ପଡ଼ିଶା ଘର ଆଣ୍ଟି କରୁଥିଲେ ଏମିତି କାଣ୍ଡ, ଦେଖିଦେଲେ ମା’  

ବିଜୟଓ୍ଵାଡ଼ା: ଦୁଷ୍କର୍ମ ଘଟଣା ଆଉ ଏବେ ଆମ ଚାରିପଟେ କିଛି ନୂଆ କଥା ହୋଇନାହିଁ। ପ୍ରତିଦିନ କିଛି ନା କିଛି ଏମିତି ଘଟଣା ସାମ୍ନାକୁ ଆସୁଛି। ଦଣ୍ଡିବଧାନ ପରେ ମଧ୍ୟ ଯୌନ ପିପାସୁଙ୍କ କଦର୍ଯ୍ୟ ମାନସକିତାରେ କୌଣସି ପରିବର୍ତ୍ତନ ଆସୁନାହିଁ। ଜାଣି ଆଶ୍ଚର୍ଯ୍ୟ ହେବେ ବଳାତ୍କାର କରିବାର ଏହି ହୀନ ମାନସିକତା ଖାଲି ପୁରୁଷଙ୍କ ପାଖରେ ନୁହେଁ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ନିକଟରେ ଏମିତି ଏକ କାଣ୍ଡର ପର୍ଦ୍ଦାଫାଶ ହେବା ପରେ ସମ୍ପୃକ୍ତ ମହିଳାଙ୍କୁ […]

toka

toka

Rakesh Mallick
  • Published: Monday, 11 June 2018
  • Updated: 11 June 2018, 05:53 PM IST

Sports

Latest News

ବିଜୟଓ୍ଵାଡ଼ା: ଦୁଷ୍କର୍ମ ଘଟଣା ଆଉ ଏବେ ଆମ ଚାରିପଟେ କିଛି ନୂଆ କଥା ହୋଇନାହିଁ। ପ୍ରତିଦିନ କିଛି ନା କିଛି ଏମିତି ଘଟଣା ସାମ୍ନାକୁ ଆସୁଛି। ଦଣ୍ଡିବଧାନ ପରେ ମଧ୍ୟ ଯୌନ ପିପାସୁଙ୍କ କଦର୍ଯ୍ୟ ମାନସକିତାରେ କୌଣସି ପରିବର୍ତ୍ତନ ଆସୁନାହିଁ। ଜାଣି ଆଶ୍ଚର୍ଯ୍ୟ ହେବେ ବଳାତ୍କାର କରିବାର ଏହି ହୀନ ମାନସିକତା ଖାଲି ପୁରୁଷଙ୍କ ପାଖରେ ନୁହେଁ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ନିକଟରେ ଏମିତି ଏକ କାଣ୍ଡର ପର୍ଦ୍ଦାଫାଶ ହେବା ପରେ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ।

