୧୮ ବର୍ଷରୁ କମ୍ ବୟସର ଝିଅଙ୍କୁ ବିବାହ କରୁଥିଲେ ସାବଧାନ: ସେକ୍ସ କଲେ ବଳାତ୍କାର ମାମଲାରେ ଫସିବେ

ନୂ୍ଆଦିଲ୍ଲୀ: ଅପ୍ରାପ୍ତ ବୟସରେ ଝିଅକୁ ବିବାହ କରୁଥିବା କିମ୍ବା ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖୁଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି । ଏଣିକି ଏହି ଅଭିଯୋଗରେ ଯିବାକୁ ପଡିବ ଜେଲ୍।  ୧୮ ବର୍ଷରୁ କମ୍ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ଦୁଷ୍କର୍ମ। ତେଣୁ ଏହା ଧର୍ତ୍ତବ୍ୟ ଅପରାଧ । ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପୂର୍ବରୁ ୧୮ ବର୍ଷରୁ କମ୍ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିଥିବା ପୁରୁଷଙ୍କୁ ଆଇନଗତ […]

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 10:49 PM IST

Sports

Latest News

ନୂ୍ଆଦିଲ୍ଲୀ: ଅପ୍ରାପ୍ତ ବୟସରେ ଝିଅକୁ ବିବାହ କରୁଥିବା କିମ୍ବା ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖୁଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି । ଏଣିକି ଏହି ଅଭିଯୋଗରେ ଯିବାକୁ ପଡିବ ଜେଲ୍।  ୧୮ ବର୍ଷରୁ କମ୍ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ଦୁଷ୍କର୍ମ। ତେଣୁ ଏହା ଧର୍ତ୍ତବ୍ୟ ଅପରାଧ । ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପୂର୍ବରୁ ୧୮ ବର୍ଷରୁ କମ୍ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିଥିବା ପୁରୁଷଙ୍କୁ ଆଇନଗତ ସୁରକ୍ଷା ଥିଲା।  ସେପଟେ କୋର୍ଟଙ୍କ ରାୟ ପରେ ଅପ୍ରାପ୍ତ ବୟସରେ ବିବାହ ଓ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ହୋଇପାରିବ।

ଏହା ଅପରାଧ ଓ ଅନ୍ୟ ଦୁଷ୍କର୍ମ ମାମଲା ଭଳି ଏହାର ବିଚାର କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ତେବେ ପତ୍ନୀଙ୍କୁ ଘଟଣାର ବର୍ଷକ ମଧ୍ୟରେ ସ୍ୱାମୀଙ୍କ ନାଁରେ ଏତଲା ଦାଏର କରିବାକୁ ପଡିବ।  ଏପରି ଅଭିଯୋଗ ଆସିଲେ ସ୍ୱାମୀ ନାଁରେ ଶିଶଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ  ପକ୍ସୋ ଆଇନରେ ମାମଲା ରୁଜୁ ହେବ।  ଏକ ଆବେଦନର ଶୁଣାଣି କରି  ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

୧୮ ବର୍ଷରୁ କମ୍ ପତ୍ନୀଙ୍କ ସହ ଶାରିରୀକ ସଂପର୍କ ରଖୁଥିବା ସ୍ୱାମୀଙ୍କୁ ପୂର୍ବରୁ ଆଇପିସିର ଧାରା ୩୭୫ରେ ସୁରକ୍ଷା ମିଳୁଥିଲା। ଏହି ବ୍ୟବସ୍ଥାକୁ ବଳବତ୍ତର ରଖିବା ନେଇ କେନ୍ଦ୍ର ସରକାର କୋର୍ଟରେ ମତ ରଖିଥିଲେ।  ଦେଶରେ ଏଭଳି ବିବାହ ଏକ ବାସ୍ତବତା ଓ ଏହାକୁ ସୁରକ୍ଷା ମିଳିବା ଦରକାର ବୋଲି ସରକାର କହିଥିଲେ । ତେବେ ଏହା ସମ୍ବିଧାନ ଓ ମୌଳିକ ଅଧିକାରର ଉଲ୍ଲଙ୍ଘନ କରୁଥିବା ସୁପ୍ରିମକୋର୍ଟ ମତ ଦେଇଛନ୍ତି । କୋର୍ଟଙ୍କ ରାୟ ପରେ ବାଲ୍ୟ ବିବାହ କରିଥିବା ଦେଶର ୨ କୋଟି ୩୦ ଲକ୍ଷରୁ ଅଧିକ ନାବାଳିକାଙ୍କୁ ଆଇନଗତ ସୁରକ୍ଷା ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story