ଗ୍ରାମାଞ୍ଚଳ ପାଇଁ ଏସବୁ ବ୍ୟବସ୍ଥା

ନୂଆଦିଲ୍ଲୀ: ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳରେ ଯୋଗାଯୋଗା ବ୍ୟବସ୍ଥାକୁ ଅଧିକ ଫୋକସ କରାଯାଇଛି। ବଜେଟ୍‌ର ବ୍ୟବସ୍ଥା ଅନୁଯାୟୀ, ୨୦୨୨ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଏଲପିଜି ଓ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ। ସେହିପରି ପିଏମଏୱାଇ-ଗ୍ରାମୀଣ ଯୋଜନାରେ ୧.୯୫ କୋଟି ଲୋକଙ୍କ ପାଇଁ ବାସଗୃହ ବ୍ୟବସ୍ଥା କରାଯିବ। ୨୦୧୯-୨୦ ଓ ୨୦୨୧-୨୨ ମଧ୍ୟରେ ଏହି ଲକ୍ଷ୍ୟକୁ ପୂରଣ କରାଯିବ। ଏଭଳି ବାସଗୃହ ପାଉଥିବା ଲୋକଙ୍କୁ ଏଲପିଜି, ବିଜୁଳି […]

aq

aq

Hemant Lenka
  • Published: Friday, 05 July 2019
  • Updated: 05 July 2019, 12:38 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଗ୍ରାମାଞ୍ଚଳରେ ଯୋଗାଯୋଗା ବ୍ୟବସ୍ଥାକୁ ଅଧିକ ଫୋକସ କରାଯାଇଛି। ବଜେଟ୍‌ର ବ୍ୟବସ୍ଥା ଅନୁଯାୟୀ, ୨୦୨୨ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଏଲପିଜି ଓ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ। ସେହିପରି ପିଏମଏୱାଇ-ଗ୍ରାମୀଣ ଯୋଜନାରେ ୧.୯୫ କୋଟି ଲୋକଙ୍କ ପାଇଁ ବାସଗୃହ ବ୍ୟବସ୍ଥା କରାଯିବ।

୨୦୧୯-୨୦ ଓ ୨୦୨୧-୨୨ ମଧ୍ୟରେ ଏହି ଲକ୍ଷ୍ୟକୁ ପୂରଣ କରାଯିବ। ଏଭଳି ବାସଗୃହ ପାଉଥିବା ଲୋକଙ୍କୁ ଏଲପିଜି, ବିଜୁଳି ଓ ଟଏଲେଟ୍‌ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ବଜେଟ୍‌ରେ ବ୍ୟବସ୍ଥା କରିଛନ୍ତି।

୨୦୨୪ ସୁଦ୍ଧା ପ୍ରତିଟି ଗ୍ରାମାଞ୍ଚଳ ଘରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଯିବ। ଜଳ ଜୀବନ ମିଶନ ଅଧୀନରେ ଏଭଳି ବ୍ୟବସ୍ଥା କରାଯିବ। କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ଜଳ ସମସ୍ୟା ଓ ଜଳ ଯୋଗାଣ ପାଇଁ ନୂଆ ମନ୍ତ୍ରଣାଳୟ ଗଠନ କରିଛନ୍ତି। ଏହି ‘ ଜଲ ଶକ୍ତି’ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବ। କେମିତି ପ୍ରତିଟି ଘରେ ପାଣି ପହଞ୍ଚି ପାରିବ, ସେ ବ୍ୟବସ୍ଥା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story