ମହାରାଷ୍ଟ୍ରରେ ପୁଣିଥରେ ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ: ଭାଇରାଲ ହେଲା ଭିଡ଼ିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାରାଷ୍ଟ୍ରରେ ପୁଣିଥରେ ଉତ୍ତର ଭାରତୀୟଙ୍କ ଉପରକୁ ଆକ୍ରମଣ କରିଛି ମହାରାଷ୍ଟ୍ର ନବନିର୍ମାଣ ସେନା। ସୋସିଆଲ୍ ମିଡିଆରେ ଏ ନେଇ ଏକ ଭିଡିଓ ଭାଇରାଲ ହୋଇଛି। କୁପଓ୍ୱାଡ ଅଞ୍ଚଳରେ ଏମଏନ୍ଏସ କର୍ମୀମାନେ ଗୋଡ଼େଇ ଗୋଡ଼େଇ ଉତ୍ତର ଭାରତୀୟ ଲୋକଙ୍କୁ ପିଟୁଥିବା ଦେଖିବାକୁ ମିଳିଛି। କୁପଓ୍ୱାଡ଼ ଅଞ୍ଚଳରେ ସୂତା କଳ, ବିସ୍କୁଟ ଓ ଚକୋଲେଟ୍ ଫ୍ୟା୍କ୍ଟି ଭଳି ଛୋଟ ଛୋଟ ଶିଳ୍ପ କାରଖାନା ରହିଛି ଯେଉଁଠି ବାହାର ରାଜ୍ୟରୁ ଅନେକ ଲୋକ ଆସି କାମ କରନ୍ତି। […]

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 08:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାରାଷ୍ଟ୍ରରେ ପୁଣିଥରେ ଉତ୍ତର ଭାରତୀୟଙ୍କ ଉପରକୁ ଆକ୍ରମଣ କରିଛି ମହାରାଷ୍ଟ୍ର ନବନିର୍ମାଣ ସେନା। ସୋସିଆଲ୍ ମିଡିଆରେ ଏ ନେଇ ଏକ ଭିଡିଓ ଭାଇରାଲ ହୋଇଛି। କୁପଓ୍ୱାଡ ଅଞ୍ଚଳରେ ଏମଏନ୍ଏସ କର୍ମୀମାନେ ଗୋଡ଼େଇ ଗୋଡ଼େଇ ଉତ୍ତର ଭାରତୀୟ ଲୋକଙ୍କୁ ପିଟୁଥିବା ଦେଖିବାକୁ ମିଳିଛି। କୁପଓ୍ୱାଡ଼ ଅଞ୍ଚଳରେ ସୂତା କଳ, ବିସ୍କୁଟ ଓ ଚକୋଲେଟ୍ ଫ୍ୟା୍କ୍ଟି ଭଳି ଛୋଟ ଛୋଟ ଶିଳ୍ପ କାରଖାନା ରହିଛି ଯେଉଁଠି ବାହାର ରାଜ୍ୟରୁ ଅନେକ ଲୋକ ଆସି କାମ କରନ୍ତି। ତେଣୁ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଏମଏନଏସ ଅଣ ମରାଠୀମାନଙ୍କୁ ଆକ୍ରମଣ କରୁଥିବା ଏହି ଭିଡିଓରେ ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story