ଆସିଲା Mi Credit: ମାତ୍ର ୧୦ ମିନିଟ୍‌ରେ ମିଳିବ ୧ ଲକ୍ଷ ଟଙ୍କାର ଲୋନ୍‌

ନୂଆଦିଲ୍ଲୀ: ଚାଇନିଜ ମୋବାଇଲ କମ୍ପାନୀ ଶାଓମୀ ଭାରତରେ Mi Credit ସେବା ଆରମ୍ଭ କରିଛି। ଏହା ଜରିଆରେ ଗ୍ରାହକମାନେ ମାତ୍ର ୧୦ ମିନିଟ୍‌ରେ ୧ ଲକ୍ଷ ପର୍ଯ୍ୟନ୍ତ ଲୋନ୍‌ ନେଇ ପାରିବେ। ଯେଉଁ ୟୁଜର୍ସମାନଙ୍କୁ ଶୀଘ୍ର ଲୋନ୍‌ ଦରକାର ସେମାନଙ୍କ ପାଇଁ କମ୍ପାନୀ ଏହି Mi Credit ସେବା ଆରମ୍ଭ କରିଛନ୍ତି। ଏଥିପାଇଁ ଶାଓମୀ KreditBee କମ୍ପାନୀ ସହ ପାର୍ଟନରସିପ୍‌ କରିଛି। ଏହି ପାର୍ଟନରସିପ୍‌ ଜରିଆରେ ଶାଓମୀର ଆଣ୍ଡ୍ରଏଡ୍‌ ବେସ୍‌ଡ MIUI ଅପରେଟିଙ୍ଗ ସିଷ୍ଟମ ବ୍ୟବହାର କରୁଥିବା […]

Mi Credit

Mi Credit

Rakesh Mallick
  • Published: Thursday, 24 May 2018
  • Updated: 24 May 2018, 03:55 PM IST

Sports

Latest News

ନୂଆଦିଲ୍ଲୀ: ଚାଇନିଜ ମୋବାଇଲ କମ୍ପାନୀ ଶାଓମୀ ଭାରତରେ Mi Credit ସେବା ଆରମ୍ଭ କରିଛି। ଏହା ଜରିଆରେ ଗ୍ରାହକମାନେ ମାତ୍ର ୧୦ ମିନିଟ୍‌ରେ ୧ ଲକ୍ଷ ପର୍ଯ୍ୟନ୍ତ ଲୋନ୍‌ ନେଇ ପାରିବେ।

ଯେଉଁ ୟୁଜର୍ସମାନଙ୍କୁ ଶୀଘ୍ର ଲୋନ୍‌ ଦରକାର ସେମାନଙ୍କ ପାଇଁ କମ୍ପାନୀ ଏହି Mi Credit ସେବା ଆରମ୍ଭ କରିଛନ୍ତି। ଏଥିପାଇଁ ଶାଓମୀ KreditBee କମ୍ପାନୀ ସହ ପାର୍ଟନରସିପ୍‌ କରିଛି। ଏହି ପାର୍ଟନରସିପ୍‌ ଜରିଆରେ ଶାଓମୀର ଆଣ୍ଡ୍ରଏଡ୍‌ ବେସ୍‌ଡ MIUI ଅପରେଟିଙ୍ଗ ସିଷ୍ଟମ ବ୍ୟବହାର କରୁଥିବା ୟୁଜର୍ସ KYC ପୂରା କରି ୧ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ନେଇ ପାରିବେ।

ସୂଚନାଯୋଗ୍ୟ ଯେ, ଶାଓମୀର ଅଧିକାଂଶ ସ୍ମାର୍ଟଫୋନ୍‌ରେ MIUI ଓଏସ୍‌ ଦିଆଯାଇଛି। ଅର୍ଥାତ ଆପଣଙ୍କ ପାଖରେ Mi A1 ଫୋନ ଅଛିତ, ଆପଣ ଲୋନ୍‌ ପାଇଁ ଆବେଦନ କରିପାରିବେ ନାହିଁ।

ତେବେ ଏହି ଲୋନ୍‌ ପାଇଁ କେତେ ସୁଧ ଦେବାକୁ ପଡ଼ିବ ଏହା କମ୍ପାନୀ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ।  ଏହାସହ KYC ପାଇଁ କ’ଣ ସବୁ କାଗଜପତ୍ର ଦରକାର ତାହା ମଧ୍ୟ କମ୍ପାନୀ ପକ୍ଷରୁ କିଛି କୁହାଯାଇନାହିଁ। ହେଲେ କମ୍ପାନୀ ଶୀଘ୍ର ଏହା ମଧ୍ୟ ସ୍ପଷ୍ଟ କରିଦେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story