ଦୁର୍ନୀତିଗ୍ରସ୍ତ ଅଧିକାରୀ ସାବଧାନ! ୧୫ ଅଗଷ୍ଟ ପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କ ବିରୋଧରେ ଖୁବଶୀଘ୍ର ମୋଦି ସରକାର କଡ଼ା ନିଷ୍ପତ୍ତି ଗ୍ରହଣ କରିପାରନ୍ତି। ତେଣୁ ସରକାର ଭିଜିଲାନ୍ସ ବିଭାଗକୁ ଏନେଇ ଦସ୍ତାବିଜ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦସ୍ତାବିଜ୍ ପ୍ରସ୍ତୁତ ହେବା ପରେ ଦୁର୍ନୀତିଗ୍ରସ୍ତ ଓ ସଠିକ୍ ଭାବେ କାମ କରୁ ନ ଥିବା ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମିଳିଥିବା ସୂଚନା ମୁତାବକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତି ମନ୍ତ୍ରଣାଳୟର ଭିଜିଲାନ୍ସ ବିଭାଗକୁ ଦସ୍ତାବିଜ୍ ପ୍ରସ୍ତୁତ […]

narendra_modi

narendra_modi

Rakesh Mallick
  • Published: Monday, 31 July 2017
  • Updated: 31 July 2017, 12:13 PM IST

Sports

Latest News

ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କ ବିରୋଧରେ ଖୁବଶୀଘ୍ର ମୋଦି ସରକାର କଡ଼ା ନିଷ୍ପତ୍ତି ଗ୍ରହଣ କରିପାରନ୍ତି। ତେଣୁ ସରକାର ଭିଜିଲାନ୍ସ ବିଭାଗକୁ ଏନେଇ ଦସ୍ତାବିଜ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦସ୍ତାବିଜ୍ ପ୍ରସ୍ତୁତ ହେବା ପରେ ଦୁର୍ନୀତିଗ୍ରସ୍ତ ଓ ସଠିକ୍ ଭାବେ କାମ କରୁ ନ ଥିବା ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମିଳିଥିବା ସୂଚନା ମୁତାବକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତି ମନ୍ତ୍ରଣାଳୟର ଭିଜିଲାନ୍ସ ବିଭାଗକୁ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶ ପରେ ସମସ୍ତ ମନ୍ତ୍ରଣାଳୟ ଦସ୍ତାବିଜ୍ ପ୍ରସ୍ତୁତ କରୁଛନ୍ତି। ଗୃହ ମନ୍ତ୍ରଣାଳୟ  ନିଜ ବିଭାଗର ଅଧିକାରୀଙ୍କ ସର୍ଭିସ ରେକର୍ଡ ଆଧାରରେ ଦସ୍ତାବିଜ୍ ତିଆରି କରୁଛି। ଏହା ସହିତ ମନ୍ତ୍ରଣାଳୟର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ବିଭିନ୍ନ ବିଭାଗ ସହିତ ଅର୍ଦ୍ଧସାମରିକ ବଳକୁ ନିଜ ନିଜର ତାଲିକା ଅଗଷ୍ଟ ୫ ତାରିଖ ସୁଦ୍ଧା ପୂରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ଦସ୍ତାବିଜ୍ ପ୍ରସ୍ତୁତ ହେବା ପରେ ଏହି ଆଧାରରେ ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ ୧୫ ଅଗଷ୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story