ବ୍ୟକ୍ତିଗତ ଆକାଉଣ୍ଟରୁ କୁମ୍ଭ ସଫେଇ କର୍ମଚାରୀଙ୍କୁ ମୋଦି ଦେଲେ ୨୧ ଲକ୍ଷ

ନୂଆଦିଲ୍ଲୀ: କୁମ୍ଭମେଳାରେ ସଫେଇ କର୍ମଚାରୀଙ୍କୁ ଆର୍ଥିକ ସହାୟତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏଭଳି ଆର୍ଥିକ ସହାୟତା ସେ ସରକାର ରାଜକୋଷରୁ କରି ନାହାନ୍ତି ବରଂ ନିଜର ବ୍ୟକ୍ତିଗତ ସେଭିଙ୍ଗ ଆକାଉଣ୍ଟରୁ ଦେଇଛନ୍ତି। ଶ୍ରୀ ମୋଦି ନିଜ ଆକାଉଣ୍ଟରୁ ୨୧ ଲକ୍ଷ ଟଙ୍କା କୁମ୍ଭ ସଫେଇ କର୍ମଚାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ କର୍ପସ ପାଣ୍ଠିଙ୍କୁ ଦାନ କରିଛନ୍ତି। ପୂର୍ବରୁ ଶ୍ରୀ ମୋଦି ସିଓଲ ଶାନ୍ତି ପରୁସ୍କାର ବାବଦରେ ପାଇଥିବା ୧.୩ କୋଟି ଟଙ୍କାକୁ ନମାମୀ ଗଙ୍ଗା ପ୍ରକଳ୍ପକୁ […]

sd

sd

Hemant Lenka
  • Published: Wednesday, 06 March 2019
  • Updated: 06 March 2019, 03:20 PM IST

Sports

Latest News

ନୂଆଦିଲ୍ଲୀ: କୁମ୍ଭମେଳାରେ ସଫେଇ କର୍ମଚାରୀଙ୍କୁ ଆର୍ଥିକ ସହାୟତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏଭଳି ଆର୍ଥିକ ସହାୟତା ସେ ସରକାର ରାଜକୋଷରୁ କରି ନାହାନ୍ତି ବରଂ ନିଜର ବ୍ୟକ୍ତିଗତ ସେଭିଙ୍ଗ ଆକାଉଣ୍ଟରୁ ଦେଇଛନ୍ତି।

ଶ୍ରୀ ମୋଦି ନିଜ ଆକାଉଣ୍ଟରୁ ୨୧ ଲକ୍ଷ ଟଙ୍କା କୁମ୍ଭ ସଫେଇ କର୍ମଚାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ କର୍ପସ ପାଣ୍ଠିଙ୍କୁ ଦାନ କରିଛନ୍ତି। ପୂର୍ବରୁ ଶ୍ରୀ ମୋଦି ସିଓଲ ଶାନ୍ତି ପରୁସ୍କାର ବାବଦରେ ପାଇଥିବା ୧.୩ କୋଟି ଟଙ୍କାକୁ ନମାମୀ ଗଙ୍ଗା ପ୍ରକଳ୍ପକୁ ଦାନ କରିଥିଲେ। ସେହିପରି ଗଙ୍ଗା ସଫେଇ ପାଇଁ ମଧ୍ୟ ମୋଦି ୩.୪୦ କୋଟି ଟଙ୍କା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story