ମୋଦି ସରକାରଙ୍କ ସ୍ୱଚ୍ଛ ଭାରତ ଏମିତି : ସର୍ବସାଧାରଣରେ ପରିସ୍ରା କଲେ କେନ୍ଦ୍ରମନ୍ତ୍ରୀ, ଫଟୋ ଭାଇରାଲ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତର ନାରାକୁ ଖୋଦ ନିଜ ମନ୍ତ୍ରୀମାନେ କିଭଳି ପାଳନ କରୁଛନ୍ତି  ତାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ସମସ୍ତଙ୍କୁ ପରିସ୍କାର ଓ ପରିଛନ୍ନତାର ବାଣୀ ଦେଉଥିବା ବିଜେପି ନେତାମାନେ ନିଜେ କେତେ ସ୍ୱଚ୍ଛ ତାହା ଆପଣ ନିଜ ଆଖିରେ ଏବେ ଦେଖିପାରିବେ।  ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂ ସର୍ବସାଧାରଣ ସ୍ଥାନରେ ପରିସ୍ରା କରୁଥିବାର ଦୃଶ୍ୟ  କ୍ୟମେରାରେ ଧରାପଡ଼ିଯାଇଛି। ନିଜ ନିର୍ବାଚନମଣ୍ଡଳୀ ବିହାରର ପୂର୍ବ […]

minister

minister

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 08:06 PM IST

Sports

Latest News

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତର ନାରାକୁ ଖୋଦ ନିଜ ମନ୍ତ୍ରୀମାନେ କିଭଳି ପାଳନ କରୁଛନ୍ତି  ତାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ସମସ୍ତଙ୍କୁ ପରିସ୍କାର ଓ ପରିଛନ୍ନତାର ବାଣୀ ଦେଉଥିବା ବିଜେପି ନେତାମାନେ ନିଜେ କେତେ ସ୍ୱଚ୍ଛ ତାହା ଆପଣ ନିଜ ଆଖିରେ ଏବେ ଦେଖିପାରିବେ।  ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂ ସର୍ବସାଧାରଣ ସ୍ଥାନରେ ପରିସ୍ରା କରୁଥିବାର ଦୃଶ୍ୟ  କ୍ୟମେରାରେ ଧରାପଡ଼ିଯାଇଛି। ନିଜ ନିର୍ବାଚନମଣ୍ଡଳୀ ବିହାରର ପୂର୍ବ ଚମ୍ପରଣରେ ରାଧାମୋହନ ସିଂ କୌଣସି ଏକ କାନ୍ଥକୁ ଆଉଜି  ପରିସ୍ରା କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ହେଉଥିବା ଫଟୋରେ ଘଟଣାସ୍ଥଳରେ କିଛି ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ଦେଖାଯାଇଛି।  ତେବେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଜବାବ ରଖିଛନ୍ତି ନିଜେ ରାଧାମୋହନ ସିଂ। ସେ କହିଛନ୍ତି ଯେ, ପାଖରେ କୌଣସି ପରିସ୍ରାଗାର ନ ଥିଲା। ସେ ଜାଣିସୁଣି ଏହି କାମ କରିନାହାନ୍ତି।  ସେହିପରି ବିଜେପି ମୁଖପାତ୍ର ରାଜୀବ ରଞ୍ଜନ କରିଛନ୍ତି ଯେ, ମନ୍ତ୍ରୀ କିଛି ଭୁଲ କାମ କରିନାହାନ୍ତି। ପ୍ରକୃତିର ସ୍ୱଭାବିକ୍‌ ପ୍ରକ୍ରିୟାକୁ କେହି ଜଣେ ଚାହିଁଲେ ଦୀର୍ଘ ସମୟ ଧରି ଅଟକାପାରିବ ନାହିଁ ବୋଲି ସେ କହିଛନ୍ତି।  ସେ ଓଲଟି ପଚାରିଛନ୍ତି ଯଦି ଆପଣ କୌଣସି ଲଙ୍ଗ ଜର୍ଣ୍ଣି ଯାଉଛନ୍ତି, ବାଟରେ ପରିସ୍ରାଲାଗିଲା  ଆଉ ପାଖରେ ପରିସ୍ରାଗାର ନଥିଲେ କ’ଣ କରିବେ।

ସୌଜନ୍ୟ ହିନ୍ଦୁସ୍ଥାନ୍‌ ଟାଇମସ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story