ମାଓବାଦୀଙ୍କ ଗୁଳିରେ ହାବିଲଦାର ରାଜେଶ କୋମାତ ଗୁରୁତର

ରାୟପୁର: ଛତିଶଗଡ଼ରେ ଆଜି ସିଆରପିଏଫ୍‌ କୋବ୍ରାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ହାବିଲଦାର ରାଜେଶ କୋମାତ ଗୁରୁତର ହୋଇଛନ୍ତି। ହେଲିକପ୍ଟର ଯୋଗେ ତାଙ୍କୁ ଜଗଦଲପୁର ସ୍ଥାନାନ୍ତର କରାଯାଇଛି। ସୁକମା ସୁରୁପାନଗୁଡ଼ା ନିକଟ ଜଙ୍ଗଲରେ ଗୁଳିବିନିମୟ ହୋଇଥିବା ସୁକମା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

maoi

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 02:42 PM IST

ରାୟପୁର: ଛତିଶଗଡ଼ରେ ଆଜି ସିଆରପିଏଫ୍‌ କୋବ୍ରାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ହାବିଲଦାର ରାଜେଶ କୋମାତ ଗୁରୁତର ହୋଇଛନ୍ତି। ହେଲିକପ୍ଟର ଯୋଗେ ତାଙ୍କୁ ଜଗଦଲପୁର ସ୍ଥାନାନ୍ତର କରାଯାଇଛି।

ସୁକମା ସୁରୁପାନଗୁଡ଼ା ନିକଟ ଜଙ୍ଗଲରେ ଗୁଳିବିନିମୟ ହୋଇଥିବା ସୁକମା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

Related story