ଏନଆଇଏ ଜାଲରେ ବିଶ୍ୱାସଘାତକ ବିଧାୟକ: ଟଙ୍କା ନେଇ ଆତଙ୍କବାଦୀଙ୍କୁ ଦେଉଥିଲେ ସହାୟତା

ଶ୍ରୀନଗର: ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ନିକଟରେ ହାଜର ହୋଇଛନ୍ତି ଜାମ୍ମୁ କାଶ୍ମୀର ବିଧାୟକ ଶେଖ୍ ଅବଦୁଲ ରସିଦ୍।  ଆତଙ୍କାବାଦୀ ସଂଗଠନକୁ ସାହାଯ୍ୟ କରିଥିବା ଅଭିଯୋଗରେ ଏନଆଇଏ ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା।  ପ୍ରଥମଥର ପାଇଁ ଜାମ୍ମୁ କାଶ୍ମୀର ଜଣେ ବିଧାୟକ ଏନଆଇଏ ନିକଟରେ ହାଜର ହୋଇଛନ୍ତି।   ରସିଦ୍ ଆଜି କିଛି ଡକ୍ୟୁମେଣ୍ଟ ଧରି ଦିଳ୍ଲୀର ଏନଆଇଏ କାର୍ଯ୍ୟାଳୟରେ ହାଜର ହୋଇଥିଲେ।  ସେପଟେ ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ପୁରା ଆସ୍ଥା […]

p4444

p4444

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 04:48 PM IST

Sports

Latest News

ଶ୍ରୀନଗର: ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ନିକଟରେ ହାଜର ହୋଇଛନ୍ତି ଜାମ୍ମୁ କାଶ୍ମୀର ବିଧାୟକ ଶେଖ୍ ଅବଦୁଲ ରସିଦ୍।  ଆତଙ୍କାବାଦୀ ସଂଗଠନକୁ ସାହାଯ୍ୟ କରିଥିବା ଅଭିଯୋଗରେ ଏନଆଇଏ ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା।  ପ୍ରଥମଥର ପାଇଁ ଜାମ୍ମୁ କାଶ୍ମୀର ଜଣେ ବିଧାୟକ ଏନଆଇଏ ନିକଟରେ ହାଜର ହୋଇଛନ୍ତି।   ରସିଦ୍ ଆଜି କିଛି ଡକ୍ୟୁମେଣ୍ଟ ଧରି ଦିଳ୍ଲୀର ଏନଆଇଏ କାର୍ଯ୍ୟାଳୟରେ ହାଜର ହୋଇଥିଲେ।  ସେପଟେ ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ପୁରା ଆସ୍ଥା ରହିଛି।  ଖୁବଶୀଘ୍ର ସତ୍ୟ ପ୍ରମାଣିତ ହେବ ବୋଲି ରସିଦ ଗଣମାଧ୍ୟମକୁ କହିଛନ୍ତି।  ଆତଙ୍କବାଦୀଅମାନଙ୍କ ଠାରୁ ଟଙ୍କା ଆଦାୟ କରିବା, ସହଯୋଗ କରିବା ଓ ସେମାନଙ୍କୁ ସମର୍ଥନ କରିବା ଅଭିଯୋଗରେ ଏନଆଇଏ ପକ୍ଷରୁ ତଦନ୍ତ ଜାରି ରହିଛି।   ବର୍ତ୍ତମାନ ସୁଦ୍ଧା ୧୦ଜଣଙ୍କୁ ଗିରଫ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos