ଭେଟନ୍ତୁ ଆମେରିକାର ପ୍ରଥମ ଶିଖ ମହିଳା ମେୟରଙ୍କୁ

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆର ୟୁବା ସିଟର ମେୟର ହୋଇଛନ୍ତି ପ୍ରୀତି ଡିଡୋବଲ। ଆସନ୍ତା ୫ ତାରିଖରେ ସେ ଶପଥ ଗ୍ରହଣ କରିବେ। ଏହାପରେ ସେ ଆମେରିକାରେ ପ୍ରଥମ ଶିଖ ମହିଳା ଭାବେ ମେୟର ହେବାର ଗୌରବ ହାସଲ କରିବେ। ପ୍ରୀତିଙ୍କୁ କାଲିଫର୍ଣ୍ଣିଆ ସିଟି କାଉନସିଲ ଏହି ନିଯୁକ୍ତି ଦେଇଛି। ୨୦୧୪ରେ ପ୍ରୀତି ୟୁବା ସିଟି କାଉନସିଲକୁ ଚୟନ ହୋଇଥିଲେ। ଏବେ ସେ ଉପ ମେୟର ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରୀତି ତାଙ୍କ ପରିବାରର ପ୍ରଥମ, ଯିଏ ଡିଗ୍ରୀ […]

preetdidoble

preetdidoble

Rakesh Mallick
  • Published: Friday, 01 December 2017
  • Updated: 01 December 2017, 10:15 AM IST

Sports

Latest News

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆର ୟୁବା ସିଟର ମେୟର ହୋଇଛନ୍ତି ପ୍ରୀତି ଡିଡୋବଲ। ଆସନ୍ତା ୫ ତାରିଖରେ ସେ ଶପଥ ଗ୍ରହଣ କରିବେ। ଏହାପରେ ସେ ଆମେରିକାରେ ପ୍ରଥମ ଶିଖ ମହିଳା ଭାବେ ମେୟର ହେବାର ଗୌରବ ହାସଲ କରିବେ। ପ୍ରୀତିଙ୍କୁ କାଲିଫର୍ଣ୍ଣିଆ ସିଟି କାଉନସିଲ ଏହି ନିଯୁକ୍ତି ଦେଇଛି।

୨୦୧୪ରେ ପ୍ରୀତି ୟୁବା ସିଟି କାଉନସିଲକୁ ଚୟନ ହୋଇଥିଲେ। ଏବେ ସେ ଉପ ମେୟର ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରୀତି ତାଙ୍କ ପରିବାରର ପ୍ରଥମ, ଯିଏ ଡିଗ୍ରୀ ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ପ୍ରଥମ ସପ୍ତାହରେ ଶିଖ ସମୁଦାୟର ରବି ଭଲ୍ଲା ନ୍ୟୁ ଜର୍ସି ହୋବୋକେନର ମେୟର ଭାବେ ଚୟନ ହୋଇଥିଲେ।

ପ୍ରୀତି ମେୟର ଭାବେ ଚୟନ ହେବା ନେଇ ଖୁସି ଜାହିର କରିଛନ୍ତି ସିଖ ଗଠବନ୍ଧନର ଜୟଦୀପ ସିଂହ। ସେ କହିଛନ୍ତି- “ନିଜ ସମୁଦାୟର ବ୍ୟକ୍ତିଙ୍କୁ କୌଣସି ବଡ଼ ପଦ ପାଇଁ ଚୟନ କରାଗଲେ ବହୁତ ଖୁସି ଲାଗିଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story