ଅକ୍ଟୋବର ୧ରୁ କମିବ ମୋବାଇଲ୍‌ କଲ୍‌ ଚାର୍ଜ

ନୂଆଦିଲ୍ଲୀ: ମୋବାଇଲ ଉପଭୋକ୍ତା ପାଇଁ ଖୁସି ଖବର। ଅକ୍ଟୋବର ୧ ତାରିଖରୁ ମୋବାଇଲ ଉପଭୋକ୍ତାଙ୍କୁ ଟକ୍‌ଟାଇମ ପାଇଁ ଆଉ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ। କାରଣ ମୋବାଇଲରେ କଥା ହେବା ଶସ୍ତା ହେବାକୁ ଯାଉଛି। ଟେଲିକମ୍‌ ରେଗୁଲେଟାରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) ମୋବାଇଲ୍‌ କଲ୍‌ରେ ଇଣ୍ଟରକନେକ୍ଟ ୟୁଜେସ୍‌ ଚାର୍ଜ (ଆଇୟୁସି) କମାଇ ଦେଇଛି।

mobileଅକ୍ଟୋବର ୧ରୁ ଆଇୟୁସି ୧୪ ପ୍ରତିଶତରୁ କମାଇ ୬ ପ୍ରତିଶତ କରିଦିଆଯିବ ବୋଲି ଟ୍ରାଇ ପକ୍ଷରୁ ଘୋଷଣା କରାଯାଇଛି। ଏହା ଲାଗୁ ହେବା ପରେ ମୋବାଇଲ୍‌ କଲ୍‌ର ଚାର୍ଜ କମିଯିବ।

ସୂଚନାଯୋଗ୍ୟ, ୨୦୨୦ ଜାନୁଆରୀ ୧ରୁ ମୋବାଇଲ କଲ୍‌କୁ ଆଇୟୁସି ମୁକ୍ତ କରିବାକୁ ଟ୍ରାଇ ଯୋଜନା କରିଛି।

ଆହୁରି ପଢ଼ନ୍ତୁ

ଟ୍ରମ୍ପଙ୍କ ପୁଅର ପ୍ରେମିକା କରୋନାରେ ଆକ୍ରାନ୍ତ

ଧୋକ୍କା ଦେଲେ ସହଯୋଗୀ, ଚାଲିଗଲା ଡିଏସପିଙ୍କ ଜୀବନ

ଦିଲ୍ଲୀ ଦଙ୍ଗା ଘଟଣାରେ ଚାର୍ଜଶିଟ୍ ଦାଖଲ, ବିଜେପି ନେତାଙ୍କ ନାମ ସାମିଲ୍

ଚୀନ ସହ ସୀମା ବିବାଦ ବେଳେ ଭାରତକୁ ଅନେକ ଦେଶର ସମର୍ଥନ

ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ

ପ୍ରଧାନମନ୍ତ୍ରୀ ମୋଦିଙ୍କ ହଠାତ ଲେହ ଗସ୍ତ ପଛରେ କିଏ?

ବିରୋଧ ସତ୍ତ୍ୱେ ଇସଲାମାବାଦରେ ମନ୍ଦିର ନିର୍ମାଣ ପାଇଁ ହେଲା ଭୂମି ପୂଜା

ସବୁ ପୁରୁଣା ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର, ଦିନକରେ ୬୩୬୪ ପଜିଟିଭ ଓ ୧୯୮ ମୃତ

ଏଆଇପିସି ମହାରାଷ୍ଟ୍ର ସଭାପତି ପଦରୁ ସଞ୍ଜୟ ଝାଙ୍କ ଇସ୍ତଫା

ଭାରତର ପଦକ୍ଷେପ ନୂଆଦିଲ୍ଲୀକୁ କ୍ଷତି ପହଞ୍ଚାଇବ ବୋଲି କହିଲା ଚାଇନା

ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଜାପାନ

କରୋନା ପାଇଁ ଜେଇଇ ଓ ନିଟ ପରୀକ୍ଷା ଘୁଞ୍ଚିଲା, ଜାଣନ୍ତୁ ନୂଆ ତାରିଖ