ସୁଷମାଙ୍କୁ ବିଦାୟ ଜଣାଇ କଇଁ କଇଁ କାନ୍ଦିଲେ ମହାଶୟ ଗୁଲାଟି

ନୂଆଦିଲ୍ଲୀ: ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କର ସୁଅ ଛୁଟିଥିଲା। ତେବେ ଏମ୍‌ଡିଏଚ୍‌ ମସଲା ପ୍ରତିଷ୍ଠାତା ମହାଶୟ ଗୁଲାଟି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାବ ବିହ୍ୱଳ ହେବାର ଦୃଶ୍ୟ ସବୁଠାରୁ ନିଆରା ଥିଲା। ଏହି ୯୬ ବର୍ଷ ବୟସ୍କ ବ୍ୟକ୍ତି ସୁଷମାଙ୍କ ମର ଶରୀର ତଳେ ବସି କଇଁ କଇଁ ହୋଇ କାନ୍ଦିବାକୁ ଆରମ୍ଭ କରିଥିଲେ। ସୁଷମାଙ୍କର ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସଠାରେ ହାର୍ଟଆଟାକ୍‌ରେ […]

gulati

gulati

Subrat Kumar Nayak
  • Published: Wednesday, 07 August 2019
  • Updated: 07 August 2019, 05:35 PM IST

Sports

Latest News

ନୂଆଦିଲ୍ଲୀ: ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କର ସୁଅ ଛୁଟିଥିଲା। ତେବେ ଏମ୍‌ଡିଏଚ୍‌ ମସଲା ପ୍ରତିଷ୍ଠାତା ମହାଶୟ ଗୁଲାଟି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାବ ବିହ୍ୱଳ ହେବାର ଦୃଶ୍ୟ ସବୁଠାରୁ ନିଆରା ଥିଲା। ଏହି ୯୬ ବର୍ଷ ବୟସ୍କ ବ୍ୟକ୍ତି ସୁଷମାଙ୍କ ମର ଶରୀର ତଳେ ବସି କଇଁ କଇଁ ହୋଇ କାନ୍ଦିବାକୁ ଆରମ୍ଭ କରିଥିଲେ।

ସୁଷମାଙ୍କର ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସଠାରେ ହାର୍ଟଆଟାକ୍‌ରେ ଗତକାଲି ପରଲୋକ ହୋଇଛି। ଆଜି ତାଙ୍କ ଶେଷ ଦର୍ଶନ ପାଇଁ ମହାଶୟ ଗୁଲାଟି ପାରମ୍ପରିକ ଭାବେ ନାଲି ପଗଡ଼ି ପିନ୍ଧି ପହଞ୍ଚିଥିଲେ। ଧଳା ନିଶ ଥିବା ତାଙ୍କ ହସ ହସ ମୁହଁଟି ଆଜି କିନ୍ତୁ ସ୍ୱାଭାବିକ ନଥିଲା। ଏକ ଦୁଃଖର ଚାଦର ତାଙ୍କ ମୁହଁରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା।
https://twitter.com/ANI/status/1159030774131318785?s=20
ଆଜି ସୁଷମାଙ୍କ ମର ଶରୀର ଉପରେ ଅଫିସରମାନେ ତ୍ରିରଙ୍ଗା ଘୋଡ଼ାଇ ଦେଉଥିବା ସମୟରେ ସୁଷମାଙ୍କ ଝିଅ ବାଂଶୁରୀ ଏବଂ ସ୍ୱାମୀ ସ୍ୱରାଜ କୌଶଲ ମଧ୍ୟ କାନ୍ଦି ପକାଇଥିଲେ। ସେମାନେ ଲୁହକୁ ନିୟନ୍ତ୍ରଣ କରିବାର ପ୍ରୟାସ କରି ବିଫଳ ହୋଇଥିଲେ। ଶେଷରେ ଦିବଂଗତ ସୁଷମାଙ୍କ ଉଦ୍ଦେଶ୍ୟରେ ଏ ଦୁହେଁ ସଲାମ୍‌ ଜଣାଉଥିବାର ଦୃଶ୍ୟ ଉପସ୍ଥିତ ଅନ୍ୟମାନଙ୍କୁ କନ୍ଦାଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story