ଅଭିଯୁକ୍ତ ମହିଳାଙ୍କ ବୟସ ୪୫ ବର୍ଷ । ପୂର୍ବରୁ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇ ସାରିଛି। ଦୀର୍ଘ ଦିନ ଏକୁଟିଆ ରହିବା ପରେ ମହିଳା ଜଣକ ନିଜ ଉପରୁ ନିୟନ୍ତ୍ରଣା ହରାଇ ବସିଥିଲେ ଆଉ ଦେହ ଭୋକ ମେଣ୍ଟାଇବାକୁ ତାଙ୍କ ନଜର ପଡିଥିବା ପୋଡୋଶୀ ଘରର ୧୫ ବର୍ଷ ଜଣେ ନାବାଳକ ଉପରେ। ପ୍ରଥମେ ପ୍ରଥମେ ସେ ନାବାଳକ ଜଣଙ୍କୁ ବହଲାଇ ଫୁସୁଲାଇ ଘରକୁ ଡାକୁଥିଲେ । କେତେବେଳେ ଚକ୍‌ଲେଟ୍‌ ତ କେତେବେଳେ ମୋବାଇଲ୍‌ ‍ଫୋନ୍‌ ଆଉ ଭିଡିଓ ଗେମ୍‌ ଦେବାକୁ ପ୍ରଲୋଭନ ଦେଖାଉଥିଲେ।  ଏମିତି ସ୍ଥିତିରେ ବାଳକଟି ତାଙ୍କ ଘରକୁ ଯିବା ଆସିବା କରିବା ବେଳେ ପ୍ରଥମେ ଜୋର ଜବରଦସ୍ତ ତା ସହ ସହବାସ କରିଥିଲେ ମହିଳା। ଏ କଥା କହାକୁ କହିଲେ କେହି ତା କଥା କେହି ବିଶ୍ୱାସ କରିବେନି ବରଂ ସେ ସମସ୍ତଙ୍କ ପାଖରେ ମିଛୁଆ ହେବ ଆଉ ଅପରାଧ କରିଛି ବୋଲି ଦଣ୍ଡ ପାଇବ ବୋଲି ମହିଳା ଜଣକ ତାଙ୍କୁ କହିଥିଲେ। ଏ କଥା ଶୁଣି ନାବାଳକ ଜଣକ ଡରିଯାଇଥିଲେ। ଯାହାର ସୁଯୋଗ ନେଇ ମହିଳା ଜଣକ ବାରମ୍ବାର ଉକ୍ତ ନାବାଳକଙ୍କୁ ଘରକୁ ଡାକି ନିଜ ଯୌନ ଲାଳସା ଚରିତାର୍ଥ କରୁଥିଲେ।

ବିଜୟଓ୍ଵାଡାର ନୁନ୍ନା ଥାନା ଅଞ୍ଚଳରେ ଏହି ଘଟଣା ଦୀର୍ଘଦିନ ଧରି ଘଟୁଥିବା ବେଳେ ଶନିବାର ପୋଲିସ ପଞ୍ଝାରେ ଧରା ଦେଇଛନ୍ତି ଉକ୍ତ ମହିଳା।  ପୋଲିସ କହିଛି ଯେ, ସମ୍ପୃକ୍ତ ନାବାଳକ ନିକଟରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଗ୍ରୀଷ୍ମାବକାଶ ବିତାଇ ବିଜୟଓ୍ଵାଡାରୁ ନୁନ୍ନାକ ଫେରିଥିଲେ। ପିଲାଟି ଘରକୁ ଫେରିବା ଜାଣି ତାଙ୍କ ଘର ପାଖର ସେହି ବିଧବା ମହିଳା ଜଣକ ନାବାଳକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଘରକୁ ଡାକି ନେଇଥିଲେ। ପୂର୍ବଭଳି ଏ ଥର ମଧ୍ୟ ମହିଳା ଜଣକ ଜୋର କରି ଉକ୍ତ ନାବାଳକଙ୍କ ସହ ସହବାସ କରୁଥିବା ବେଳେ ନାବାଳକଙ୍କ ମା’ ଏହା ଦେଖି ଦେଇଥିଲେ। ପୋଲିସ ଖବର ଦିଆଯିବା ପରେ ମହିଳା ଜଣକ ପୋକ୍‌ସୋ ଆକ୍ଟର ଧାରା ୪ରେ ଗିରଫ ହୋଇ ପୋଲିସ ରିମାଣ୍ଡରେ ଅଛନ୍ତି। ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି ଉକ୍ତ ମହିଳା। ଉଭୟ ନାବାଳକ ଓ ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଛି । ତଦନ୍ତରୁ ମହିଳାଜଣକ ମାସାଧିକ କାଳ ନାବାଳିକାଙ୍କୁ ଯୌନଶୋଷଣ କରିଥିବା ଜଣାପଡ଼ିଛି ବୋଲି ନୁନ୍ନା ଥାନା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story