ମଡେଲ୍‌ଙ୍କୁ ଗୁଳି କରି ହତ୍ୟା

ବାଗ୍‌ଦାଦ୍‌: ଇରାକ୍‌ର ଜଣେ ପ୍ରସିଦ୍ଧ ମଡେଲ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ତାରା ଫାରିସ୍‌। ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା। ଏହି ଘଟଣା ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ ଘଟିଛି। ତାରା କାର୍‌ରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଇରାକ୍‌ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ସୂଚନା ଦିଆଯାଇଛି। ତାରାଙ୍କୁ ସେଠାରେ ‘ଇନ୍‌ଷ୍ଟାଗ୍ରାମ୍ ମଡେଲ୍‌’ ବୋଲି କୁହାଯାଉଥିଲା। ଇନ୍‌ଷ୍ଟାଗ୍ରାମ୍‌ରେ ସେ ତାଙ୍କର ବିଭିନ୍ନ ଫଟୋ […]

tara

tara

Jitendra Garnayak
  • Published: Saturday, 29 September 2018
  • Updated: 29 September 2018, 11:19 AM IST

Sports

Latest News

ବାଗ୍‌ଦାଦ୍‌: ଇରାକ୍‌ର ଜଣେ ପ୍ରସିଦ୍ଧ ମଡେଲ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ତାରା ଫାରିସ୍‌। ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା।

ଏହି ଘଟଣା ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ ଘଟିଛି। ତାରା କାର୍‌ରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଇରାକ୍‌ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ସୂଚନା ଦିଆଯାଇଛି।
ତାରାଙ୍କୁ ସେଠାରେ ‘ଇନ୍‌ଷ୍ଟାଗ୍ରାମ୍ ମଡେଲ୍‌’ ବୋଲି କୁହାଯାଉଥିଲା। ଇନ୍‌ଷ୍ଟାଗ୍ରାମ୍‌ରେ ସେ ତାଙ୍କର ବିଭିନ୍ନ ଫଟୋ ପୋଷ୍ଟ୍ କରୁଥିଲେ ଓ ଏଥିରେ ତାଙ୍କର ୨୭ ଲକ୍ଷ ଫଲୋଅର ଥିଲେ।

tara1ଟାଟୁ, ଷ୍ଟାଇଲିସ୍ ହେୟାର ଓ ବିଭିନ୍ନ ଡିଜାଇନର ଡ୍ରେସ୍‌ ପାଇଁ ସେ ଖୁବ୍‌ ଲୋକ ପ୍ରିୟ ଥିଲେ। ସୂଚନା ଅନୁଯାୟୀ, ତାରାଙ୍କୁ ତାଙ୍କର ଏହି ଲୋକପ୍ରିୟତା ପାଇଁ ହତ୍ୟା କରାଯାଇଛି। ଦେଶର କିଛି କଠୋରପନ୍ଥୀ ଗୋଷ୍ଠୀ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି।

ଇରାକ୍‌ ପୁଲିସ୍‌ ଏହି ଘଟଣାରେ ତଦନ୍ତ ଆରମ୍ଭ କରି ଦେଇଛି।

ତାରା ୧୯୯୮ରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଇରାକର ଓ ମା’ ଲେବନାନ୍‌ର। ୨୦୧୫ରେ ତାରା ଏକ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story