ହୈତିରେ ଘୂର୍ଣ୍ଣିଝଡ଼: ମୃତ୍ୟୁ ସଂଖ୍ୟା ୩୩୯ ଛୁଇଁଲା

ୱାଶିଂଟନ୍‌: ହୈତିରେ ମାଥ୍ୟୁ ଘୂର୍ଣ୍ଣିଝଡ଼ରେ ମୃତ୍ୟୁ ସଂଖ୍ୟା ୩୩୯ରେ ପହଞ୍ଚିଛି। ଦେଶର ଗୃହମନ୍ତ୍ରୀ ଫ୍ରାନ୍‌କୋଇସ୍‌ ଏନିକ୍ ଜୋସେଫ୍‌ ଏନେଇ ସୂଚନା ଦେଇଛନ୍ତି।  ଦୁଇ ଦିନ ତଳେ ହୈତିରେ ମାଥ୍ୟୁ ଘୂର୍ଣ୍ଣିଝଡ଼ ହୋଇଥିଲା। ଘୂର୍ଣ୍ଣିଝଡ଼ କାରଣରୁ ହୈତିର ରୋସେ ଏ ବାତେଉ ସହରରେ ୫୦ ଲୋକଙ୍କ ମୃତ୍ୟୁ ଘଟିଛି। ପୂରା ସହର ଧ୍ୱଂସ ହୋଇଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏବେ ଏହି ଘୂର୍ଣ୍ଣିଝଡ଼ ଆମେରିକା ଅଭିମୁଖେ ମୁହାଁଇଛି। ସମୁଦ୍ର କୂଳରେ ଦୁଇ ମହଲା କୋଠା ଉଚ୍ଚର ଜୁଆର […]

matthew-cyclone

matthew-cyclone

Rakesh Mallick
  • Published: Friday, 07 October 2016
  • Updated: 04 May 2017, 03:44 PM IST

ୱାଶିଂଟନ୍‌: ହୈତିରେ ମାଥ୍ୟୁ ଘୂର୍ଣ୍ଣିଝଡ଼ରେ ମୃତ୍ୟୁ ସଂଖ୍ୟା ୩୩୯ରେ ପହଞ୍ଚିଛି। ଦେଶର ଗୃହମନ୍ତ୍ରୀ ଫ୍ରାନ୍‌କୋଇସ୍‌ ଏନିକ୍ ଜୋସେଫ୍‌ ଏନେଇ ସୂଚନା ଦେଇଛନ୍ତି।  ଦୁଇ ଦିନ ତଳେ ହୈତିରେ ମାଥ୍ୟୁ ଘୂର୍ଣ୍ଣିଝଡ଼ ହୋଇଥିଲା।

ଘୂର୍ଣ୍ଣିଝଡ଼ କାରଣରୁ ହୈତିର ରୋସେ ଏ ବାତେଉ ସହରରେ ୫୦ ଲୋକଙ୍କ ମୃତ୍ୟୁ ଘଟିଛି। ପୂରା ସହର ଧ୍ୱଂସ ହୋଇଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏବେ ଏହି ଘୂର୍ଣ୍ଣିଝଡ଼ ଆମେରିକା ଅଭିମୁଖେ ମୁହାଁଇଛି। ସମୁଦ୍ର କୂଳରେ ଦୁଇ ମହଲା କୋଠା ଉଚ୍ଚର ଜୁଆର ଆସିପାରେ ବୋଲି ଆଶଙ୍କା କରାଯାଉଛି। ପବନର ବେଗ ଆହୁରି ଅଧିକ ରହିବାର ଆଶଙ୍କା ଥିବାରୁ ଗଛ ଓ ଘର ଛାତ ଗୁଡ଼ିକ ଉଡ଼ିଯିବାର ଆଶଙ୍କା କରାଯାଉଛି।

ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଘୂର୍ଣ୍ଣିଝଡ଼ ମାଥ୍ୟୁକୁ ନେଇ ଫ୍ଲୋରିଡାରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ୧୫ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story