ମେମନର ଫାଶୀଦଣ୍ଡାଦେଶକୁ ସଲମାନଙ୍କ ବିରୋଧ

ମୁମ୍ୱାଇ: ସାଧାରଣତଃ ମାପିଚୁପି କଥା କୁହନ୍ତି ବଲିଉଡ୍ ଅଭିନେତା ସଲମାନ ଖାଁ। ତେବେ ଆଜି  ସେ ଯେଉଁ ମତ ଦେଇଛନ୍ତି ତାହା ବିବାଦୀୟ ହୋଇଯାଇଛି। ୧୯୯୩ ମୁମ୍ୱାଇ ବିସ୍ଫୋରଣର ଦୋଷୀ ୟାକୁବ ମେମନକୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ସେ ବିରୋଧ କରିଛନ୍ତି। ସଲମାନ ଟ୍ୱିଟ୍ କରି ଏକଥା କହିଛନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ, ୟାକୁବର ବଡ ଭାଇ ଟାଇଗର ମେମନକୁ ଧରି ଫାଶୀ ଦିଆଯାଉ। ସେ  ହେଉଛି ମୁମ୍ୱାଇ ବିସ୍ଫୋରଣର ଜଣେ ପ୍ରମୁଖ ଅଭିଯୁକ୍ତ। ୟାକୁବ […]

salman-khan

salman-khan

Rakesh Mallick
  • Published: Sunday, 26 July 2015
  • Updated: 26 July 2015, 11:04 AM IST

Sports

Latest News

ମୁମ୍ୱାଇ: ସାଧାରଣତଃ ମାପିଚୁପି କଥା କୁହନ୍ତି ବଲିଉଡ୍ ଅଭିନେତା ସଲମାନ ଖାଁ। ତେବେ ଆଜି  ସେ ଯେଉଁ ମତ ଦେଇଛନ୍ତି ତାହା ବିବାଦୀୟ ହୋଇଯାଇଛି। ୧୯୯୩ ମୁମ୍ୱାଇ ବିସ୍ଫୋରଣର ଦୋଷୀ ୟାକୁବ ମେମନକୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ସେ ବିରୋଧ କରିଛନ୍ତି। ସଲମାନ ଟ୍ୱିଟ୍ କରି ଏକଥା କହିଛନ୍ତି।

ସେ ଟ୍ୱିଟ୍ କରିଛନ୍ତି ଯେ, ୟାକୁବର ବଡ ଭାଇ ଟାଇଗର ମେମନକୁ ଧରି ଫାଶୀ ଦିଆଯାଉ। ସେ  ହେଉଛି ମୁମ୍ୱାଇ ବିସ୍ଫୋରଣର ଜଣେ ପ୍ରମୁଖ ଅଭିଯୁକ୍ତ। ୟାକୁବ ମେମନକୁ ଫାଶୀ ନ ଦିଆଯାଉ। ତାଙ୍କୁ ଫାଶୀ  ଦଣ୍ଡାଦେଶ ଅନ୍ୟାୟ। ତାଙ୍କୁ ଫାଶୀ ଦେବା ଅର୍ଥ ମାନବିକତାକୁ ହତ୍ୟା କରିବା ସଦୃଶ।

ସଲମାନଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଆଡଭୋକେଟ୍ ପି.ଡି.କୋଡେ। ସ୍ୱତନ୍ତ୍ର ଟାଡା କୋର୍ଟରେ ସେ ହିଁ ୟାକୁବ ମେମନକୁ ଫାଶୀଦଣ୍ଡ ଦେବାପାଇଁ ଯୁକ୍ତି ବାଢିଥିଲେ। ସେ କହିଛନ୍ତି,ସଲମାନ ତାଙ୍କ ମନ୍ତବ୍ୟ ଫେରାଇ ନିଅନ୍ତୁ। ଏପରି କହି ସେ  ଦେଶ ବିଚାର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେହିଭଳି ବିଜେପି କହିଛି, ମେମନର ଫାଶୀ ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦିଆ ନ ଯାଉ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେବଳ ପାଳନ କରାଯାଉଛି।

ଚାରିଆଡୁ ସମାଲୋଚନା ହେବାପରେ ସଲମାନଙ୍କୁ ସୁରକ୍ଷା ଦେବା ଲାଗି ପାଦ କାଢିଛନ୍ତି ତାଙ୍କ ବାପା ସଲିମ। ସେ କହିଛନ୍ତି, ସଲମାନ ଏ ପ୍ରସଙ୍ଗରେ ବିଶେଷ କିଛି ଜାଣନ୍ତି ନାହିଁ।

ସୂଚନାଯୋଗ୍ୟ, ଜୁଲାଇ ୩୦ ତାରିଖରେ ନାଗପୁର ସେଣ୍ଟ୍ରାଲ ଜେଲରେ ୟାକୁବ ମେମନକୁ ଫାଶୀ ଦିଆଯିବ। ତା’ର କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story