ମଙ୍ଗଳ କକ୍ଷରେ ‘ମମ୍’କୁ ପୂରିଲା ବର୍ଷେ

ବାଙ୍ଗାଲୁରୁ: ସେପ୍ଟମ୍ୱର ୨୪, ୨୦୧୪। ଗତବର୍ଷ ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଐତିହାସିକ ସଫଳତା ହାସଲ କରିଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଇସ୍ରୋ ଦ୍ୱାରା ପ୍ରେରଣ କରାଯାଇଥିବା ମହାକାଶଯାନ ମାର୍ସ ଅର୍ବିଟର ମିଶନ ବା ମମ୍ ସଫଳତାର ସହ ମଙ୍ଗଳ ଗ୍ରହର କକ୍ଷରେ ଅବସ୍ଥାପିତ ହୋଇଥିଲା। ଆଜି ଏହି ମିଶନ୍ ଏକ ବର୍ଷ ପୂରଣ କରିଛି। ମମ୍ ମିଶନ ଇସ୍ରୋ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ବର୍ଷେ ସମୟ ମଧ୍ୟରେ ମମରେ […]

mangalayaan-mars-mission-orbiter-india

mangalayaan-mars-mission-orbiter-india

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 02:09 PM IST

Sports

Latest News

mangalayaan-mars-mission-orbiter-indiaବାଙ୍ଗାଲୁରୁ: ସେପ୍ଟମ୍ୱର ୨୪, ୨୦୧୪। ଗତବର୍ଷ ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଐତିହାସିକ ସଫଳତା ହାସଲ କରିଥିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଇସ୍ରୋ ଦ୍ୱାରା ପ୍ରେରଣ କରାଯାଇଥିବା ମହାକାଶଯାନ ମାର୍ସ ଅର୍ବିଟର ମିଶନ ବା ମମ୍ ସଫଳତାର ସହ ମଙ୍ଗଳ ଗ୍ରହର କକ୍ଷରେ ଅବସ୍ଥାପିତ ହୋଇଥିଲା। ଆଜି ଏହି ମିଶନ୍ ଏକ ବର୍ଷ ପୂରଣ କରିଛି। ମମ୍ ମିଶନ ଇସ୍ରୋ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ବର୍ଷେ ସମୟ ମଧ୍ୟରେ ମମରେ ଲଗାଯାଇଥିବା କଲର କ୍ୟାମେରା ବା ଏମସିସି ଅନେକ ଫଟୋ ପଠାଇଛି। ଏଥିରୁ ମଙ୍ଗଳର ପୃଷ୍ଠଦେଶ, ବାୟୁମଣ୍ଡଳ ଆଦି ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବର୍ଷ ପୂର୍ତ୍ତି ଅବସରରେ ଇସ୍ରୋ ଏହି ଫଟୋଗୁଡିକୁ ନେଇ ଏକ ଆଟଲାସ୍ ପ୍ରକାଶ କରିଛି।୨ ବର୍ଷରୁ କମ୍ ସମୟରେ ଇସ୍ରୋ, ମାର୍ସ ଅର୍ବିଟର ମିଶନରେ ପ୍ରସ୍ତୁତି ଶେଷ କରିଥିଲା। ୨୦୧୩ ନଭେମ୍ୱର ୫ରେ ପିଏସ୍ଏଲଭି ରକେଟ୍ ସାହାଯ୍ୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ୍ଟାରୁ ମମକୁ ମହାକାଶ ପ୍ରେରଣ କରାଯାଇଥିଲା। ପୃଥିବୀର କକ୍ଷପଥରେ ୨୫ ଦିନ ଘୁରି ବୁଲିବା ପରେ ଏହା ମଙ୍ଗଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ୩୦୦ ଦିନର ଯାତ୍ରା ପରେ ଗତବର୍ଷ ସେପଟେମ୍ୱର ୨୪ରେ ଏହା ମଙ୍ଗଳର କକ୍ଷରେ ପ୍ରବେଶ କରିଥିଲା। ଏହି ସଫଳତା ସହିତ ଏସିଆର ପ୍ରଥମ ଦେଶ ଓ ପ୍ରଥମ ଉଦ୍ୟମରେ ମଙ୍ଗଳ ଅଭିଯାନରେ ସଫଳତା ପାଇବାରେ ଭାରତ, ବିଶ୍ୱର ପ୍ରଥମ ଦେଶ ହେବାର ଗୌରବ ହାସଲ କରିଥିଲା। ମାତ୍ର ୪୫୦ କୋଟି ଟଙ୍କା ଖର୍ଚ୍ଚରେ ଇସ୍ରୋ ଏହି ମିଶନ ପୁରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story