ଶ୍ମଶାନରେ ଶୋଇଲେ ବିଧାୟକ: ହେଲେ କାହିଁକି, ପଢନ୍ତୁ ପୂରା ରିପୋର୍ଟ

ଗୋଦାବରୀ (ଓଡ଼ିଶା ରିପୋର୍ଟର) :ବିଜ୍ଞାନ ଯେତେ ଉପରକୁ ଗଲେ ମଧ୍ୟ ଆଜି ବି ମଣିଷ ଅନ୍ଧବିଶ୍ୱାସର ବୁଢିଆଣୀ ଜାଲରୁ ମୁକୁଳି ପାରୁନି। ଭୂତ-ପ୍ରେତ, ଡାହାଣୀ, ଚିରଗୁଣୀ, ଅତୃତ୍ପ ଆତ୍ମା ଏମିତି ଅନେକ ଭୟରେ ଘାଣ୍ଟିସନ୍ତୁଳି ହେଉଛି ମଣିଷ। ଏହି ଭୂତ ଭୟରେ ଗୋଟିଏ ମଶାଣିରେ ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଉଠିବାରୁ କାମ କରିବା ପାଇଁ ଶ୍ରମିକ ବି ମନାକଲେ। ହେଲେ ଲୋକଙ୍କ ମନରୁ ଏହି ଧାରଣାକୁ ଦୂର ପାଇଁ ଜଣେ ବିଧାୟକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। […]

d-888

d-888

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 07:04 PM IST

Sports

Latest News

ଗୋଦାବରୀ (ଓଡ଼ିଶା ରିପୋର୍ଟର) :ବିଜ୍ଞାନ ଯେତେ ଉପରକୁ ଗଲେ ମଧ୍ୟ ଆଜି ବି ମଣିଷ ଅନ୍ଧବିଶ୍ୱାସର ବୁଢିଆଣୀ ଜାଲରୁ ମୁକୁଳି ପାରୁନି। ଭୂତ-ପ୍ରେତ, ଡାହାଣୀ, ଚିରଗୁଣୀ, ଅତୃତ୍ପ ଆତ୍ମା ଏମିତି ଅନେକ ଭୟରେ ଘାଣ୍ଟିସନ୍ତୁଳି ହେଉଛି ମଣିଷ। ଏହି ଭୂତ ଭୟରେ ଗୋଟିଏ ମଶାଣିରେ ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଉଠିବାରୁ କାମ କରିବା ପାଇଁ ଶ୍ରମିକ ବି ମନାକଲେ। ହେଲେ ଲୋକଙ୍କ ମନରୁ ଏହି ଧାରଣାକୁ ଦୂର ପାଇଁ ଜଣେ ବିଧାୟକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଲୋକଙ୍କ ମନରୁ ଭୟ ଏବଂ ଆଶଙ୍କା ଦୂର ପାଇଁ ବିଧାୟକ ଜଣକ ସେହି ମଶାଣିରେ ଶୋଇଥିଲେ। ଆନ୍ଧ୍ରପ୍ରଦେଶ ଶାସକ ତେଲଗୁଦେଶମ୍‌ ପାର୍ଟି (ଟିଡିପି)ର ଜଣେ ବିଧାୟକଙ୍କ ଏହି ସାହସିକ ପଦକ୍ଷେପ ସାଧାରଣରେ ପ୍ରଶଂସନୀୟ ହୋଇଛି।

ମଶାଣିରେ ସେ ଏକା କଟାଇଛନ୍ତି। ମୁଖ୍ୟତଃ ଶ୍ମଶାନ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବାବେଳେ ଶ୍ରମିକମାନେ ଏଠାରେ ଭୂତ-ପ୍ରେତ ଡରି  କାମ କରିବା ପାଇଁ ଅରାଜି ହୋଇଥିଲେ।  ଏପରିକି ଶ୍ମଶାନରେ କାମ କଲେ ଭୂତ ତଥା ଅତୃପ୍ତ ଆତ୍ମା ସେମାନଙ୍କ ଉପରେ ଅସନ୍ତୁଷ୍ଟ ହେବା ଆଶଙ୍କା କରି ସେମାନେ କାମ କରୁ ନଥିଲେ। ଏହି ଡର ଦୂର କରିବା ପାଇଁ ଟିଡିପି ବିଧାୟକ ନିମ୍ମାଲା ରାମା ନାଇଡୁ ଗୋଟିଏ ରାତି ଶ୍ମଶାନରେ ଶୋଇଥିଲେ। ଗୋଦାବରୀ ଜିଲାର ପାଲାକୋଲେ ବିଧାନସଭା କ୍ଷେତ୍ରରେ ଏକ ହିନ୍ଦୁ ଶ୍ମଶାନ ବାଟିକାର ପୁନରୁଦ୍ଧାର କାର୍ଯ୍ୟ ଅଟକି ଯାଇଥିଲା ।

ଏଠି ପ୍ରେତାତ୍ମା ଥିବା ଆଶଙ୍କା କରି ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିଥିଲେ। ବିଧାୟକ ନିମ୍ମାଲା ରାମା ଏହା ଜାଣିବା ପରେ  ଗୋଟିଏ ରାତି ଉକ୍ତ ଶ୍ମଶାନରେ ଶୋଇବେ ବୋଲି ଘୋଷଣା କରିଥିଲେ। ସେହି ଅନୁଯାୟୀ ସେ ଶ୍ମଶାନରେ ଏକାକୀ ବିଶ୍ରାମ ନେଇଥିଲେ। ଏହା ପରେ ଶ୍ରମିକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୂତଭୟ ଛାଡ଼ିଥିଲା। ଆଉ ଶ୍ମଶାନର ପୁନରୁଦ୍ଧାର ପାଇଁ ଆସିଥିବା  ତିନିକୋଟି ଟଙ୍କା ପ୍ରକଳ୍ପ ଲାଗି କାମ କରିବା ପାଇଁ ଶ୍ରମିକମାନେ ରାଜି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story