ଧ୍ୱଂସ ହୋଇଗଲା ବାୟୁସେନାର ମିଗ୍‌-୨୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍‌-୨୧ ବାଇସନ ଯୁଦ୍ଧ ବିମାନ ଆଜି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ରାଜସ୍ଥାନର ବିକାନେରର ଶୋହାବ ସର କି ଧାନି ଅଞ୍ଚଳରେ ଯୁଦ୍ଧ ବିମାନଟି ଖସିବା ପରେ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ତେବେ ଏହାକୁ ଚଳାଉଥିବା ପାଇଲଟ୍‌ ଜଣଙ୍କ ଦୁର୍ଘଟଣା ପୂର୍ବରୁ ଆକାଶଛତା ଦ୍ୱାରା ସୁରକ୍ଷିତ ଇଜେକ୍ଟ କରିଯାଇଥିବା ଜଣାପଡ଼ିଛି। ନିୟମିତ କାର୍ଯ୍ୟସୂଚୀ ଅନୁଯାୟୀ, ନାଲ ସ୍ଥିତ ବାୟୁସେନା ଏୟାର ବେସ୍‌ରୁ ମିଗ୍‌-୨୧ ବିମାନ ଉଡ଼ାଣ ଭରିଥିଲା। ତେବେ ମଝି ଆକାଶରେ ଏହା […]

y

y

Hemant Lenka
  • Published: Friday, 08 March 2019
  • Updated: 08 March 2019, 04:11 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍‌-୨୧ ବାଇସନ ଯୁଦ୍ଧ ବିମାନ ଆଜି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ରାଜସ୍ଥାନର ବିକାନେରର ଶୋହାବ ସର କି ଧାନି ଅଞ୍ଚଳରେ ଯୁଦ୍ଧ ବିମାନଟି ଖସିବା ପରେ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ତେବେ ଏହାକୁ ଚଳାଉଥିବା ପାଇଲଟ୍‌ ଜଣଙ୍କ ଦୁର୍ଘଟଣା ପୂର୍ବରୁ ଆକାଶଛତା ଦ୍ୱାରା ସୁରକ୍ଷିତ ଇଜେକ୍ଟ କରିଯାଇଥିବା ଜଣାପଡ଼ିଛି।

ନିୟମିତ କାର୍ଯ୍ୟସୂଚୀ ଅନୁଯାୟୀ, ନାଲ ସ୍ଥିତ ବାୟୁସେନା ଏୟାର ବେସ୍‌ରୁ ମିଗ୍‌-୨୧ ବିମାନ ଉଡ଼ାଣ ଭରିଥିଲା। ତେବେ ମଝି ଆକାଶରେ ଏହା ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଏହାପରେ ବିମାନଟି ତଳକୁ ଖସିବା ଆରମ୍ଭ କରିଥିଲା।

ତେବେ ଏହା କ୍ରାଶ ହେବା ପୂର୍ବରୁ ପାଇଲଟ୍‌ ଜଣଙ୍କ ଏହା ମଧ୍ୟରୁ ବାହାରି ଯାଇଥିବା କୁହାଯାଉଛି। କିନ୍ତୁ ଏଯାଏ ତାଙ୍କର ପତ୍ତା ମିଳିନାହିଁ। ବାୟୁସେନା ପକ୍ଷରୁ ଘଟଣାର କୋର୍ଟ ଅଫ୍‌ ଇନକ୍ୱାରୀ ଅର୍ଡର ଦିଆଯାଇଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ବିମାନରେ ପକ୍ଷୀ ମାଡ଼ ହେବାରୁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଇଛି।

ଫେବୃଆରୀ ୨୭ରେ ମିଗ୍‌-୨୧ ବାଇସନ ଯୁଦ୍ଧ ବିମାନକୁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଚଳାଉଥିଲେ। ଯାହା ପାକିସ୍ତାନକୁ ଆକାଶମାର୍ଗରେ ମାତ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story