ମୋଦି ଭାରି ଗର୍ବୀ: ରାହୁଲ

ଚମ୍ପାରଣ(ବିହାର): ସରଗରମ ହେଉଛି ବିହାର ରାଜନୀତି। ଆଗକୁ ରାଜ୍ୟରେ ନିର୍ବାଚନ ଥିବାରୁ ଏଠାକୁ ପ୍ରତିଦିନ ଛୁଟୁଛି ବିଭିନ୍ନ ଦଳର ପ୍ରମୁଖ ନେତାଙ୍କ ସୁଅ। ଶନିବାର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବିହାର ଚମ୍ପାରଣରେ କରିଥିଲେ ନିର୍ବାଚନୀ ରାଲି। ଏଥରେ ସେ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ତାଙ୍କୁ ‘ଗର୍ବୀ’ ବୋଲି ସେ କହିଥିଲେ। ରାହୁଲ କହିଥିଲେ, ମୋଦି ଦେଶକୁ ଶାସନ କରିବାର ଦେଢ଼ ବର୍ଷରୁ ଅଧିକ ହୋଇଗଲାଣି। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ସେ ଲୋକଙ୍କୁ […]

rahul

rahul

Rakesh Mallick
  • Published: Saturday, 19 September 2015
  • Updated: 19 September 2015, 12:28 PM IST

Sports

Latest News

ଚମ୍ପାରଣ(ବିହାର): ସରଗରମ ହେଉଛି ବିହାର ରାଜନୀତି। ଆଗକୁ ରାଜ୍ୟରେ ନିର୍ବାଚନ ଥିବାରୁ ଏଠାକୁ ପ୍ରତିଦିନ ଛୁଟୁଛି ବିଭିନ୍ନ ଦଳର ପ୍ରମୁଖ ନେତାଙ୍କ ସୁଅ। ଶନିବାର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବିହାର ଚମ୍ପାରଣରେ କରିଥିଲେ ନିର୍ବାଚନୀ ରାଲି। ଏଥରେ ସେ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ତାଙ୍କୁ ‘ଗର୍ବୀ’ ବୋଲି ସେ କହିଥିଲେ।

ରାହୁଲ କହିଥିଲେ, ମୋଦି ଦେଶକୁ ଶାସନ କରିବାର ଦେଢ଼ ବର୍ଷରୁ ଅଧିକ ହୋଇଗଲାଣି। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ସେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନାହାନ୍ତି। ଦରଦାମ ବୃଦ୍ଧି ଉପରେ ମୋଦି ସରକାର ନିୟନ୍ତ୍ରଣ ଆଣି ପାରି ନାହାନ୍ତି। ଯଦିଓ ନିର୍ବାଚନ ବେଳେ ଦରଦାମ କମାଇବା ନେଇ ସେ ବହୁ ଲମ୍ବାଚଉଡ଼ା ଭାଷଣ ଦେଇଥିଲେ। ଦରଦାମ ସହିତ ଅନ୍ୟ ସବୁ କ୍ଷେତ୍ରରେ ମୋଦି ସରକାର ଫେଲ୍ ହୋଇଛନ୍ତି। ମୋଦି କହିଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଦୁଇ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ। କିନ୍ତୁ ସେ ଏହି ପ୍ରତିଶ୍ରୁତି ରଖି ନାହାନ୍ତି। ଦେଶର ପ୍ରତ୍ୟେକ ନାଗରିକଙ୍କ ଏକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରାଯିବ ବୋଲି କହିଥିଲେ। କିନ୍ତୁ ସେମିତି କିଛି ହୋଇ ନାହିଁ। ଏ ସବୁ ପ୍ରତିଶ୍ରୁତି କ’ଣ ହେଲା ବୋଲି ସେ ପ୍ରଶ୍ନ କରିଥିଲେ।

ମୋଦିଙ୍କ ପୋଷାକକୁ ନେଇ ରାହୁଲ ଅନେକ ସମାଲୋଚନା କରିଥିଲେ। ସେ କହିଥିଲେ, ମୋଦି ଚା’ବିକ୍ରେତା ଥିଲେ। ସେ କୁର୍ତ୍ତା ପିନ୍ଧୁଥିଲେ। ଏବେ ସେ ଆହୁରି ଅଧିକ ଭଲ କୁର୍ତ୍ତା ପିନ୍ଧୁଛନ୍ତି। ସେ ଏବେ କୁର୍ତ୍ତାରୁ ସୁଟ୍ ପିନ୍ଧିବା ଆରମ୍ଭ କଲେଣି। ସେ ୧୫ ଲକ୍ଷ ଟଙ୍କିଆ ସୁଟ୍ ପିନ୍ଧୁଛନ୍ତି।

ଏହା ସହିତ ରାହୁଲ ଆଜି ପୁଣି କହିଥିଲେ ଯେ ମୋଦି ସରକାର କେବଳ ‘ସୁଟ୍ ବୁଟଙ୍କ ସରକାର’। ତାଙ୍କ ସରକାର କୃଷକ, ଗରିବ ଓ ଦଳିତ ବିରୋଧୀ। ମୋଦି ରେଡିଓରେ ‘ମନ କୀ ବାତ୍’ କହି ଲୋକଙ୍କୁ ଆକର୍ଷିତ କରିପାରିବେ ନାହିଁ। ମୋଦିଙ୍କୁ ବିହାରୀ ଭାଇଭଉଣୀମାନେ ଆଗାମୀ ନିର୍ବାଚନରେ ଠିକଣା ଜବାବ ଦେବେ ବୋଲି ସେ କହିଥିଲେ।

ଗତ ଅଗଷ୍ଟ ୩୦ରେ ‘ସ୍ୱାଭିମାନ ରାଲି’ ପରେ ବିହାରରେ ଆଜି ଥିଲା ରାହୁଲଙ୍କ ପ୍ରଥମ ବଡ଼ ରାଲି। ତେବେ ଏଥିରେ ମହାମେଣ୍ଟର ଅନ୍ୟ ପ୍ରମୁଖ ସଦସ୍ୟ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେଇ ନଥିଲେ। ଆସନ ବଣ୍ଟନ କାମରେ ଲାଗିଥିବାରୁ ଏ ଦୁଇ ନେତା ରାହୁଲଙ୍କ ରାଲିକୁ ଆସିପାରି ନଥିଲେ ବୋଲି କୁହାଯାଉଛି। ତେବେ ସ୍ୱାଭିମାନ ରାଲିରେ ଏ ଦୁଇ ନେତା ସୋନିଆ ଗାନ୍ଧିଙ୍କ ସହିତ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story