ବୁଆ-ବବୁଆ ଯୋଡ଼ିରେ ବ୍ରେକ୍ ଅପ୍! ଏକାକୀ ଉପ ନିର୍ବାଚନ ଲଢ଼ିବ ବିଏସପି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମହାମେଣ୍ଟରେ ଔପଚାରିକ ଭାବରେ ବ୍ରେକ୍ ଲାଗିଛି। ସାଧାରଣ ନିର୍ବାଚନରେ ମହାମେଣ୍ଟର ପରାଜୟ ପାଇଁ ବିଏସପି ସୁପ୍ରିମୋ ମାୟାବତୀ ଏସପି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଦାୟୀ କରିଛନ୍ତି। ତେଣୁ ଆଗାମୀ ଉପ-ନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଆଜି ମାୟାବତୀ କହିଛନ୍ତି। ସାଧାରଣ ନିର୍ବାଚନ ବେଳେ ସମସ୍ତ ରାଗ ଅଭିମାନ ଭୁଲି ଏକ ହୋଇଥିଲେ ଉତ୍ତର ପ୍ରଦେଶର ଏହି ଦୁଇ ପ୍ରମୁଖ ବିରୋଧୀ। ନିର୍ବାଚନ ପରେ ବି ଏହି ଦୁଇ ଜଣ ଏକ ହୋଇ […]

mayawati akhilesh

mayawati akhilesh

Subhransu Sekhar
  • Published: Monday, 03 June 2019
  • Updated: 03 June 2019, 05:25 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମହାମେଣ୍ଟରେ ଔପଚାରିକ ଭାବରେ ବ୍ରେକ୍ ଲାଗିଛି। ସାଧାରଣ ନିର୍ବାଚନରେ ମହାମେଣ୍ଟର ପରାଜୟ ପାଇଁ ବିଏସପି ସୁପ୍ରିମୋ ମାୟାବତୀ ଏସପି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଦାୟୀ କରିଛନ୍ତି। ତେଣୁ ଆଗାମୀ ଉପ-ନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଆଜି ମାୟାବତୀ କହିଛନ୍ତି।

ସାଧାରଣ ନିର୍ବାଚନ ବେଳେ ସମସ୍ତ ରାଗ ଅଭିମାନ ଭୁଲି ଏକ ହୋଇଥିଲେ ଉତ୍ତର ପ୍ରଦେଶର ଏହି ଦୁଇ ପ୍ରମୁଖ ବିରୋଧୀ। ନିର୍ବାଚନ ପରେ ବି ଏହି ଦୁଇ ଜଣ ଏକ ହୋଇ ରହିବେ, ବିଧାନସଭା ନିର୍ବାଚନ ବି ଏକ ହୋଇ ବିଜେପି ବିରୋଧରେ ଲଢ଼ିବେ ବୋଲି ନିର୍ବାଚନ ସଭାରେ ଉଦବୋଧନ ଦେବା ବେଳେ କହିଥିଲେ ମାୟାବତୀ ଓ ଅଖିଲେଶ। ହେଲେ ଏବେ ବିଜେପି ପାଖରୁ ଶୋଚନୀୟ ପରାଜୟ ବରଣ କରିବା ପରେ ବବୁଆକୁ ଦୋଷ ଦେଇଛନ୍ତି ବୁଆ।

ମାୟାବତୀ କହିଛନ୍ତି ଅଖିଲେଶ ନିଜ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ପାଇଁ ମଧ୍ୟ କନୌଜରୁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି। ଏମିତିକି ମେଣ୍ଟ ହେଲେ ମଧ୍ୟ ଏସପି ଭୋଟ ବିଏସପିକୁ ଯାଇନଥିବା ସେ କହିଛନ୍ତି। ଏଥିପାଇଁ ଅଖିଲେଶଙ୍କ କକା ଶିବପାଲ ଯାଦବ ଓ କଂଗ୍ରେସର ମିଲି ଭଗତ ଏକ ବଡ଼ କାରଣ ବୋଲି ମାୟାବତୀ ହୃଦବୋଧ କରିଛନ୍ତି। ତେଣୁ ଆଗାମୀ ଦିନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।

ଉତ୍ତର ପ୍ରଦେଶର ଅନେକ ବିଧାୟକ ଚଳିତଥର ଲୋକସଭା ନିର୍ବାଚନ ଲଢ଼ି ସଂସଦକୁ ନିର୍ବାଚିତ ହୋଇଛନ୍ତି। ତେଣୁ ଆଗାମୀ ଦିନରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ହେବ। ଚଳିତ ନିର୍ବାଚନରେ ୮୦ ଲୋକସଭା ଆସନରୁ ବିଜେପି ୬୨ଟି ଓ ସହଯୋଗୀ 'ଆପନା ଦଳ' ୨ଟି ଆସନରେ ବିଜୟୀ ହୋଇଛନ୍ତି। ସେହିପରି ମହାମେଣ୍ଟର ବିଏସପି ୧୦ଟି, ଏସପି ୫ଟି ଜିତିଥିବା ବେଳେ ଆରଏଲଡି କୌଣସି ଆସନ ଜିତି ନାହିଁ। ସେପଟେ କଂଗ୍ରେସ ରାଏବରେଲି ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ହାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story