ମହଙ୍ଗା ପଡିଲା ମୋଦିଙ୍କୁ ଆକ୍ଷେପ, କଂଗ୍ରେସରୁ ନିଲମ୍ବିତ ହେଲେ ମଣିଶଙ୍କର

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟର କଂଗ୍ରସରୁ ନିଲମ୍ବିତ ହୋଇଛନ୍ତି। ପ୍ରାଥମିକ ସଦସ୍ୟ ପଦରୁ ତାଙ୍କେ ବହିଷ୍କାର କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅତି ଅସାମ୍ୱିଧାନିକ ଭାଷାରେ ଟିପ୍ପଣି କରିବା ନେଇ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ଗଣମାଧ୍ୟମକୁ ବିବୃତି ଦେଇ ପ୍ରଧାନମନ୍ତ୍ରୀଙ୍କୁ ‘ନିଚା ଆଦମି’ ବୋଲି କହି ସମ୍ୱୋଧନ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନ ବେଳେ ମୋଦି ଚାହା ବିକ୍ରି କରୁଥିବା କଥା କହି କଂଗ୍ରେସ ପକ୍ଷରୁ ତାଙ୍କୁ କଟାକ୍ଷ କରାଯାଇଥିବା […]

Mani-Shankar-Aiyar

Mani-Shankar-Aiyar

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 10:25 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟର କଂଗ୍ରସରୁ ନିଲମ୍ବିତ ହୋଇଛନ୍ତି। ପ୍ରାଥମିକ ସଦସ୍ୟ ପଦରୁ ତାଙ୍କେ ବହିଷ୍କାର କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅତି ଅସାମ୍ୱିଧାନିକ ଭାଷାରେ ଟିପ୍ପଣି କରିବା ନେଇ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ଗଣମାଧ୍ୟମକୁ ବିବୃତି ଦେଇ ପ୍ରଧାନମନ୍ତ୍ରୀଙ୍କୁ ‘ନିଚା ଆଦମି’ ବୋଲି କହି ସମ୍ୱୋଧନ କରିଥିଲେ।

୨୦୧୪ ସାଧାରଣ ନିର୍ବାଚନ ବେଳେ ମୋଦି ଚାହା ବିକ୍ରି କରୁଥିବା କଥା କହି କଂଗ୍ରେସ ପକ୍ଷରୁ ତାଙ୍କୁ କଟାକ୍ଷ କରାଯାଇଥିବା ବେଳେ ଏଥରର ସମ୍ୱୋଧନ ଅତିମାତ୍ରାରେ ନିମ୍ନମାନସିକତାର ପରିଚୟ ବୋଲି କୁହାଯାଉଛି। ନ୍ୟୁଜ୍‌ ଏଜେନ୍ସି ANI ପକ୍ଷରୁ ପ୍ରକାଶିତ ତଥ୍ୟ ମୁତାବକ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଆୟରଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ ମୋଦିଙ୍କୁ କଟାକ୍ଷ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story