କଶ୍ମୀର କଟକଣାକୁ ପୁରିଲା ୪ ମାସ, ଅବ୍ଦୁଲ୍ଲା-ମୁଫ୍‌ତିଙ୍କ ମୁକ୍ତି ନେଇ ଚିତ୍ର ଅସ୍ପଷ୍ଟ

ଶ୍ରୀନଗର: ଗତ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ଇତିମଧ୍ୟରେ ୪ ମାସ ବିତିସାରିଛି। କିନ୍ତୁ ସେତେବେଳେ ଗୃହମନ୍ଦୀ ରଖାଯାଇଥିବା ବିଭିନ୍ନ ରାଜନୀତିକ ନେତାମାନଙ୍କୁ କେବେ ମୁକ୍ତି ଦିଆଯିବ ସେନେଇ କିଛି ସ୍ପଷ୍ଟ ଜଣାପଡ଼ୁନାହିଁ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସଙ୍ଗରେ କିଛି ତଥ୍ୟ ଦେବାକୁ ମନା କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି, ୩୭୦ ଧାରା ଉଚ୍ଛେଦ ପରେ କୌଣସି ଅଘଟଣ ଘଟିବା ଆଶଙ୍କାରେ ଏବଂ ଶାନ୍ତି ବ୍ୟାଘାତ ହେବା ସନ୍ଦେହରେ ଏମାନଙ୍କୁ […]

Kashmir

Kashmir

Subrat Kumar Nayak
  • Published: Wednesday, 04 December 2019
  • Updated: 04 December 2019, 04:21 PM IST

Sports

Latest News

ଶ୍ରୀନଗର: ଗତ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ଇତିମଧ୍ୟରେ ୪ ମାସ ବିତିସାରିଛି। କିନ୍ତୁ ସେତେବେଳେ ଗୃହମନ୍ଦୀ ରଖାଯାଇଥିବା ବିଭିନ୍ନ ରାଜନୀତିକ ନେତାମାନଙ୍କୁ କେବେ ମୁକ୍ତି ଦିଆଯିବ ସେନେଇ କିଛି ସ୍ପଷ୍ଟ ଜଣାପଡ଼ୁନାହିଁ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସଙ୍ଗରେ କିଛି ତଥ୍ୟ ଦେବାକୁ ମନା କରାଯାଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ୩୭୦ ଧାରା ଉଚ୍ଛେଦ ପରେ କୌଣସି ଅଘଟଣ ଘଟିବା ଆଶଙ୍କାରେ ଏବଂ ଶାନ୍ତି ବ୍ୟାଘାତ ହେବା ସନ୍ଦେହରେ ଏମାନଙ୍କୁ ଗୃହବନ୍ଦୀ ରଖାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ମୋଟ ୫,୧୬୧ ଲୋକଙ୍କୁ ଅଗଷ୍ଟ ୪ ରାତିଠାରୁ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରେ ପଥର ଫିଙ୍ଗାଳି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଅଛନ୍ତି।
ସରକାର ଆହୁରି ମଧ୍ୟ କହିଥିଲେ, “ପ୍ରତି ମାମଲାର ବିଚାର କରି ବିଭିନ୍ନ ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶ ଆଧାରରେ ଅଟକ ରଖାଯାଇଥିବାରୁ, ଏମାନଙ୍କ ମୁକ୍ତି ନେଇ କୌଣସି ନିର୍ଦ୍ଦିଷ୍ଟ ଅବଧି ବା ଟାଇମ୍‌ଲାଇନ୍‌ ଦେଇହେବ ନାହିଁ।”

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “ଜମ୍ମୁ-କଶ୍ମୀର ସରକାର ରିପୋର୍ଟ ଦେଇଛନ୍ତି ଶାନ୍ତି ଭଙ୍ଗ, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ୫,୧୬୧ ଲୋକଙ୍କୁ ଅଟ ରଖାଯାଇଛି। ଏମାନଙ୍କ ମଧ୍ୟରେ ବିଚ୍ଛିନ୍ନତାବାଦୀ ମଧ୍ୟ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story