ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଲେ 'ମୋଦି' ଫିଲ୍ମର ନିର୍ମାତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଆଧାରିତ ବଲିଉଡ୍‌ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ର ରିଲିଜ୍‌ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରି ଦେଇଛନ୍ତି। ତେଣୁ ଫିଲ୍ମଟି ୧୧ ତାରିଖରେ ରିଲିଜ୍‌ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଆଜି ସୁପ୍ରିମକୋର୍ଟ ଫିଲ୍ମ ରିଲିଜ୍‌ ବିରୋଧୀ ଆବେଦନ ଖାରଜ କରି ନିର୍ବାଚନ କମିଶନଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ କହିଛନ୍ତି। ପୂର୍ବରୁ ନିର୍ବାଚନ କମିଶନ ଏହି ଫିଲ୍ମର ରିଲିଜ୍‌ ପାଇଁ […]

sa

sa

Hemant Lenka
  • Published: Tuesday, 09 April 2019
  • Updated: 09 April 2019, 07:04 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଆଧାରିତ ବଲିଉଡ୍‌ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ର ରିଲିଜ୍‌ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରି ଦେଇଛନ୍ତି। ତେଣୁ ଫିଲ୍ମଟି ୧୧ ତାରିଖରେ ରିଲିଜ୍‌ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଆଜି ସୁପ୍ରିମକୋର୍ଟ ଫିଲ୍ମ ରିଲିଜ୍‌ ବିରୋଧୀ ଆବେଦନ ଖାରଜ କରି ନିର୍ବାଚନ କମିଶନଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ କହିଛନ୍ତି।

ପୂର୍ବରୁ ନିର୍ବାଚନ କମିଶନ ଏହି ଫିଲ୍ମର ରିଲିଜ୍‌ ପାଇଁ ଅନୁମତି ଦେଇଥିବାରୁ ଏବେ ରିଲିଜ ପାଇଁ ଆଉ ସମସ୍ୟା ନାହିଁ। ତେଣୁ ଆଜି ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦିଙ୍କ ଭୂମିକାରେ ଅଭନୟ କରିଥିବା ଅଭିନେତା ବିବେକ ଓବେରୟ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି।

ସୂଚନାଯୋଗ୍ୟ, ନିର୍ବାଚନ ବେଳେ ଏଭଳି ଫିଲ୍ମର ରିଲିଜ୍‌ ନିର୍ବାଚନ ଆଚରଣବିଧିର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରି କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story