ଆଧାର ନହେଲେ କଥା ବନ୍ଦ:ମୋବାଇଲ୍‌ ସହ ଯୋଡିହେବ ପରିଚୟ

ମୋବାଇଲ୍‌ ନମ୍ବର ପାଇଁ  ଆଧାର କାର୍ଡ ବାଧ୍ୟତାମୂଳକ ହେବ । ଏବେ ସବୁ ମୋବାଇଲ ନମ୍ବରକୁ ଆଧାର ନମ୍ବର ସହ ଲିଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି । ଏନେଇ ଟେଲିକମ୍‌ ମନ୍ତ୍ରଣାଳୟ ଏବେ ସମସ୍ତ ଟେଲିକମ୍‌ କମ୍ପାନୀ ନିକଟକୁ ଏକ ନୋଟିସ୍‌ ପଠାଇଛନ୍ତି। ଏହି ପ୍ରକ୍ରିୟା ୬ଫ୍ରେବ୍ରୁଆରୀ ୨୦୧୮ ଭିତରେ ଶେଷ ହେବ । ଯଦି ଏହି ସମୟ ଭିତ୍ତରେ ମୋବାଇଲ୍‌ ୟୁଜର୍ସ ତାଙ୍କ ନମ୍ବର ସହ ଆଧାରକୁ ନଯୋଡନ୍ତି ତେବେ ତାଙ୍କ ମୋବାଇଲ ନମ୍ବର […]

talking-on-the-phone

talking-on-the-phone

Rakesh Mallick
  • Published: Friday, 24 March 2017
  • Updated: 24 March 2017, 10:58 PM IST

Sports

Latest News

ମୋବାଇଲ୍‌ ନମ୍ବର ପାଇଁ  ଆଧାର କାର୍ଡ ବାଧ୍ୟତାମୂଳକ ହେବ । ଏବେ ସବୁ ମୋବାଇଲ ନମ୍ବରକୁ ଆଧାର ନମ୍ବର ସହ ଲିଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି । ଏନେଇ ଟେଲିକମ୍‌ ମନ୍ତ୍ରଣାଳୟ ଏବେ ସମସ୍ତ ଟେଲିକମ୍‌ କମ୍ପାନୀ ନିକଟକୁ ଏକ ନୋଟିସ୍‌ ପଠାଇଛନ୍ତି। ଏହି ପ୍ରକ୍ରିୟା ୬ଫ୍ରେବ୍ରୁଆରୀ ୨୦୧୮ ଭିତରେ ଶେଷ ହେବ । ଯଦି ଏହି ସମୟ ଭିତ୍ତରେ ମୋବାଇଲ୍‌ ୟୁଜର୍ସ ତାଙ୍କ ନମ୍ବର ସହ ଆଧାରକୁ ନଯୋଡନ୍ତି ତେବେ ତାଙ୍କ ମୋବାଇଲ ନମ୍ବର ଅକାମୀ ହୋଇଯିବ ।

ଅନ୍ୟପଟେ ଯଦି ଆପଣ ପ୍ୟାନ୍‌ ନମ୍ବରକୁ ଆଧାର କାର୍ଡ ସହ ଯୋଡି ନାହାଁନ୍ତି, ତାହାଲେ ଡିସେମ୍ବର ୩୧ ସୁଦ୍ଧା ଏହାକୁ ଯୋଡି ଦିଅନ୍ତୁ । କାରଣ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣରେ, ପ୍ୟାନ ପାଇଁ ଆଧାର ନମ୍ବର ନିତ୍ୟାନ୍ତ ଆବଶ୍ୟକ ବୋଲି ସରକାର ନିଷ୍ପତି ନେଇଛନ୍ତି । ସରକାର ସମସ୍ତ ଆର୍ଥିକ କାରବାରରେ ଆଧାର ନମ୍ବରକୁ ବ୍ୟବହାର କରିବା ପାଇଁ ଯୋଜନା ରଖିଛନ୍ତି । ପୂର୍ବରୁ ସମ୍ପତ୍ତି କିଣାବିକା ଓ ବ୍ୟାଙ୍କ ଖାତା ଖୋଲିବା ଆଦି ପାଇଁ ପ୍ୟାନ୍‌ ନମ୍ବର ଆବଶ୍ୟକ ହେଉଥିଲା। ଏବେ କିନ୍ତୁ ଏହି ପ୍ୟାନ୍‌ ନମ୍ବରକୁ ଆଧାର ନମ୍ବର ସହିତ ଯୋଡିବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story