ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା: ଗୁଜରାଟରେ କଂଗ୍ରେସ୍‌ ଗାଡ଼ିରେ ଲାଗିପାରେ ବ୍ରେକ୍‌

ଦୀର୍ଘ ୨୨ ବର୍ଷ ପରେ ଗୁଜରାଟ ହାତେଇବାକୁ ‘ହାତ’ର ସବୁ ଉଦ୍ୟମ ସଫଳ ହେବାକୁ ଯାଉଥିଲା। କଂଗ୍ରେସର ନିର୍ବାଚନୀ ଆକ୍ରମଣକୁ କାଟିବାକୁ ବାଟ ପାଉ ନଥିଲା ବିଜେପି। ମାତ୍ର ଗୋଟିଏ ବୟାନ ‘ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା’ ସ୍ଥିତିକୁ ନେଇ ଆସିଛି। ବିନା ମେନିଫେଷ୍ଟୋରେ ନିର୍ବାଚନକୁ ଓହ୍ଲାଇଥିବା ବିଜେପିକୁ ସଞ୍ଜିବନୀ ମିଳିଯାଇଛି। ଆଉ ଶହେ ଶହେରେ ଦୌଡୁଥିବା ‘ହାତ’ର ଗାଡ଼ରେ ସତେ ଯେମିତି ବ୍ରାକ୍‌ ଲାଗିଯାଇଛି। ମାତ୍ର କେଉ ଘଣ୍ଟାରେ ସବୁକିଛି ଓଲଟ ପାଲଟ […]

rahul_gandhi

rahul_gandhi

Rakesh Mallick
  • Published: Friday, 08 December 2017
  • Updated: 08 December 2017, 10:32 AM IST

Sports

Latest News

ଦୀର୍ଘ ୨୨ ବର୍ଷ ପରେ ଗୁଜରାଟ ହାତେଇବାକୁ ‘ହାତ’ର ସବୁ ଉଦ୍ୟମ ସଫଳ ହେବାକୁ ଯାଉଥିଲା। କଂଗ୍ରେସର ନିର୍ବାଚନୀ ଆକ୍ରମଣକୁ କାଟିବାକୁ ବାଟ ପାଉ ନଥିଲା ବିଜେପି। ମାତ୍ର ଗୋଟିଏ ବୟାନ ‘ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା’ ସ୍ଥିତିକୁ ନେଇ ଆସିଛି। ବିନା ମେନିଫେଷ୍ଟୋରେ ନିର୍ବାଚନକୁ ଓହ୍ଲାଇଥିବା ବିଜେପିକୁ ସଞ୍ଜିବନୀ ମିଳିଯାଇଛି। ଆଉ ଶହେ ଶହେରେ ଦୌଡୁଥିବା ‘ହାତ’ର ଗାଡ଼ରେ ସତେ ଯେମିତି ବ୍ରାକ୍‌ ଲାଗିଯାଇଛି। ମାତ୍ର କେଉ ଘଣ୍ଟାରେ ସବୁକିଛି ଓଲଟ ପାଲଟ ହୋଇଯିବା ପରି ଲାଗୁଛି।

ଏବେ ଘଟଣାକୁ ଯିବା। ଗତକାଲି କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ‘ନିଚ’ ଶବ୍ଦ ବ୍ୟବହାର କରିଥିଲେ। ଏହାପରେ ବିଜେପି ଏପରି ବୟାନକୁ ନେଇ କଂଗ୍ରେସ୍‌କୁ କାଠଗଡ଼ାରେ ଛିଡା କରାଇଦେଇଛି। ଏପରି ବିବାଦୀୟ ବୟାନ ଆସିବା ପରେ କଂଗ୍ରେସ୍‌ ଆୟରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଦେବା ସହ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ରାହୁଲ ଗାନ୍ଧି ମଧ୍ୟ ଟ୍ୱିଟ୍‌ କରି ବୟାନକୁ ନିନ୍ଦା କରିବା ସହ କ୍ଷମା ମାଗିବାକୁ କହିଛନ୍ତି। ହେଲେ ଗୁଜରାଟରେ ବୁଡି ଯାଉଥିବା ପଦ୍ମ ଡଙ୍ଗାକୁ ସମ୍ଭାଳି ନିର୍ବାଚନୀ ଦରିଆ ପାରି ହେବାକୁ ଆୟରଙ୍କ ବୟାନରେ ଗଣ୍ଠି ପକାଇ ଲାଗି ପଡ଼ିଛି ବିଜେପି।

