ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏମିତି କଥା କହିଲେ ମୋଦି ଓ ଜେଟଲୀ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଆଜି ନିଜ ପଦରୁ ଇସ୍ତଫା ଦେଇ ସାରା ଦେଶକୁ ଚମକାଇ ଦେଇଛନ୍ତି। ଏହି ଇସ୍ତଫା ପରେ ଆର୍‌ବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯେ ସବୁ କିଛି ଠିକ୍‌ ଠାକ ଚାଲିନାହିଁ, ତାହା ସ୍ପଷ୍ଟ ହୋଇଛି। ତେବେ ଉର୍ଜିତଙ୍କ ଇସ୍ତଫା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି। ମୋଦି ଟ୍ୱିଟ୍‌ କରି କହିଛନ୍ତି, “ ଡ.ଉର୍ଜିତ ପଟେଲ ଜଣେ ଉଚ୍ଚକୋଟୀର ଅର୍ଥନୀତିଜ୍ଞ। […]

s

s

Hemant Lenka
  • Published: Monday, 10 December 2018
  • Updated: 10 December 2018, 09:01 PM IST

Sports

Latest News

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଆଜି ନିଜ ପଦରୁ ଇସ୍ତଫା ଦେଇ ସାରା ଦେଶକୁ ଚମକାଇ ଦେଇଛନ୍ତି। ଏହି ଇସ୍ତଫା ପରେ ଆର୍‌ବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯେ ସବୁ କିଛି ଠିକ୍‌ ଠାକ ଚାଲିନାହିଁ, ତାହା ସ୍ପଷ୍ଟ ହୋଇଛି। ତେବେ ଉର୍ଜିତଙ୍କ ଇସ୍ତଫା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି। ମୋଦି ଟ୍ୱିଟ୍‌ କରି କହିଛନ୍ତି, “ ଡ.ଉର୍ଜିତ ପଟେଲ ଜଣେ ଉଚ୍ଚକୋଟୀର ଅର୍ଥନୀତିଜ୍ଞ। ସେ ଜଣେ ପ୍ରଫେସନାଲ୍‌ ବ୍ୟକ୍ତିବିଶେଷ। ସେ ରିଜର୍ଭ ବ୍ୟାଙ୍କରେ ଦୀର୍ଘ ୬ ବର୍ଷ କାଳ ଡେପୁଟି ଗଭର୍ଣ୍ଣର ଏବଂ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଛନ୍ତି। ସେ ଏକ ବିରାଟ ଲିଗାସି ପଛରେ ଛାଡ଼ିଛନ୍ତି। ଆମେ ତାଙ୍କୁ ସବୁଦିନ ପାଇଁ ମିସ୍‌ କରିବୁ।”

ଉର୍ଜିତ ପଟେଲଙ୍କ ଇସ୍ତଫା ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ ଉର୍ଜିତ ପଟେଲଙ୍କ କାର୍ଯ୍ୟ ଦକ୍ଷତା ବେଶ ପ୍ରଶଂସନୀୟ। ସେ ଉଭୟ ଡେପୁଟି ଗଭର୍ଣ୍ଣର ଏବଂ ଗଭର୍ଣ୍ଣର ଭାବେ ନିଜ ଦକ୍ଷତା ଅନୁସାରେ ଦେଶ ପାଇଁ ଅନେକ କିଛି କରିଛନ୍ତି। ତାଙ୍କ ସହ କାର୍ଯ୍ୟ କରିବା ବେଶ ଆନନ୍ଦଦାୟକ ଥିଲା। ଆଗକୁ ଡ. ପଟେଲ ଭଲ କାର୍ଯ୍ୟ କରନ୍ତୁ।”

ଅନ୍ୟପକ୍ଷରେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି, “ଉର୍ଜିତଙ୍କ ଇସ୍ତଫା ସମସ୍ତ ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସମସ୍ତେ ଏହାକୁ ବିଚାର କରିବା ଦରକାର।” ବିରୋଧୀ ଦଳଗୁଡ଼ିକ ମଧ୍ୟ ଉର୍ଜିତ ପଟେଲଙ୍କ ଇସ୍ତଫାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story