୧୭ ବର୍ଷ ପରେ ଭାରତକୁ ମିସ୍‌ ୱାର୍ଲ୍ଡ ମୁକୁଟ: କୀର୍ତ୍ତିମାନ ରଚିଲେ ମାନୁଷୀ

ନୂଆଦିଲ୍ଲୀ: ୧୭ ବର୍ଷ ପରେ ଭାରତକୁ ମିଳିଲା ମିସ୍‌ ୱାର୍ଲ୍ଡ ମୁକୁଟ। ଚୀନ୍‌ର ସାନ୍ୟା ସହରର ଏରିନାରେ ଆୟୋଜିତ ପ୍ରତିଯୋଗିତାରେ ୧୦୮ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ହରିୟାଣାର ଡାକ୍ତରୀ ଛାତ୍ରୀ ମାନୁଷୀ ଛିଲର ଏହି କୀର୍ତ୍ତିମାନ ରଚିଛନ୍ତି। ୨୦୧୬ ମସିହାରେ ମିସ୍‌ ୱାର୍ଲ୍ଡ ବିଜେତା ମାନୁଷୀଙ୍କୁ ମୁକୁଟ ପିନ୍ଧାଇବେ। ମାନୁଷୀ ଏବେ ହରିୟାଣାର ଏକ ମେଡ଼ିକାଲର ଛାତ୍ରୀ। ଏହା ପୂର୍ବରୁ ସେ ଫେମିନା ମିସ୍‌ ଇଣ୍ଡିଆ ବିଜୟୀ ହୋଇଥିଲେ। ଶେଷ ଥର ପାଇଁ ୨୦୦୦ ମସିହାରେ […]

mansi

mansi

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 08:53 PM IST

Sports

Latest News

ନୂଆଦିଲ୍ଲୀ: ୧୭ ବର୍ଷ ପରେ ଭାରତକୁ ମିଳିଲା ମିସ୍‌ ୱାର୍ଲ୍ଡ ମୁକୁଟ। ଚୀନ୍‌ର ସାନ୍ୟା ସହରର ଏରିନାରେ ଆୟୋଜିତ ପ୍ରତିଯୋଗିତାରେ ୧୦୮ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ହରିୟାଣାର ଡାକ୍ତରୀ ଛାତ୍ରୀ ମାନୁଷୀ ଛିଲର ଏହି କୀର୍ତ୍ତିମାନ ରଚିଛନ୍ତି। ୨୦୧୬ ମସିହାରେ ମିସ୍‌ ୱାର୍ଲ୍ଡ ବିଜେତା ମାନୁଷୀଙ୍କୁ ମୁକୁଟ ପିନ୍ଧାଇବେ। ମାନୁଷୀ ଏବେ ହରିୟାଣାର ଏକ ମେଡ଼ିକାଲର ଛାତ୍ରୀ। ଏହା ପୂର୍ବରୁ ସେ ଫେମିନା ମିସ୍‌ ଇଣ୍ଡିଆ ବିଜୟୀ ହୋଇଥିଲେ।

ଶେଷ ଥର ପାଇଁ ୨୦୦୦ ମସିହାରେ ପ୍ରିୟଙ୍କା ଚୋପ୍ରା ମିସ୍‌ ୱାର୍ଲ୍ଡ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story