ମୀରା କୁମାରଙ୍କ ସମେତ ୩୦ ଭିଆଇପିଙ୍କଠାରୁ କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହୃତ

ନୂଆଦିଲ୍ଲୀ: ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାରଙ୍କ ସମେତ ୩୦ ଜଣ ଭିଆଇପିଙ୍କଠାରୁ କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଅଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜା, ଇଡିଜିଇ ଉଜାଲା ଓ ତାଙ୍କର ଦୁଇ ଝିଅ, କେରଳ ଓ ମେଘାଳୟର ରାଜ୍ୟପାଳ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ସିନ୍ଦେ ଏବଂ ତାଙ୍କ ପରିବାରର ୮ ଜଣ ସଦସ୍ୟ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁରକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ […]

meerakumar

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 06:29 AM IST

ନୂଆଦିଲ୍ଲୀ: ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାରଙ୍କ ସମେତ ୩୦ ଜଣ ଭିଆଇପିଙ୍କଠାରୁ କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଅଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜା, ଇଡିଜିଇ ଉଜାଲା ଓ ତାଙ୍କର ଦୁଇ ଝିଅ, କେରଳ ଓ ମେଘାଳୟର ରାଜ୍ୟପାଳ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ସିନ୍ଦେ ଏବଂ ତାଙ୍କ ପରିବାରର ୮ ଜଣ ସଦସ୍ୟ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁରକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଓ ତାଲିକା ଜାରି କରାଯାଇଛି। ଏ ସଂପର୍କରେ ସିଆରପିଏଫ୍, ସିଆଇଏସଏଫ୍, ଆଇଟିବିପି ଓ ଏନଏସଜି ସମ୍ବନ୍ଧିତ ରାଜ୍ୟ ସରକାରଗୁଡ଼ିକୁ ଅବଗତ କରାଇ ଦିଆଯାଇଛି।

Related story