୧୨ ବଦଳରେ ମହିଳାମାନେ ପାଇବେ ୨୬ ସପ୍ତାହ ମାଟରନିଟି ଲିଭ୍‌

ନୂଆଦିଲ୍ଲୀ: ଚାକିରି କରୁଥିବା ମହିଳାମାନଙ୍କ ପାଇଁ ଏକ ଖୁସି ଖବର। ଏଣିକି ଚାକିରିଆ ମହିଳାମାନେ ୧୨ ସପ୍ତାହ ବଦଳରେ ୨୬ ସପ୍ତାହ ମାଟରନିଟ୍‌ ଲିଭ୍‌ (ପ୍ରସବକାଳୀନ ଛୁଟି) ପାଇବେ। ଏନେଇ ଲୋକସଭାରେ ସଂଶୋଧିକ ମାଟରନିଟି ବିସ୍‌ ପାସ୍‌ ହୋଇଛି। ଏହାସହ ଯେଉଁ ମହିଳାମାନେ ୩ମାସରୁ କମ୍‌ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ସେମାନେ ୧୨ ସପ୍ତାହ ପର୍ଯ୍ୟନ୍ତ ଛୁଟି ନେଇପାରିବେ। କେନ୍ଦ୍ର ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଟୁଇଟ୍‌ କରି ଏହି ସୂଚନା […]

maternity-leave

maternity-leave

Rakesh Mallick
  • Published: Friday, 10 March 2017
  • Updated: 10 March 2017, 09:56 AM IST

Sports

Latest News

ନୂଆଦିଲ୍ଲୀ: ଚାକିରି କରୁଥିବା ମହିଳାମାନଙ୍କ ପାଇଁ ଏକ ଖୁସି ଖବର। ଏଣିକି ଚାକିରିଆ ମହିଳାମାନେ ୧୨ ସପ୍ତାହ ବଦଳରେ ୨୬ ସପ୍ତାହ ମାଟରନିଟ୍‌ ଲିଭ୍‌ (ପ୍ରସବକାଳୀନ ଛୁଟି) ପାଇବେ। ଏନେଇ ଲୋକସଭାରେ ସଂଶୋଧିକ ମାଟରନିଟି ବିସ୍‌ ପାସ୍‌ ହୋଇଛି।

ଏହାସହ ଯେଉଁ ମହିଳାମାନେ ୩ମାସରୁ କମ୍‌ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ସେମାନେ ୧୨ ସପ୍ତାହ ପର୍ଯ୍ୟନ୍ତ ଛୁଟି ନେଇପାରିବେ। କେନ୍ଦ୍ର ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ୧୦ରୁ ଅଧିକ କର୍ମଚାରୀ ଥିବା ସଂସ୍ଥା କ୍ଷେତ୍ରରେ ଏହି ନିୟମ ଲାଗୁ ହେବ। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହ ଆଇନରେ ପରିଣତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story