ଲୋକଙ୍କ ପଇସାରେ ନିଜର ଏବଂ ଦଳୀୟ ଚିହ୍ନର ମୂର୍ତ୍ତି ପାଇଁ ଟଙ୍କା ଫେରାଇବେ ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି ଏବଂ ଏହାର ସୁପ୍ରିମୋ ମାୟାବତୀ ଲୋକଙ୍କ ଅର୍ଥରେ ନିଜର, ଦଳୀୟ ଚିହ୍ନର ଏବଂ ଦଳୀୟ ନେତାଙ୍କର ମୂର୍ତ୍ତି ନିର୍ମାଣକୁ ସୁପ୍ରିମ୍‌କୋର୍ଟ ନାପସନ୍ଦ କରିବା ସହିତ ତାଙ୍କଠାରୁ ହିଁ ଏହାକୁ ଭରଣା କରାଯିବ ବୋଲି କହିଛନ୍ତି। ଜନସାଧାରଣଙ୍କ ଅର୍ଥ ନିଜର ମୂର୍ତ୍ତିରେ ବା ଦଳୀୟ ପ୍ରଚାରରେ ଖର୍ଚ୍ଚ କରାଯାପାରିବନି ଦର୍ଶାଇ ଏକ ଆବେଦନର ଶୁଣାଣି କରି ଏକ ଖଣ୍ଡପୀଠ ଏହା କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ […]

mayabati

mayabati

Subrat Kumar Nayak
  • Published: Friday, 08 February 2019
  • Updated: 08 February 2019, 01:37 PM IST

Sports

Latest News

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି ଏବଂ ଏହାର ସୁପ୍ରିମୋ ମାୟାବତୀ ଲୋକଙ୍କ ଅର୍ଥରେ ନିଜର, ଦଳୀୟ ଚିହ୍ନର ଏବଂ ଦଳୀୟ ନେତାଙ୍କର ମୂର୍ତ୍ତି ନିର୍ମାଣକୁ ସୁପ୍ରିମ୍‌କୋର୍ଟ ନାପସନ୍ଦ କରିବା ସହିତ ତାଙ୍କଠାରୁ ହିଁ ଏହାକୁ ଭରଣା କରାଯିବ ବୋଲି କହିଛନ୍ତି।

ଜନସାଧାରଣଙ୍କ ଅର୍ଥ ନିଜର ମୂର୍ତ୍ତିରେ ବା ଦଳୀୟ ପ୍ରଚାରରେ ଖର୍ଚ୍ଚ କରାଯାପାରିବନି ଦର୍ଶାଇ ଏକ ଆବେଦନର ଶୁଣାଣି କରି ଏକ ଖଣ୍ଡପୀଠ ଏହା କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନା ମଧ୍ୟ ସଦସ୍ୟ ଅଛନ୍ତି। ଖଣ୍ଡପୀଠ ଏହି ଅବସରରେ କହିଛନ୍ତି ଏହି ମାମଲାର ଚୂଡ଼ାନ୍ତ ବିଚାର ଏପ୍ରିଲ ୨ରେ ହେବ।

ତେବେ ଏହି ମାମଲା ଏବେର ନୁହେଁ। ୨୦୦୯ ମସିହାରୁ ଏହି ଆବେଦନ ହୋଇଥିଲା। ଏହାପରେ ସୁପ୍ରିମ୍‌କୋର୍ଟ ବିଭିନ୍ନ ସମୟରେ ଅନ୍ତରୀଣକାଳୀନ ନିର୍ଦ୍ଦେଶ ମଧ୍ୟ ଦେଇସାରିଛନ୍ତି। ଏପରିକି ହାତୀ ମୂର୍ତ୍ତି ଘୋଡ଼ାଯିବା ସହିତ ବିଭିନ୍ନ ସମୟରେ ପରିବେଶ ସହ ଜଡ଼ିତ ପ୍ରସଙ୍ଗ ମଧ୍ୟ ଉଠିଛି। ୨୦୦୮-୯ ମସିହାରେ ମାୟାବତୀ ନିଜର ଏବଂ ଦଳର ପ୍ରଚାର ପାଇଁ ଏଭଳି ମୂର୍ତ୍ତି ନିର୍ମାଣରେ ୨୬୦୦ କୋଟି ଟଙ୍କା ବ୍ୟୟ କରିଥିଲେ।

ଗତ କିଛି ଦିନ ତଳେ ଇଡି ଅଭିଯୋଗ ଆଣିଥିଲା ଏଥିରେ ୧୧୧ କୋଟିର ଅର୍ଥ ହେରଫେର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story