ନେପାଳରେ ଭାରତୀୟ ମୁଦ୍ରା ବିନିମୟ ଉପରେ କଟକଣା

କାଠମାଣ୍ଡୁ: ନେପାଳରେ ଭାରତୀୟ ମୁଦ୍ରା ବିନିମୟ ଉପରେ ଲାଗିଛି କଟକଣା। କଳାବଜାରୀ ଘଟଣା ଉପରେ କାବୁ  ପାଇବା ପାଇଁ ନେପାଳ ସରକାର ଦେଶରେ ଭାରତୀୟ ମୁଦ୍ରାର ବିନିମୟ ନେଇ କେତେଗୁଡିଏ କଟକଣା ଜାରି କରିଛନ୍ତି। ଏହି ନିଷ୍ପତ୍ତି ପ୍ରକାରେ ନେପାଳର ରାଷ୍ଟ୍ରୀୟ ବ୍ୟାଙ୍କ ସ୍ଥିର କରିଛି ଯେ ଗୋଟିଏ ଦିନରେ କୌଣସି ବ୍ୟକ୍ତିଙ୍କୁ ୨୫୦୦ ଟଙ୍କାରୁ ଅଧିକ ଭାରତୀୟ ମୁଦ୍ରା ଦିଆଯିବ ନାହିଁ। ଆଉ ଏହି ଅର୍ଥ ପୂର୍ବରୁ ଦିଆଯାଉଥିବା ଭାରତୀୟ ମୁଦ୍ରାର ଅଧା। ଯେ’କୌଣସି ବ୍ୟକ୍ତି […]

rupe

rupe

Rakesh Mallick
  • Published: Saturday, 21 November 2015
  • Updated: 04 May 2017, 03:44 PM IST

Sports

Latest News

କାଠମାଣ୍ଡୁ: ନେପାଳରେ ଭାରତୀୟ ମୁଦ୍ରା ବିନିମୟ ଉପରେ ଲାଗିଛି କଟକଣା। କଳାବଜାରୀ ଘଟଣା ଉପରେ କାବୁ  ପାଇବା ପାଇଁ ନେପାଳ ସରକାର ଦେଶରେ ଭାରତୀୟ ମୁଦ୍ରାର ବିନିମୟ ନେଇ କେତେଗୁଡିଏ କଟକଣା ଜାରି କରିଛନ୍ତି। ଏହି ନିଷ୍ପତ୍ତି ପ୍ରକାରେ ନେପାଳର ରାଷ୍ଟ୍ରୀୟ ବ୍ୟାଙ୍କ ସ୍ଥିର କରିଛି ଯେ ଗୋଟିଏ ଦିନରେ କୌଣସି ବ୍ୟକ୍ତିଙ୍କୁ ୨୫୦୦ ଟଙ୍କାରୁ ଅଧିକ ଭାରତୀୟ ମୁଦ୍ରା ଦିଆଯିବ ନାହିଁ। ଆଉ ଏହି ଅର୍ଥ ପୂର୍ବରୁ ଦିଆଯାଉଥିବା ଭାରତୀୟ ମୁଦ୍ରାର ଅଧା। ଯେ’କୌଣସି ବ୍ୟକ୍ତି ନେପାଳି ମୁଦ୍ରାକୁ ସପ୍ତାହରେ କେବଳ ଗୋଟିଏ ଥର ଭାରତୀୟ ମୁଦ୍ରାରେ ବଦଳାଇ ପାରିବେ। ତା’ସହିତ ଭାରତର ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ନେପାଳରେ ଚାଲି ପାରିବ ନାହିଁ।

 ଭାରତୀୟ ମୁଦ୍ରାର ଦୁରୁପଯୋଗ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ନେପାଳର ରାଷ୍ଟ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story