ମକ୍କାରେ ଦଳାଚକଟା: ୭୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୭୦୦ ଆହତ

ମକ୍କା: ସାଉଦି ଆରବର ଧାର୍ମିକସ୍ଥଳ ମକ୍କାରେ ଅଘଟଣ। ସେଠାରେ ଆଜି ଦଳାଚକଟା ଘଟି ୭୦୦ରୁ ଅଧିକ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିଭଳି ୭୦୦ରୁ ଅଧିକ ଆହତ ହୋଇଛନ୍ତି। ମକ୍କାରେ ହଜ୍ ଯାତ୍ରା ପାଇଁ ପ୍ରାୟ ୨ ନିୟୁତରୁ ଅଧିକ ଯାତ୍ରୀ ଏକତ୍ରିତ ହୋଇଥିଲେ। ମୃତକଙ୍କ ମଧ୍ୟରେ କିଛି ଭାରତୀୟ ଥିବା ଅଶଙ୍କ। କରାଯାଉଛି। ହଜ୍ ପାଇଁ ମକ୍କାର ମୀନାରେ କେବଳ ୧ଲକ୍ଷ ଭାରତୀୟ ଥିବା ସୂଚନା ମିଳିଛି। ମକ୍କା ଯାଇଥିବା ହଜ୍ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇବା […]

mecca

mecca

Rakesh Mallick
  • Published: Thursday, 24 September 2015
  • Updated: 04 May 2017, 03:44 PM IST

Sports

Latest News

ମକ୍କା: ସାଉଦି ଆରବର ଧାର୍ମିକସ୍ଥଳ ମକ୍କାରେ ଅଘଟଣ। ସେଠାରେ ଆଜି ଦଳାଚକଟା ଘଟି ୭୦୦ରୁ ଅଧିକ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିଭଳି ୭୦୦ରୁ ଅଧିକ ଆହତ ହୋଇଛନ୍ତି। ମକ୍କାରେ ହଜ୍ ଯାତ୍ରା ପାଇଁ ପ୍ରାୟ ୨ ନିୟୁତରୁ ଅଧିକ ଯାତ୍ରୀ ଏକତ୍ରିତ ହୋଇଥିଲେ। ମୃତକଙ୍କ ମଧ୍ୟରେ କିଛି ଭାରତୀୟ ଥିବା ଅଶଙ୍କ। କରାଯାଉଛି। ହଜ୍ ପାଇଁ ମକ୍କାର ମୀନାରେ କେବଳ ୧ଲକ୍ଷ ଭାରତୀୟ ଥିବା ସୂଚନା ମିଳିଛି। ମକ୍କା ଯାଇଥିବା ହଜ୍ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଏକ ହେଲ୍ପ ଲାଇନ୍ ନମ୍ୱର ଜାରି ହୋଇଛି। ଉକ୍ତ ନମ୍ୱରଟି ହେଲା ୦୦୯୬୬୧୨୫୪୫୮୦୦୦। କିଛିଦିନ ତଳେ ଏହି ଧାର୍ମିକସ୍ଥଳ ନିକଟରେ ଏକ କ୍ରେନ୍ ଖସି ପଡିବାରୁ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story