମିର୍ଜା ଛୁରୀରେ ମରଣାନ୍ତକ ଆକ୍ରମ କରିଥିଲା। ଏଥିରେ ସେଖ୍‌ର ମୁଣ୍ଡରେ, ପିଠିରେ ଓ ପାକସ୍ଥଳୀରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ  ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ପରିସ୍ଥିତି ଗୁରତର ହେବାରୁ ତାଙ୍କୁ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଏହି ଘଟଣାରେ ଶେଖ୍‌ ପତ୍ନୀଙ୍କର କୌଣସି ହାତ ଅଛି କି ନାହଁ ସେ ନେଇ ପୋଲିସ୍‌ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story