ଏହି ମହିଳାଙ୍କ ହାତରେ ମାଲ୍ୟାଙ୍କ ଭାଗ୍ୟ: ଘଣ୍ଟାକୁ ଫି ୧.୬୦ ଲକ୍ଷ

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନଶୈଳୀ ସହିତ ସବୁବେଳେ ମହିଳାଙ୍କ ମେଳରେ ରହିବାକୁ ପସନ୍ଦ କରୁଥିବା ମଦ ବ୍ୟବସାୟୀ ବିଜୟମାଲ୍ୟା ଏବେ ଜଣେ ବିଦେଶୀ ମହିଳାଙ୍କ ଭରସାରେ ରହିଛନ୍ତି। କଥାଟା ଖଟ୍‌କା ଲାଗୁଥିଲେ ବି ସତ। ଭାରତରୁ ଋଣ ଖିଲାପ କରି ଫରାର ହୋଇଯାଇଥିବା ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବାକୁ ସରକାର ପ୍ରାଣପଣେ ଉଦ୍ୟମ କରୁଥିବା ବେଳେ ନିଜ ସୁରକ୍ଷା ପାଇଁ ମାଲ୍ୟା ଏହି ମହିଳାଙ୍କୁ ଢାଲ କରିଛନ୍ତି। ନାଁ ତାଙ୍କର କ୍ଲାରେ ମଣ୍ଟଗୋମେରୀ। ମାଲ୍ୟାଙ୍କ ମାମଲାକୁ ସୁପରିଚାଳନା କରୁଥିବା […]

Montgomery_C_7_4_145779_rtweb

Montgomery_C_7_4_145779_rtweb

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 10:58 PM IST

Sports

Latest News

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନଶୈଳୀ ସହିତ ସବୁବେଳେ ମହିଳାଙ୍କ ମେଳରେ ରହିବାକୁ ପସନ୍ଦ କରୁଥିବା ମଦ ବ୍ୟବସାୟୀ ବିଜୟମାଲ୍ୟା ଏବେ ଜଣେ ବିଦେଶୀ ମହିଳାଙ୍କ ଭରସାରେ ରହିଛନ୍ତି। କଥାଟା ଖଟ୍‌କା ଲାଗୁଥିଲେ ବି ସତ। ଭାରତରୁ ଋଣ ଖିଲାପ କରି ଫରାର ହୋଇଯାଇଥିବା ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବାକୁ ସରକାର ପ୍ରାଣପଣେ ଉଦ୍ୟମ କରୁଥିବା ବେଳେ ନିଜ ସୁରକ୍ଷା ପାଇଁ ମାଲ୍ୟା ଏହି ମହିଳାଙ୍କୁ ଢାଲ କରିଛନ୍ତି। ନାଁ ତାଙ୍କର କ୍ଲାରେ ମଣ୍ଟଗୋମେରୀ। ମାଲ୍ୟାଙ୍କ ମାମଲାକୁ ସୁପରିଚାଳନା କରୁଥିବା ଏହି ମହିଳା ଓକିଲ ଘଣ୍ଟାକ ପାଇଁ ଫି ନିଅନ୍ତି ୧ଲକ୍ଷ ୬୦ ହଜାର।

ବିଜୟମାଲ୍ୟା ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇ ସୁଝି ନ ପାରି ଲୁଚି ଲୁଚି ବିଦେଶ ଫେରାର୍‌ ହୋଇଯାଇଥିଲେ। ଭାରତ ସରକାର ତାଙ୍କୁ ଫେରାଇ ଆଣିବାକୁ ଲଣ୍ଡନ୍‌ରେ କେସ୍‌ ଲଢ଼ୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛନ୍ତି ମଣ୍ଟଗୋମେରୀ। ସେ ମାଲ୍ୟାଙ୍କ ତରଫରୁ କେସ୍‌ ଲଢ଼ୁଛନ୍ତି। ତାଙ୍କର 'ଇଣ୍ଟରନ୍ୟାସ୍‌ନାଲ୍‌ କ୍ରିମିନାଲ୍‌ ଲ' ବିଷୟରେ ପ୍ରଗାଢ଼ ଅନୁଭବ ଥିବାରୁ ସେ ମାଲ୍ୟାଙ୍କଠାରୁ ମୋଟା ଅଙ୍କର ଫି ନେଉଛନ୍ତି। ୨୦୧୪ରେ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କ୍ଲାରେ ଜଣେ ଦକ୍ଷ ଓ ଚର୍ଚ୍ଚିତ ଓକିଲ ଭାବରେ ବେଶ୍ ନା କରିଛନ୍ତି। ସେଥିପାଇଁ ସେ ଦିନକୁ ୧୩ ଲକ୍ଷ ଟଙ୍କାର ଫି ନିଅନ୍ତି। ପୂର୍ବରୁ ଭାରତ ସରକାରଙ୍କର ଉଦ୍ୟମକୁ ଚ୍ୟାଲେଞ୍ଜ କରିସାରିଛନ୍ତି ଏହି ମହିଳା ଓକିଲ।

ମଦ ସମ୍ରାଟ ମାଲ୍ୟା ୨ ଜଣଙ୍କୁ ବିବାହ କରିଛନ୍ତି। ନାରୀ ମୋହ ତାଙ୍କୁ ଏଭଳି ଭ୍ରମିତ କରିଛି ଯେ, ଋଣ ସୁଝି ନ ପାରି ବିଦେଶ ଫରେରା ହୋଇଯିବା ବେଳେ ମଧ୍ୟ ସେ ନିଜ ସହ ବାନ୍ଧବୀଙ୍କୁ ନେବାକୁ ଭୁଲି ନାହାଁନ୍ତି । ଏପରି ପରିସ୍ଥିତିରେ ସରକାରଙ୍କ କବଳରୁ ରକ୍ଷା ପାଇବା ପାଇଁ ସେ ପୁଣି ଜଣେ ମହିଳାଙ୍କ ସାହାରା ନେବା କିଛି ନୂଆ କଥା ନୁହେଁ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story