ଅଳ୍ପକେ ବର୍ତ୍ତିଗଲେ ହେମା ମାଳିନୀ: ଗାଡ଼ି ଆଗରେ ପଡ଼ିଲା ବିଶାଳ ଗଛ

ଲକ୍ଷ୍ନୌ: ଅଳ୍ପକେ ବର୍ତ୍ତିଗଲେ ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ। ଗତକାଳି ଉତ୍ତରପ୍ରଦେଶରରେ ହୋଇଥିବା କାଳବୈଶାଖୀର ତାଣ୍ଡବର ସେ ମଧ୍ୟ ଶିକାର ହୋଇଛନ୍ତି। ବିଜେପି ସାଂସଦ ରହିଥିବା ହେମା ମାଳିନୀ ୪ଦିନ ମଥୁରା ଗସ୍ତରେ ଆସିଛନ୍ତି। ଗତକାଲି ସେ ମଥୁରା ମଟ୍ଟ ତହସିଲ୍‌ର ମିଠୋଲି ଗାଁରେ ଗଣଯୋଗାଯୋଗ କାର୍ଯ୍ୟକ୍ରମ ପାଇଁ ପହଞ୍ଚିଥିଲେ। କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ପ୍ରବଳ ବେଗରେ ଝଡ଼ ତୋଫାନ ଆରମ୍ଭ ହୋଇଗଲା। କାରରେ ଫେରୁଥିବା ସମୟରେ ହଠାତ୍‌ ଏକ ବିଶାଳ ଗଛ ହେମା ମାଳିନୀଙ୍କ […]

hema

hema

Rakesh Mallick
  • Published: Monday, 14 May 2018
  • Updated: 14 May 2018, 09:23 AM IST

Sports

Latest News

ଲକ୍ଷ୍ନୌ: ଅଳ୍ପକେ ବର୍ତ୍ତିଗଲେ ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ। ଗତକାଳି ଉତ୍ତରପ୍ରଦେଶରରେ ହୋଇଥିବା କାଳବୈଶାଖୀର ତାଣ୍ଡବର ସେ ମଧ୍ୟ ଶିକାର ହୋଇଛନ୍ତି। ବିଜେପି ସାଂସଦ ରହିଥିବା ହେମା ମାଳିନୀ ୪ଦିନ ମଥୁରା ଗସ୍ତରେ ଆସିଛନ୍ତି। ଗତକାଲି ସେ ମଥୁରା ମଟ୍ଟ ତହସିଲ୍‌ର ମିଠୋଲି ଗାଁରେ ଗଣଯୋଗାଯୋଗ କାର୍ଯ୍ୟକ୍ରମ ପାଇଁ ପହଞ୍ଚିଥିଲେ।

କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ପ୍ରବଳ ବେଗରେ ଝଡ଼ ତୋଫାନ ଆରମ୍ଭ ହୋଇଗଲା। କାରରେ ଫେରୁଥିବା ସମୟରେ ହଠାତ୍‌ ଏକ ବିଶାଳ ଗଛ ହେମା ମାଳିନୀଙ୍କ ଗାଡି ଆଗରେ ଟଳିପଡିଲା। ଗାଡିରୁ ଗଛର ଦୂରତା ଖୁବ୍‌ କମ୍ ଥିଲା। ଯଦି ଗାଡିର ବେଗ ଆଉ ଟିକେ ଅଧିକ ଥାନ୍ତା ତେବେ ଗଛଟି ଗାଡି ଉପରେ ପଡିବାର ସମ୍ଭାବନା ଥିଲା। କିନ୍ତୁ ପୂର୍ବରୁ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ହେମାଙ୍କ ଡ୍ରାଇଭର ଜଣଙ୍କ ଗାଡିକୁ ବେଶ୍ ସାବଧାନତାର ସହ ଚଳାଉଥିଲେ। ଗାଡିଟି ଗଛରେ ଧକ୍କା ହେବାକୁ ଯାଉଥିଲା, ଡ୍ରାଇଭର ଜଣଙ୍କ ବ୍ରେକ୍ ଦବାଇ ଗାଡିକୁ ନିୟନ୍ତ୍ରଣକୁ ନେଇଥିଲେ। ପରେ ସାସଂଦ ସୁରକ୍ଷାକର୍ମୀ ଏବଂ କାର୍ଯ୍ୟକର୍ତ୍ତାମାନେ ଆସି ଗଛଟିକୁ ହଟାଇ ରାସ୍ତା ସଫା କରିଥିଲେ। ଗଛକୁ ହଟାଇବା ମଧ୍ୟରେ ଅଧଘଣ୍ଟା ପର୍ଯ୍ୟନ୍ତ ହେମା ମାଳିନୀଙ୍କୁ ରାସ୍ତା ଉପରେ ବିତାଇବାକୁ ପଡିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 'ସବକା ସାଥ, ସବକା ବିକାଶ' କାର୍ଯ୍ୟକ୍ରମ ଅବସରରେ ଲୋକମାନଙ୍କ ସହ ଯୋଗାଯୋଗ କରିବା ପାଇଁ ହେମା ମାଳିନୀ ମିଠୋଲି ଗାଁକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story