ମିଆଁମାରରେ ବନ୍ୟା, ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ୟାଙ୍ଗୁନ: ଜୁଲାଇ ମାସଠାରୁ ମିଆଁମାରରେ ପ୍ରବଳ ବର୍ଷା ଲାଗି ରହିବାଥିବା ଯୋଗୁ ପରିସ୍ଥିତି  ଜଟିଳ ହୋଇପଡିଛି। ବନ୍ୟା ଯୋଗୁ  ଦେଶରେ ବ୍ୟାପକ  କ୍ଷୟକ୍ଷତି  ଘଟିଛି। ୧,୧୪,୮୪୫ ଲୋକ ବନ୍ୟାରେ ପ୍ରଭାବିତ  ହୋଇଛନ୍ତି।  ପ୍ରବଳ ବର୍ଷା ଯୋଗୁ  ୧୨ଟି ପ୍ରଦେଶ ଓ ୪୨ଟି ସହର ଜଳମଗ୍ନ ହେବା ସହ ବ୍ୟାପକ ଶସ୍ୟକ୍ଷେତ୍ର ନଷ୍ଟ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ସ୍କୁଲ ,କଲେଜକୁ ବନ୍ଦ କରିଦିଆଯାଇଛି। ବନ୍ୟା ଯୋଗୁ ଏକାଧିକ ଘର ଭାଙ୍ଗିଯାଇଛି। ସହର ମୁଖ୍ୟ ରାସ୍ତା ଗୁଡିକ ଗାଡି ଚଳାଚଳ […]

mymara

mymara

Rakesh Mallick
  • Published: Sunday, 02 August 2015
  • Updated: 04 May 2017, 03:45 PM IST

Sports

Latest News

ୟାଙ୍ଗୁନ: ଜୁଲାଇ ମାସଠାରୁ ମିଆଁମାରରେ ପ୍ରବଳ ବର୍ଷା ଲାଗି ରହିବାଥିବା ଯୋଗୁ ପରିସ୍ଥିତି  ଜଟିଳ ହୋଇପଡିଛି। ବନ୍ୟା ଯୋଗୁ  ଦେଶରେ ବ୍ୟାପକ  କ୍ଷୟକ୍ଷତି  ଘଟିଛି। ୧,୧୪,୮୪୫ ଲୋକ ବନ୍ୟାରେ ପ୍ରଭାବିତ  ହୋଇଛନ୍ତି।  ପ୍ରବଳ ବର୍ଷା ଯୋଗୁ  ୧୨ଟି ପ୍ରଦେଶ ଓ ୪୨ଟି ସହର ଜଳମଗ୍ନ ହେବା ସହ ବ୍ୟାପକ ଶସ୍ୟକ୍ଷେତ୍ର ନଷ୍ଟ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ସ୍କୁଲ ,କଲେଜକୁ ବନ୍ଦ କରିଦିଆଯାଇଛି। ବନ୍ୟା ଯୋଗୁ ଏକାଧିକ ଘର ଭାଙ୍ଗିଯାଇଛି। ସହର ମୁଖ୍ୟ ରାସ୍ତା ଗୁଡିକ ଗାଡି ଚଳାଚଳ ବନ୍ଦ କରି ଦିଆଯାଇଛି। ବନ୍ୟାରେ ପ୍ରଭାବିତ ହୋଇଥିବା  ଅଞ୍ଚଳ ଗୁଡିକୁ ରିଲିଫ ଯୋଗାଇ ଦିଆଯାଉଛି।  କୟାନ ଓ ମନ ଅଞ୍ଚଳରେ ବନ୍ୟା  ପାଇଁ  ୩୧ ଟି ରିଲିଫ୍ କ୍ୟାମ୍ପ କରାଯାଇଛି। ଲୋକମାନଙ୍କୁ  ଉଚ୍ଚ ସ୍ଥାନକୁ ସ୍ତାନାନ୍ତର କରାଯାଉଛି।  ଦେଶର ୫ ଟି ପ୍ରମୁଖ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆସନ୍ତା ଦୁଇ ଦିନରେ ଏଗୁଡ଼ିକରେ ବନ୍ୟା ଆସିପାରେ ବୋଲି ପାଣିପାଗ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story