ନିଜେ ମୋଦି ଏହି ବୟାନକୁ ନେଇ ଆଗକୁ ଆସିଛନ୍ତି। ଆଉ ସେ ଯାହା କହିଛନ୍ତି, ନିମିଷକରେ ଗୁଜରାଟବାସୀଙ୍କ ହୃଦୟ ବଦଳାଇ ଦେବାକୁ ସକ୍ଷମ। ସୁରଟରେ ଏକ ନିର୍ବାଚନୀ ରାଲିରେ ମୋଦି ଏପରି ବୟାନକୁ ନେଇ କଂଗ୍ରେସ୍‌କୁ ଖ୍ଡଗ ହସ୍ତରେ ନେଇଛନ୍ତି। ରାଲିରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି- “ଆୟର କହୁଛନ୍ତି ମୋଦି ନିଚ ଜାତିର। ଏହା ଗୁଜରାଟର ଅପମାନ। ମୋଗଲ ସଂସ୍କାର ବାଲାଙ୍କୁ, ମୋ ପରି ଲୋକେ ଭଲ କପଡ଼ା ପିନ୍ଧିବା ସହ୍ୟ ହେଉନି। ଆପଣ ମୋତେ ‘ଗଧ’ ଓ ‘ଗନ୍ଧି ନାଲୀ କେ କିଡା’ କହିଲ। ୧୮ ତାରିଖରେ ଭୋଟ୍‌ବାକ୍ସ କହିବ ଗୁଜରାଟର ପୁଅକୁ ଅପମାନ କରିବା ପ୍ରତିଶୋଧ କିପରି ନିଆଯାଏ।”

ସୂଚନାଯୋଗ୍ୟ, ଗୁଜରାଟରେ ହାର୍ଦ୍ଦିକଙ୍କ ସମେତ ୩ ଯୁବନେତା ଦିନକୁ ଦିନ ଲୋକପ୍ରିୟ ହେଇଥିବାବେଳେ ଏମାନଙ୍କ କାନ୍ଧରେ ବନ୍ଧୁକ ରଖି ରାହୁଲ ଜାତିବାଦର ଗୁଳି ମାରିଥିଲେ। ସବୁ ଜାଣୁଥିଲେ ମଧ୍ୟ ମୋଦି ଓ ବିଜେପି ନିରୂପାୟ ହୋଇ କେବଳ ଦେଖଣାହାରୀ ସାଜିଥିଲେ। ଏଥିପାଇଁ ମୋଦିଙ୍କ ସମେତ ୫୦ ମନ୍ତ୍ରୀ ଗୁଜରାଟରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଦିନରାତି ଏକ କରିଦେଇଛନ୍ତି। ଏହାସତ୍ତ୍ୱେ ଲାଗୁଥିଲା କଂଗ୍ରେସର ୨୨ ବର୍ଷର ବନବାସ, ୧୮ ତାରିଖରେ ଶେଷ ହେବାକୁ ଯାଉଛି। ଏତିକି ବେଳେ ମଣିଶଙ୍କରଙ୍କ ପାଟି ତାଙ୍କ ବୋଲ ମାନିଲା ନାହିଁ ଓ କୌଣସି ନେତା ଯେଉଁ କଥା କହିବାକୁ ପସନ୍ଦ କରିବେ ନାହିଁ ସେ କହିଦେଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story