ଫ୍ଲିପ୍‌କାର୍ଟର ବମ୍ପର ସେଲ୍: ସ୍ମାର୍ଟଫୋନରେ ୧୬ ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): ଫିଲ୍ପକାର୍ଟରେ ଚାଲିଛି ୩ ଦିନିଆ ବମ୍ପର ସେଲ୍। ଆଜି ଠାରୁ ୯ ତାରିଖ ଯାଏଁ ଏହି ସେଲ ଚାଲୁ ରହିବ। ଏହି ବମ୍ପର ସେଲ୍‌ରେ ସ୍ମାର୍ଟ ଫୋନ୍, ହେଡ୍ ଫୋନ୍, ପାୱାର ବ୍ୟାଙ୍କ୍, କ୍ୟାମେରା ଓ ଲାପଟପ୍ ପରି ଅନେକ ପ୍ରଡକ୍ଟରେ ବେଶ୍ ଭଲ ଡିସ୍‌କାଉଣ୍ଟ ମିଳୁଛି। ଯଦି ଆପଣ ମୋବାଇଲ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ସ୍ମାର୍ଟ ଫୋନ୍ ଉପରେ ମିଳୁଛି ୧୬୦୦୦ ଟଙ୍କ ପର୍ଯ୍ୟନ୍ତ ରିହାତି । […]

flipkart-sale

flipkart-sale

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 05:28 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): ଫିଲ୍ପକାର୍ଟରେ ଚାଲିଛି ୩ ଦିନିଆ ବମ୍ପର ସେଲ୍। ଆଜି ଠାରୁ ୯ ତାରିଖ ଯାଏଁ ଏହି ସେଲ ଚାଲୁ ରହିବ। ଏହି ବମ୍ପର ସେଲ୍‌ରେ ସ୍ମାର୍ଟ ଫୋନ୍, ହେଡ୍ ଫୋନ୍, ପାୱାର ବ୍ୟାଙ୍କ୍, କ୍ୟାମେରା ଓ ଲାପଟପ୍ ପରି ଅନେକ ପ୍ରଡକ୍ଟରେ ବେଶ୍ ଭଲ ଡିସ୍‌କାଉଣ୍ଟ ମିଳୁଛି।

ଯଦି ଆପଣ ମୋବାଇଲ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ସ୍ମାର୍ଟ ଫୋନ୍ ଉପରେ ମିଳୁଛି ୧୬୦୦୦ ଟଙ୍କ ପର୍ଯ୍ୟନ୍ତ ରିହାତି । ଆସନ୍ତୁ ଜାଣିବା ଆଉ କ’ଣ ସବୁ ଅଫର ରହିଛି।

- Xaomiର ନୂଆ ସ୍ମାର୍ଟ ଫୋନ୍ MI A1 ଉପରେ ୨,୦୦୦ ଟଙ୍କାର ରିହାତି।

- samsung galaxy On Nxt ୬୪ ଜିବି ଭାରିଆଣ୍ଟ ଉପରେ ୫,୦୦୦ ଟଙ୍କାର ରିହାତି।

- ୧୨ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର।

- samsung galaxy S7 ରେ ମିଳୁଛି ୧୬,୦୦୦ ଟଙ୍କା ରିହାତି।

- ଫ୍ଲିପକାର୍ଟର ବିଲିୟନ୍ କ୍ୟାପଚର ପ୍ଲସ୍‌ ସ୍ମାର୍ଟ ଫୋନ୍‌ରେ ୧,୦୦୦ ଟଙ୍କା ରିହାତି। ଏହି ଅଫର ସହ ଫୋନ୍‌କୁ ୧୦,୯୯୯ ଟଙ୍କାରେ କିଣା ଯାଇପାରିବ।

- lenovo fav2ର ମୂଲ୍ୟ ୧୦,୯୯୦ ଟଙ୍କାରୁ  କମି ୮,୪୯୯ ଟଙ୍କା ହୋଇଯାଇଛି।

- Panasonic Ray Max  ସ୍ମାର୍ଟଫୋନ ଉପରେ ରହିଛି ୨,୫୦୦ ଟଙ୍କାର ରିହାତି।  ଅର୍ଥାତ୍‌ ଆପଣ ଏହି ମୋବାଇଲକୁ ମାତ୍ର ୮,୯୯୯ ଟଙ୍କାରେ କିଣିପାରିବେ।

- samsung J3 Proରେ ମିଳୁଛି ୬,୯୯୦ ଚଙ୍କାର ରିହାତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story