ଜଳିଲା ଯୁଦ୍ଧ ବୀରଙ୍କ ଯୁଇ: ସୁଖୋଇ ୩୦ରେ ଫ୍ଲାଏ ପାଷ୍ଟ, ୧୭ ତୋପ ସଲାମି

ନୂଆଦିଲ୍ଲୀ: ଜଳିଲା ଯୁଦ୍ଧ ବୀରଙ୍କ ଯୁଇ। ପଞ୍ଚତନ୍ତ୍ରରେ ବିଲୀନ ୧୯୬୫ ଭାରତ-ପାକ୍ ଯୁଦ୍ଧର ହିରୋ ତଥା ଭାରତୀୟ ବାୟୁସେନାର ମାର୍ଶଲ୍ ଅର୍ଜନ ସିଂହ। ତାଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି ।  ଫ୍ଲାଏ ପାଷ୍ଟ ଓ ୧୭ ଗନ୍ ସ୍ୟାଲୁଟ ସହ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତ ଶନିବାର ହୃଦ୍‌ଘାତରେ ୯୮ ବର୍ଷୀୟ ଅର୍ଜନ ସିଂହଙ୍କ ଦେହାନ୍ତ ହୋଇଥିଲା। ଅର୍ଜନ ସିଂଙ୍କ ପାର୍ଥୀବ ଶରୀର ଆଜି ନୂଆଦିଲ୍ଲୀର ବ୍ରାର ସ୍କୋୟାରରେ ଅର୍ଜନ ସିଂହଙ୍କ ଶେଷକୃତ୍ୟ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 07:31 PM IST

Sports

Latest News

ନୂଆଦିଲ୍ଲୀ: ଜଳିଲା ଯୁଦ୍ଧ ବୀରଙ୍କ ଯୁଇ। ପଞ୍ଚତନ୍ତ୍ରରେ ବିଲୀନ ୧୯୬୫ ଭାରତ-ପାକ୍ ଯୁଦ୍ଧର ହିରୋ ତଥା ଭାରତୀୟ ବାୟୁସେନାର ମାର୍ଶଲ୍ ଅର୍ଜନ ସିଂହ। ତାଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି ।  ଫ୍ଲାଏ ପାଷ୍ଟ ଓ ୧୭ ଗନ୍ ସ୍ୟାଲୁଟ ସହ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତ ଶନିବାର ହୃଦ୍‌ଘାତରେ ୯୮ ବର୍ଷୀୟ ଅର୍ଜନ ସିଂହଙ୍କ ଦେହାନ୍ତ ହୋଇଥିଲା। ଅର୍ଜନ ସିଂଙ୍କ ପାର୍ଥୀବ ଶରୀର ଆଜି ନୂଆଦିଲ୍ଲୀର ବ୍ରାର ସ୍କୋୟାରରେ ଅର୍ଜନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ରାଷ୍ଟ୍ରୀୟ ସମ୍ମାନର ସହ ମାର୍ଶାଲଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ।  ଅନ୍ତିମ ସଂସ୍କାର ସମୟରେ ତାଙ୍କ ସମ୍ମାନର୍ଥେ ୧୭ ଗନ୍ ସ୍ୟାଲୁଟ ଦିଆଯାଇଥିଲା। ଏଥି ସହିତ ତାଙ୍କ ସମ୍ମାନରେ ଫ୍ଲାଏ ପାଷ୍ଟ ମଧ୍ୟ ହୋଇଥିଲା । ଏଥିରେ ସୁଖୋଇ ୩୦ ଫାଇଟର ପ୍ଲେନ ଭାଗ ନେଇଥିଲେ।   ଏହା ପୂର୍ବରୁ ଆଜି ସକାଳେ ମାର୍ଶଲ ଅର୍ଜନ ସିଂହଙ୍କ ମରଶରୀର ତାଙ୍କ କୌଟିଲ୍ୟ ମାର୍ଗସ୍ଥିତ ବାସଭବନରୁ ଅନ୍ତିମ ଯାତ୍ରାରେ ବାହରିଥିଲା।

ଗେଣ୍ଡୁମାଳରେ ସୁସଜ୍ଜିତ ଏକ ଗନ କ୍ୟାରେଜରେ ବହାରିଥିଲା ମାର୍ଶଲଙ୍କ ମରଶରୀର । ଶୋଭାଯାତ୍ରା ପ୍ରଥମେ ଦିଲ୍ଲୀର କ୍ୟାଣ୍ଟନମେଣ୍ଟକୁ ନିଆଯାଇଥିଲା।   ସାଙ୍ଗରେ ଥିଲା ଏୟାର ଫୋର୍ସର ବ୍ୟାଣ୍ଡ।   ତିନି ସେନାର କଣ୍ଟିନ୍‌ଜେଣ୍ଟ ମଧ୍ୟ ଥିଲେ । କ୍ୟାଣ୍ଟନମେଣ୍ଟରେ ବିଶିଷ୍ଟ ବ୍ୟକ୍ତି  ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ।   ତାଙ୍କ ଅନ୍ତିମ ଯାତ୍ରାରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ତିନି ସେନାର ମୁଖ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନି ମାର୍ଶଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story