ଦୁଇ କୋରିଆ ରାଷ୍ଟ୍ରଭଳି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ହେବା ଦରକାର: ମେହେବୁବା

ଶ୍ରୀନଗର: ଜାମ୍ମୁ କାଶ୍ମୀର ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଦୁଇ ଦେଶ ମଧ୍ୟରେ ୭୦ବର୍ଷ ଧରି ଚାଲିଥିବା ବିବାଦ ଯୋଗୁ ସମ୍ପତ୍ତି ନଷ୍ଟ ହେବା ସହ ଅନେକ ଜୀବନ ଯାଉଛି।  ସୀମାରେ ଦୁଇ ପାର୍ଶ୍ୱରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହେଉଛି।  ତେଣୁ ଲୋକମାନଙ୍କ  ସ୍ୱାର୍ଥକୁ ନଜରରେ ରଖି ଦୁଇଦେଶ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ପରି […]

440f1d88fca7478db2779ced747a8c8a-440f1d88fca7478db2779ced747a8c8a-902368257ef17238a90f6a7067005ff2-36cb6-1024x688

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 09:03 PM IST

Sports

Latest News

ଶ୍ରୀନଗର: ଜାମ୍ମୁ କାଶ୍ମୀର ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଦୁଇ ଦେଶ ମଧ୍ୟରେ ୭୦ବର୍ଷ ଧରି ଚାଲିଥିବା ବିବାଦ ଯୋଗୁ ସମ୍ପତ୍ତି ନଷ୍ଟ ହେବା ସହ ଅନେକ ଜୀବନ ଯାଉଛି।  ସୀମାରେ ଦୁଇ ପାର୍ଶ୍ୱରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହେଉଛି।  ତେଣୁ ଲୋକମାନଙ୍କ  ସ୍ୱାର୍ଥକୁ ନଜରରେ ରଖି ଦୁଇଦେଶ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ପରି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ହେବା ଦରକାର। ଦୁଇଦେଶର ଡିଜିଏମଓ ମାନଙ୍କ ଆଲୋଚନା ପରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ହେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏଥିସହିତ ପୁଣି ଥରେ ଡିଜିଏମଓ ସ୍ତରୀୟ ଆଲୋଚନା ପାଇଁ ସେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story