ରାଜୀବ ଗାନ୍ଧୀଙ୍କ ଶୈଳୀରେ ମୋଦିଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି ମାଓବାଦୀ

ପୁନେ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେମିତି ଭାବେ ହତ୍ୟା କରାଯାଇଥିଲା ଠିକ୍ ସେମିତି ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାରିବାକୁ ଯୋଜନା କରୁଛନ୍ତି ମାଓବାଦୀ। ମାଓବାଦୀଙ୍କ ଏକ ଚିଠିକୁ ଜବତ କରିବା ପରେ ପୁନେ ପୋଲିସ୍ ଏହା ଜାଣିବାକୁ ପାଇଛି। ସୂଚନାଯୋଗ୍ୟ, ରାଜୀବ ଗାନ୍ଧିଙ୍କୁ ଜଣେ ମାନବ ବୋମା ଦ୍ୱାରା ହତ୍ୟା କରାଯାଇଥିଲା। ୧୯୯୧ ମସିହାର ମେ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବେଦୁରରେ ତାଙ୍କୁ ଆତ୍ମଘାତୀ ଆକ୍ରମଣ ଦ୍ୱାରା ହତ୍ୟା କରାଯାଇଥିଲା। ସେ ନିର୍ବାଚନ ରାଲିରେ […]

narendra

narendra

Rakesh Mallick
  • Published: Friday, 08 June 2018
  • Updated: 08 June 2018, 02:08 PM IST

Sports

Latest News

ପୁନେ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେମିତି ଭାବେ ହତ୍ୟା କରାଯାଇଥିଲା ଠିକ୍ ସେମିତି ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାରିବାକୁ ଯୋଜନା କରୁଛନ୍ତି ମାଓବାଦୀ। ମାଓବାଦୀଙ୍କ ଏକ ଚିଠିକୁ ଜବତ କରିବା ପରେ ପୁନେ ପୋଲିସ୍ ଏହା ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ, ରାଜୀବ ଗାନ୍ଧିଙ୍କୁ ଜଣେ ମାନବ ବୋମା ଦ୍ୱାରା ହତ୍ୟା କରାଯାଇଥିଲା। ୧୯୯୧ ମସିହାର ମେ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବେଦୁରରେ ତାଙ୍କୁ ଆତ୍ମଘାତୀ ଆକ୍ରମଣ ଦ୍ୱାରା ହତ୍ୟା କରାଯାଇଥିଲା। ସେ ନିର୍ବାଚନ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।

ପୁନେ ପୋଲିସ୍ ଗୁରୁବାର ଦିନ ଏଠାକାର ଏକ କୋର୍ଟକୁ କହିଛି ଯେ ସେମାନେ ଏକ ଚିଠି ଜବତ କରାଯାଇଛି। ଏହି ଚିଠିଟି ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କ ଘରୁ ଜବତ କରାଯାଇଛି ଯେଉଁମାନଙ୍କୁ ଭୀମା-କୋରେଗାଁଓ ହିଂସାକାଣ୍ଡରେ ଗିରଫ କରାଯାଇଥିଲା।

[caption id="attachment_243298" align="aligncenter" width="961"]letter ସେହି ଚିଠିର କିଛି ଅଂଶ[/caption]

ଏହି ଚିଠିରେ ଲେଖାଯାଇଛି, ମୋଦିଙ୍କ ନେତୃତ୍ୱାଧୀନ ହିନ୍ଦୁବାଦୀ ସରକାର ଆଦିବାସୀଙ୍କ ଜୀବନରେ ହସ୍ତକ୍ଷେପ କରୁଛି। ବିହାର ଓ ପଶ୍ଚିମବଙ୍ଗ ବ୍ୟତୀ ମୋଦି ଦେଶର ୧୫ରୁ ଅଧିକ ରାଜ୍ୟରେ ବିଜେପିକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି। ଯଦି ଏହା ଜାରି ରହେ ତା’ହେଲେ ବହୁତ ଅସୁବିଧା ହେବ।”

[caption id="attachment_243302" align="aligncenter" width="759"]pm1 ରୋଡ୍ ଶୋରେ ମାଓବାଦୀ କରିପାରନ୍ତି ଟାର୍ଗେଟ୍[/caption]

ଏଥିରେ ଆହୁରି ଲେଖାଯାଇଛି,“କମ୍ରେଡ କିସାନ ଓ ଅନ୍ୟ କିଛି ବରିଷ୍ଠ କମ୍ରେଡ ମୋଦି ରାଜ୍‌କୁ ଶେଷ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ତାଙ୍କୁ ରାଜୀବ ଗାନ୍ଧିଙ୍କ ଭଳି ମାରିବାକୁ ଆମେ ଚିନ୍ତା କରୁଛୁ। ଏହି ପ୍ରସ୍ତାବ ଶୁଣିବାକୁ ଆତ୍ମହତ୍ୟା କଲା ଭଳି ଲାଗୁଛି। ଆମେ ଏଥିରେ ବିଫଳ ବି ହୋଇପାରନ୍ତି। କିନ୍ତୁ ଆମେ ଭାବୁଛୁ ଏହାକୁ କାର୍ଯ୍ୟକାରୀ କରାଯାଇପାରେ। ରୋଡ୍‌ ଶୋ ବେଳେ ତାଙ୍କୁ ଟାର୍ଗେଟ୍ କଲେ ଆମେ ସଫଳ ହୋଇପାରିବା।”

ହିନ୍ଦୁ ରୁଢ଼ିବାଦୀଙ୍କୁ ଶେଷ କରିବା ମାଓବାଦୀଙ୍କ ଲକ୍ଷ୍ୟ ବୋଲି ଏହି ଚିଠିରେ ଲେଖାଅଛି।

ପୋଲିସ୍  ଭୀମା-କୋରେଗାଁଓ ହିଂସାକାଣ୍ଡରେ ଯେଉଁ ପାଞ୍ଚ ଜଣଙ୍କୁ ଗିରଫ କରିଛି ସେମାନେ ହେଲେ ସୁରେନ୍ଦ୍ର ଗାଡ୍‌ଲିଂ, ସୁଧୀର ଧାୱାଲେ, ରୋନା ୱିଲସନ୍, ଶୋମା ସେନ୍ ଓ ମହେଶ ରାଉତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story