ଏଲଓସିରେ ଦୀପାବଳି ପାଳନ କଲେ ମୋଦି: କହିଲେ ଯବାନ ମୋର ପରିବାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳି ଅବସରରେ ସାରା ଦେଶରେ ଆଜି ଉତ୍ସବର ମାହୋଲ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଜମ୍ମୁ ଓ କାଶ୍ମୀରର ଗୁରେଜ ସେକ୍ଟରରେ ପହଞ୍ଚିଛନ୍ତି, ଦେଶର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଯବନାଙ୍କ ସହ ଦୀର୍ଘ ଦୁଇ ଘଣ୍ଟାଧରି ସମୟ ବିତାଇଥିଲେ। ଯବାନମାନେ ମୋଦିଙ୍କ ହାତରୁ ମିଠା ଖାଇଥିଲେ। ଏହି ଅବସରରେ ମୋଦି କହିଥିଲେ ଯେ ସେ ମଧ୍ୟ ଅନ୍ୟମାନଙ୍କ […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 03:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳି ଅବସରରେ ସାରା ଦେଶରେ ଆଜି ଉତ୍ସବର ମାହୋଲ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଜମ୍ମୁ ଓ କାଶ୍ମୀରର ଗୁରେଜ ସେକ୍ଟରରେ ପହଞ୍ଚିଛନ୍ତି, ଦେଶର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଯବନାଙ୍କ ସହ ଦୀର୍ଘ ଦୁଇ ଘଣ୍ଟାଧରି ସମୟ ବିତାଇଥିଲେ। ଯବାନମାନେ ମୋଦିଙ୍କ ହାତରୁ ମିଠା ଖାଇଥିଲେ। ଏହି ଅବସରରେ ମୋଦି କହିଥିଲେ ଯେ ସେ ମଧ୍ୟ ଅନ୍ୟମାନଙ୍କ ପରି ନିଜ ପରିବାର ସହିତ ଦୀପାବଳି ପାଳନ କରିବାକୁ ଚାହାଁନ୍ତି ତେଣୁ ସେ ଆଜି ଏଠାକୁ ଆସି ଦୀପାବଲି ପାଳନ କରୁଛନ୍ତି। କାରଣ ସମସ୍ତ ଯବାନ ତାଙ୍କର ପରିବାର ଅଟେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story