ପୁରୁଷ ଓ ମହିଳା ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର୍‌ରେ ଶୁଆଇଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଭୋପାଲ: ସରକାରୀ ହସ୍ପିଟାଲ୍‌ରେ ରୋଗୀ ସେବାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ମହାରାଜା ଯଶବନ୍ତରାଓ ହସ୍ପିଟାଲ୍‌ରେ ଜଣେ ପୁରୁଷ ଓ ମହିଳା ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର୍‌ରେ ଶୁଆଇ ଏକ୍ସରେ କରିବାକୁ ନିଆଯାଇଥିବା ସାମ୍ନାକୁ ଆସିଛି। ଏହି ସରକାରୀ ହସ୍ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଦୁଇ ରୋଗୀଙ୍କ ମଧ୍ୟରୁ ଜଣଙ୍କ ନାଁ ସଂଗୀତା। ସଂଗୀତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ୧୨ ଦିନ ତଳେ ତାଙ୍କୁ ହସ୍ପିଟାଲ୍‌ରେ […]

sa

sa

Hemant Lenka
  • Published: Thursday, 04 July 2019
  • Updated: 04 July 2019, 01:20 PM IST

Sports

Latest News

ଭୋପାଲ: ସରକାରୀ ହସ୍ପିଟାଲ୍‌ରେ ରୋଗୀ ସେବାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ମହାରାଜା ଯଶବନ୍ତରାଓ ହସ୍ପିଟାଲ୍‌ରେ ଜଣେ ପୁରୁଷ ଓ ମହିଳା ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର୍‌ରେ ଶୁଆଇ ଏକ୍ସରେ କରିବାକୁ ନିଆଯାଇଥିବା ସାମ୍ନାକୁ ଆସିଛି।

ଏହି ସରକାରୀ ହସ୍ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଦୁଇ ରୋଗୀଙ୍କ ମଧ୍ୟରୁ ଜଣଙ୍କ ନାଁ ସଂଗୀତା। ସଂଗୀତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ୧୨ ଦିନ ତଳେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ଜଣେ ପୁରୁଷ ରୋଗୀଙ୍କ ସହ ଗୋଟିଏ ଷ୍ଟ୍ରେଚର୍‌ରେ ବିଭିନ୍ନ ଏକ୍ସରେ କରିବାକୁ ନିଆଯାଇଥିଲା।

ଏହାକୁ ପ୍ରଥମେ ସଂଗୀତାଙ୍କ ସ୍ୱାମୀ ବିରୋଧ କରିଥିଲେ। ହେଲେ ଡାକ୍ତରଙ୍କ ନିର୍ଦ୍ଦେଶ ପରେ ସେ ନିଜ ଜିଦ୍‌କୁ ବଦଳାଇଥିଲେ। ଏଥିସହ କିଛି ଉପାୟ ନଥିବାରୁ ସଂଗୀତାଙ୍କ ପରିବାର ଲୋକ ମଧ୍ୟ କର୍ତ୍ତୃପକ୍ଷଙ୍କ ଏହି ଜିଦ୍‌ ଆଗରେ ହାରି ମାନି ତାଙ୍କୁ ପୁରୁଷ ରୋଗୀଙ୍କ ସହ ଗୋଟିଏ ଷ୍ଟ୍ରେଚର୍‌ରେ ପରୀକ୍ଷା କେନ୍ଦ୍ରକୁ ନେବାକୁ ବାଧ୍ୟ ହୋଇଥିଲେ।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ହସ୍ପିଟାଲ୍‌ର ସୁପରନିନଟେଣ୍ଡଣ୍ଟ ଡା.ପିଏସ୍‌ ଠାକୁର ଘଟଣା ଦିନ ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଓ ୱାର୍ଡ ବୟମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ଏଥିସହ କାର୍ଯ୍ୟରେ ଅବହେଳା କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story