ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ମହିଳା କୁଲି: ସୋସିଆଲ୍‌ ମିଡିଆରୁ ସାଉଁଟୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ: ଟ୍ରେନ୍‌ ଲାଗିଲେ ବୋଝ ବୁହାନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ତମାମ୍‌ ଖଟନ୍ତି। ଆଉ ଯାହା ମିଳେ ସେଇଥିରେ ଚଳେ ତାଙ୍କ ପରିବାର। ମହିଳା ବୋଲି କେବି ବି ଏମିତି ହାଡଭଙ୍ଗା ଖଟଣିକୁ ସେ ଅମଙ୍ଗ ହୋଇ ନାହାନ୍ତି ବରଂ ଭାଗ୍ୟରେ ଅଛି ବୋଲି ନିଜ କର୍ମକୁ ଭଗବାନ ଭାବି ଆଜିଯାଏଁ ଖଟୁଛନ୍ତି। ଆମେ କହୁଛୁ ଦେଶର ଜଣେ ପୁରସ୍କୃତ ମହିଳା କୁଲି(ବ୍ୟାଚ୍‌ ନଂ-୧୫)ଙ୍କ ସମ୍ପର୍କରେ। ଯାହାଙ୍କ କର୍ମ ତତ୍ପରତା ଦେଖି ଖୋଦ୍‌ ରାଷ୍ଟ୍ରପତି […]

Coolie

Coolie

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 06:04 PM IST

Sports

Latest News

ନୂଆଦିଲ୍ଲୀ: ଟ୍ରେନ୍‌ ଲାଗିଲେ ବୋଝ ବୁହାନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ତମାମ୍‌ ଖଟନ୍ତି। ଆଉ ଯାହା ମିଳେ ସେଇଥିରେ ଚଳେ ତାଙ୍କ ପରିବାର। ମହିଳା ବୋଲି କେବି ବି ଏମିତି ହାଡଭଙ୍ଗା ଖଟଣିକୁ ସେ ଅମଙ୍ଗ ହୋଇ ନାହାନ୍ତି ବରଂ ଭାଗ୍ୟରେ ଅଛି ବୋଲି ନିଜ କର୍ମକୁ ଭଗବାନ ଭାବି ଆଜିଯାଏଁ ଖଟୁଛନ୍ତି।

ଆମେ କହୁଛୁ ଦେଶର ଜଣେ ପୁରସ୍କୃତ ମହିଳା କୁଲି(ବ୍ୟାଚ୍‌ ନଂ-୧୫)ଙ୍କ ସମ୍ପର୍କରେ। ଯାହାଙ୍କ କର୍ମ ତତ୍ପରତା ଦେଖି ଖୋଦ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦେଇଛନ୍ତି ପୁରସ୍କାର। ଆଉ ଏହି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ମହିଳା କୁଲି ଜଣଙ୍କ ଏବେ ନିଜ ପରିଶ୍ରମ ଓ କର୍ମ ନିଷ୍ଠତା ଲାଗି ସାଉଁଟୁଛନ୍ତି ପ୍ରଶଂସା। ଫେସ୍‌ବୁକ୍‌, ଟୁଇଟରରେ ଏବେ ତାଙ୍କରି ଚର୍ଚ୍ଚା।

ଅଧିକାଂଶ ଷ୍ଟେସନ୍‌ରେ ଆମେ ପୁରୁଷ କୁଲିଙ୍କୁ ଦେଖିଥାଉ। ଯେଉଁମାନେ ମୁଣ୍ଡରେ ଓଜନିଆ ଜିନିଷକୁ ଅତି ସହଜରେ ବୋହି ନିଅନ୍ତି। ତାଙ୍କ ଶକ୍ତି ସାମର୍ଥକୁ ଦେଖି କେବେ କେବେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ସେ ମହିଳା ହୋଇ ବି ଏମିତି କାମ କରନ୍ତି। ନାଁ ତାଙ୍କର ମଞ୍ଜି ଦେବୀ। ଜୟପୁରର ଷ୍ଟେସନର ଏହି ମହିଳା କୁଲି ଜଣକ ଆଜି ଚର୍ଚ୍ଚାରେ। ଅତି ସଂଘର୍ଷପୂର୍ଣ୍ଣ ତାଙ୍କ ଜୀବନ। ଯଦି ଜୟପୁରର ଷ୍ଟେସନକୁ ଆପଣ କେବେ ଯାଆନ୍ତି ତା ହେଲେ ତାଙ୍କୁ ପୁରୁଷ କୁଲିଙ୍କ ସହ ମିଶି କାମ କରୁଥିବା ଦେଖିବାକୁ ପାଇବେ।

କେମିତି ପାଲଟିଲେ କୁଲି ?

ମଞ୍ଜୁଙ୍କ ସ୍ୱାମୀ ଜଣେ କୁଲି ଥିଲେ। ତାଙ୍କ କହିବା ଅନୁଯାୟୀ ଯେତେବେଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଗଲା ସେତେବେଳେ ସେମାନଙ୍କର ପରିବାର ବେସାହାରା ହୋଇଗଲା। କାରଣ ତାଙ୍କ ସ୍ୱାମୀ ହିଁ ଏକମାତ୍ର ଲୋକ ଥିଲେ ଯେ ରୋଜଗାର କରୁଥିଲେ ଏବଂ ସେହି ପଇସାରେ ଘର ଚଳୁଥିଲା। ପିଲାମାନେ ଛୋଟ ଥିଲେ। ଏଣୁ ପିଲାମାନଙ୍କ ଲାଳନପାଳନ ପାଇଁ ଅର୍ଥ ରୋଜଗାର କରିବାକୁ ଯାଇ ସେ ଶେଷରେ ସ୍ୱାମୀଙ୍କ ବୃତ୍ତିକୁ ହିଁ ଆପଣାଇ ନେଲେ।

କୁଲି ହୋଇ ମଞ୍ଜୁ ଏବେ ପରିବାର ଚଳାଉଛନ୍ତି। ପିଲାଛୁଆଙ୍କର ଲାଳନ ପାଳନ କରୁଛନ୍ତି। କୁଲି ପରିଚୟକୁ ନେଇ ବଞ୍ଚିବାରେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ କୁହନ୍ତି ।

ସେ ଚଳିତ ବର୍ଷ ଜାନୁୟାରୀ ୨୬ରେ ରାଷ୍ଟ୍ରପତି ପୁରସ୍କାର ପାଇବା ପରେ ସୋସିଆଲ୍‌ ମିଡିଆରେ ତାଙ୍କର ଏହି କାମକୁ ନେଇ ଲୋକେ ଶୁଭେଚ୍ଛା ଜଣାଉଛନ୍ତି। ଟ୍ୱିଟରରେ ଜଣେ ଯୁବତୀ ମଞ୍ଜୁଙ୍କ ଫଟୋ ପୋଷ୍ଟ କରି ଟ୍ୱିଟ୍‌ କରି କହିଛନ୍ତି “ମଞ୍ଜୁ ଦେବୀ ପ୍ରମାଣ କରିଦେଇଛନ୍ତି ଯେ ଯେଉଁ କାମ ପୁରୁଷ କରିପାରିବେ ସେ କାମ ମହିଳାମାନେ ମଧ୍ୟ କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story