Advertisment

ଜାମ୍ମୁ ଓ କାଶ୍ମୀରରେ ସେନାର ବଡ଼ ଧରଣର ସର୍ଚ୍ଚ ଅପରେସନ୍‌

ଶ୍ରୀନଗର: ସୋମବାର ସେନା ପକ୍ଷରୁ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଓ ସୋପିୟାନ୍ ଜିଲ୍ଲାରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ହୋଇଛି। ଜିଲ୍ଲାର ୧୮ଟି ଗାଁକୁ କର୍ଡନ କରି ସେନା, ସିଆର୍‌ଫିଏଫ୍‌ ଓ ପୁଲିସ୍ ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛନ୍ତି। ପୁଲ୍‌ୱାମା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଆଜି ସକାଳୁ ସେନା ପକ୍ଷରୁ ଏହି ଅପରେସନ୍ ଆରମ୍ବ ହୋଇଥିଲା ତେବେ ଏପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ସହ ଗୁଳି […]

ଜାମ୍ମୁ ଓ କାଶ୍ମୀରରେ ସେନାର ବଡ଼ ଧରଣର ସର୍ଚ୍ଚ ଅପରେସନ୍‌

sena

Advertisment

ଶ୍ରୀନଗର: ସୋମବାର ସେନା ପକ୍ଷରୁ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଓ ସୋପିୟାନ୍ ଜିଲ୍ଲାରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ହୋଇଛି। ଜିଲ୍ଲାର ୧୮ଟି ଗାଁକୁ କର୍ଡନ କରି ସେନା, ସିଆର୍‌ଫିଏଫ୍‌ ଓ ପୁଲିସ୍ ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛନ୍ତି।

Advertisment

ପୁଲ୍‌ୱାମା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଆଜି ସକାଳୁ ସେନା ପକ୍ଷରୁ ଏହି ଅପରେସନ୍ ଆରମ୍ବ ହୋଇଥିଲା ତେବେ ଏପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ନେଇ କୌଣସି ଖବର ଆସି ନଥିବା ବେଳେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଗତକାଲି ବାନ୍ଦିପୋରାରେ ତିନି ଲସ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହେବା ପରେ ଆଜି ପୁଲଓ୍ୱାମା ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଆରମ୍ଭ କରିଛନ୍ତି ତନାଘନା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe