ଶେଷ ପର୍ଯ୍ୟାୟରେ ଆମେରିକାର କରୋନା ଟିକା, କେବେ ମାର୍କେଟକୁ ଆସିବ ଜାଣନ୍ତୁ

ୱାଶିଂଟନ: ସମଗ୍ର ବିଶ୍ୱର କରୋନା ଟେନସନ ଖୁବଶୀଘ୍ର ଦୂର ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଆମେରିକାର Moderna କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ପାସ୍‌ ହୋଇଯାଇଛି। ଏହାସହ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ଶେଷ ପର୍ଯ୍ୟାୟରେ ପ୍ରାୟ ୩୦ ହଜାର ଲୋକଙ୍କୁ ଏହି ଟିକା ପ୍ରଦାନ କରାଯିବ। ତେଣୁ ଖୁବଶୀଘ୍ର ଅର୍ଥାତ ଡିସେମ୍ବର ପୂର୍ବରୁ ମାର୍କେଟକୁ ଏହା ଆସିପାରିବ ବୋଲି କମ୍ପାନୀ […]

dd

dd

Hemant Lenka
  • Published: Tuesday, 28 July 2020
  • Updated: 28 July 2020, 02:58 PM IST

Sports

Latest News

ୱାଶିଂଟନ: ସମଗ୍ର ବିଶ୍ୱର କରୋନା ଟେନସନ ଖୁବଶୀଘ୍ର ଦୂର ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଆମେରିକାର Moderna କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ପାସ୍‌ ହୋଇଯାଇଛି। ଏହାସହ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।

ଶେଷ ପର୍ଯ୍ୟାୟରେ ପ୍ରାୟ ୩୦ ହଜାର ଲୋକଙ୍କୁ ଏହି ଟିକା ପ୍ରଦାନ କରାଯିବ। ତେଣୁ ଖୁବଶୀଘ୍ର ଅର୍ଥାତ ଡିସେମ୍ବର ପୂର୍ବରୁ ମାର୍କେଟକୁ ଏହା ଆସିପାରିବ ବୋଲି କମ୍ପାନୀ ଓ ଆମେରିକା ପକ୍ଷରୁ କୁହାଯାଇଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କହିଛନ୍ତି, ଆମ ପ୍ରଶାସନ ଆସନ୍ତା ୨ ସପ୍ତାହ ମଧ୍ୟରେ ସମଗ୍ର ବିଶ୍ୱକୁ ଭଲ ଖବର ପ୍ରଦାନ କରିବ। ବର୍ତ୍ତମାନ କରୋନା ଉପରେ ଚାଲିଥିବା ପରୀକ୍ଷଣ ଦ୍ରୁତଗତିରେ ଆଗେଇ ଚାଲିଛି। ଆମେ ସମସ୍ତ ବିଶେଷଜ୍ଞଙ୍କ ସହ ଆଲୋଚନା ମଧ୍ୟ ଜାରି ରଖିଛି।

ଖୁବଶୀଘ୍ର ଆମ ପାଖରେ ଭଲ ଖବର ଆସି ପହଞ୍ଚିବ। ତେଣୁ ସମସ୍ତେ ଏହାକୁ ଅପେକ୍ଷା କରିବା ଦରକାର ବୋଲି ସେ କହିଛନ୍ତି। ଟ୍ରମ୍ପ ପ୍ରଶାସନ କରୋନା ଟିକା ଉପରେ ଆସନ୍ତା ୨ ସପ୍ତାହ ମଧ୍ୟରେ ଘୋଷଣା କରିବେ। କାରଣ Moderna ପକ୍ଷରୁ ପ୍ରସ୍ତୁତ ଟିକାର ଫେଜ-୩ ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଟିକା ତିଆରି କରିବାକୁ ଆମେରିକା ପକ୍ଷରୁ ଏହି କମ୍ପାନୀକୁ ୧ ବିଲିୟନ ଡଲାର ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story