ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରାଙ୍କ ଇସ୍ତଫା

ମୁମ୍ବାଇ: ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଜାତୀୟ ସ୍ତରରେ ଲାଗିରହିଥିବା ଅସ୍ଥିରତାକୁ ସ୍ୱାଭାବିକ କରିବା ପାଇଁ ତାଙ୍କୁ ଦାୟିତ୍ୱ ନେବାର ଅଛି। କିନ୍ତୁ ତାଙ୍କୁ କେଉଁ ପଦବୀ ମିଳିବ ସେନେଇ ସେ କିଛି କହିନାହାନ୍ତି। ଚଳିତ ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ସେ ପ୍ରସ୍ତାବ ଦେଇଛନ୍ତି, ଏହି ନିର୍ବାଚନ ଯାଏ ୩ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ନେଇ ଏକ ମିଳିତ ନେତୃମଣ୍ଡଳୀ ଗଠିତ କରାଯାଉ। ରବିବାର […]

milind

milind

Subrat Kumar Nayak
  • Published: Sunday, 07 July 2019
  • Updated: 07 July 2019, 08:46 PM IST

Sports

Latest News

ମୁମ୍ବାଇ: ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଜାତୀୟ ସ୍ତରରେ ଲାଗିରହିଥିବା ଅସ୍ଥିରତାକୁ ସ୍ୱାଭାବିକ କରିବା ପାଇଁ ତାଙ୍କୁ ଦାୟିତ୍ୱ ନେବାର ଅଛି। କିନ୍ତୁ ତାଙ୍କୁ କେଉଁ ପଦବୀ ମିଳିବ ସେନେଇ ସେ କିଛି କହିନାହାନ୍ତି। ଚଳିତ ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ସେ ପ୍ରସ୍ତାବ ଦେଇଛନ୍ତି, ଏହି ନିର୍ବାଚନ ଯାଏ ୩ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ନେଇ ଏକ ମିଳିତ ନେତୃମଣ୍ଡଳୀ ଗଠିତ କରାଯାଉ।

ରବିବାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି, ମହାରାଷ୍ଟ୍ରରେ କଂଗ୍ରେସ ପାଇଁ ୨ଟି ବଡ଼ ଆହ୍ୱାନ ହେଉଛି ବିଜେପି-ଶିବସେନା ମେଣ୍ଟର ମୁକାବିଲା କରିବା ଏବଂ ପ୍ରକାଶ ଆମ୍ବେଦକରଙ୍କ 'ବଞ୍ଚିତ ଆଗାଢ଼ି'ର ପ୍ରଭାବ ହ୍ରାସ କରିବା। ମିଲିନ୍ଦ ଜୁନ୍‌ ୨୬ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ବୈଠକ କରିବା ପରେ ହିଁ ଇସ୍ତଫା ନେଇ ଇଚ୍ଛା ପ୍ରକାଶ କରିଥିଲେ।

ମିଲିନ୍ଦଙ୍କ ଏହି ବିବୃତି ଏଆଇସିସିର ସାଧାରଣ ସମ୍ପାଦକ ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ କେସି ଭେନୁଗୋପାଲଙ୍କ ନିକଟକୁ ମଧ୍ୟ ପଠାଯାଇଥିବା କୁହାଯାଇଛି। ମିଲିନ୍ଦଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବର୍ତ୍ତମାନ ଯେଉଁ ଦାୟିତ୍ୱର ଆବଶ୍ୟକତା ଅଛି, ତା’କୁ ତୁଲାଇବାକୁ ହେବ। ସୂଚନାଯୋଗ୍ୟ ଯେ, ମିଲିନ୍ଦ ଚଳିତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ହିଁ ମୁମ୍ବାଇ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story